"ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
'''ଅନୁଗୁଳ ସ୍ବୟଂଶାସିତସ୍ୱୟଂଶାସିତ ସରକାରୀ କଲେଜ''', ଭାରତୀୟ ରାଜ୍ୟ [[ଓଡ଼ିଶା]]ର [[ଅନୁଗୁଳ]] ସହରରେ ଅବସ୍ଥିତ ଏକ ସରକାରୀ [[ସ୍ବୟଂଶାସିତସ୍ୱୟଂଶାସିତ ମହାବିଦ୍ୟାଳୟ]] । ଏହା ବର୍ତ୍ତମାନ ଜିଲ୍ଲାରେ ପରିଣତ ହେଇଥିବା [[ଅନୁଗୁଳ]] ସହରରେ ୧୯୫୭ ମସିହାରେ ସରକାରଙ୍କଦ୍ବାରାସରକାରଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏହା ଜାତୀୟ ରାଜପଥ -୫୫ରୁ ମାତ୍ର ୧ କିଲୋମିଟର ଦୂରରେ ସହରର ମଧ୍ୟ ସ୍ଥଳୀରେ ଅବସ୍ଥାପିତ । 
 
== ଇତିହାସ ==
ବିଭିନ୍ନ ନାମ ଦିଆ ହୋଇଥିବା ଏହି କଲେଜ ପରିଶେଷରେ [[ଅନୁଗୁଳ]] ସରକାରୀ କଲେଜ ଭାବରେ ୧୯୭୬ରୁ ରହିଛି ଓ ଏହା [[ଭୁବନେଶ୍ବରଭୁବନେଶ୍ୱର]]ସ୍ଥ [[ଉତ୍କଳ ବିଶ୍ୱବିଦ୍ୟାଳୟ]] ସହ ସହବନ୍ଧିତ ହେଇଥିଲା । ୧୯୯୦ରୁ ଏହି କଲେଜ ଅଞ୍ଚଳରେ ଅଗ୍ରଣୀ କଲେଜ ହିସାବରେ ପରିଗଣିତ ହେଇ ଆସୁଛି । 
 
୧୦୦୬-୭ରେ ଏହି କଲେଜ NAACଦ୍ବାରାNAACଦ୍ୱାରା ଏକ [[ସ୍ବଯାଂଶାସିତସ୍ୱଯାଂଶାସିତ କଲେଜ]]ର ମାନ୍ୟତା ପ୍ରାପ୍ତ ହେଲା । 
 
== ବିଭାଗ ସବୁ ==
* ଆର୍ଟସ , ସାଇନ୍ସ ଓ କମର୍ସ ସହିତ ଭିଭିନ୍ନ କର୍ମଭିତ୍ତିକ ବିଷୟରେ ଅନର୍ସ ସହ ଏଠାରେ ରହିଛି । ଏମବିଏ ପାଇଁ ମଧ୍ୟ ଏଠାରେ ସ୍ବତନ୍ତ୍ରସ୍ୱତନ୍ତ୍ର  ବିଭାଗ ଖୋଲାଯାଇଛି । <br><br>
* <br>
 
== ହଷ୍ଟେଲ ==
କଲେଜରେ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ମଧ୍ୟ ରହିଛି । ୩ଟି ବାଳକ ହଷ୍ଟେଲ ସହ ୨ଟି ବାଳିକା ହଷ୍ଟେଲ ରହିଛି । +୨ ସ୍ତର ପିଲାଙ୍କ ପାଇଁ ସ୍ବତନ୍ତ୍ରସ୍ୱତନ୍ତ୍ର ହଷ୍ଟେଲ ରହିଛି । 
 
== ଆଧାର ==