"ଅଣ୍ଡା (ଜୀବ ବିଜ୍ଞାନ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨ କ ଧାଡ଼ି:
{{about|ଅଣ୍ଡାର ଜୀବ-ବୈଜ୍ଞାନିକ ବିଶ୍ଳେଷଣ|ଖାଦ୍ୟ ରୂପେ ବ୍ୟବହୃତ ଅଣ୍ଡା ପାଇଁ|ଅଣ୍ଡା (ଖାଦ୍ୟ)|ଅନ୍ୟାନ୍ୟ ବିଷୟ ପାଇଁ|ଅଣ୍ଡା (ବହୁବିକଳ୍ପ)}}
 
[[ଫାଇଲ:Coturnix coturnix eggs.jpg|thumb|300px|'''କୁକୁଡା ଅଣ୍ଡା(ବାମ ପାର୍ଶ୍ବ୍ପାର୍ଶ୍ୱ୍ ରେ) ଓ କ୍ବିଲକ୍ୱିଲ ଅଣ୍ଡା (ଡାହାଣ ପାର୍ଶ୍ବ୍ପାର୍ଶ୍ୱ୍ ରେ)''']]
 
ପ୍ରାଣୀ ବିଜ୍ଞାନ ଅନୁସାରେ, '''ଅଣ୍ଡା''' ହେଉଛି ଏକ ଜୈବିକ ଥଳି ଯେଉଁଥିରେ ଭ୍ରୂଣଟି ପ୍ରଥମେ ବଢିବା ଆରମ୍ଭ କରିଥାଏ । ଅଧିକାଂଶ [[ସରୀସୃପ]], [[ମାଛ]], [[ସନ୍ଧିପଦ]], [[ଉଭୟଚର]], କୀଟ ପତଙ୍ଗ ଓ [[ପକ୍ଷୀ]]ମାନଙ୍କ ଅଣ୍ଡା ପ୍ରକୃତରେ ଏକ ଯୁଗ୍ମଜ ଅଟେ, ଯାହାକି ଡିମ୍ବାଣୁର ସମାୟନ (fertilization of Ovum) ଫଳରେ ସୃଷ୍ଟି ହେଇଥାଏ ; ଯାହାକି ପରେ ଶରୀର ଭିତରୁ ବାହାରି ଆସି ବଢିବାକୁ ଲାଗେ, ଯେଉଁ ପର୍ଯ୍ୟନ୍ତ ଯୁଗ୍ମଜଟି ନିଜେ ବଞ୍ଚିବା ପାଇଁ ସକ୍ଷମ ହୋଇନାହିଁ ।<br />ଯେଉଁ ପ୍ରାଣୀ ଅଣ୍ଡାରୁ ଜାତ ହୋଇଥାନ୍ତି ସେମାନଙ୍କୁ ଅଣ୍ଡଜ କୁହାଯାଏ ।
୯ କ ଧାଡ଼ି:
 
ବହୁ ବର୍ଷ ଧରି ଏହା ଏକ ଖାଦ୍ୟ ରୁପରେ ବ୍ୟବହୃତ ହେଉଅଛି । ଏହା ପୁଷ୍ଟିସାର ଯୁକ୍ତ ଖାଦ୍ୟ ଅଟେ।
ଅଣ୍ଡା ଏକ ଖୋଳପାଦ୍ବାରାଖୋଳପାଦ୍ୱାରା ଆବୃତ ହୋଇଥାଏ ଓ ଏହା ମଧ୍ୟରେ ଏଲବୁମିନ ଯୁକ୍ତ କେଶର ଥାଏ
 
== ଆକାର ==