"ଅଗ୍ନୀଶ୍ୱର ମହାଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ପୃଷ୍ଠାଟିକୁ ଅଗ୍ନିଶ୍ଵର ମହାଦେବରୁ ଅଗ୍ନିଶ୍ବର ମହାଦେବକୁ ଘୁଞ୍ଚାଇଲେ: Bot: Moved page
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
[[ଜଗନ୍ନାଥ ମନ୍ଦିର]]ରେ ତାଙ୍କୁ ବେଢି ରହିଛନ୍ତି ଅନେକ ଦେବା ଦେବୀ । ତାଙ୍କ ପାକଶାଳାର ଅଗ୍ନିକୁ ଘେରି ରହିଛନ୍ତି '''ଅଗ୍ନିଶ୍ବରଅଗ୍ନିଶ୍ୱର ମହାଦେବ''' ବା '''ଆଗ୍ନେୟଶ୍ବରଆଗ୍ନେୟଶ୍ୱର ମହାଦେବ '''{{ଆଧାର ଲୋଡା}}। ରୋଷଘର ରାସ୍ତା କୋଣରେ ଏହି ମହାଦେବ ବିରାଜିତ ।
==ଧାର୍ମିକ ବିଶ୍ବାସବିଶ୍ୱାସ==
କଥିତ ଅଛି, ଏହି [[ଶିବ]] ହେଉଛନ୍ତି ଅଗ୍ନି ସ୍ୱରୂପ । ତେଣୁ ତାଙ୍କ ପାଖ ଦେଇ [[ଜଗନ୍ନାଥ]]ଙ୍କ ଭୋଗ ଉଦ୍ଦେଶ୍ୟରେ ବୁହାଯାଉଥିବା ଅନ୍ନ ବ୍ୟଞ୍ଜନାଦୀ କୌଣସି ସମୟରେ ସିଦ୍ଧ ହୋଇ ନଥିଲେ, ତାହା ଏହାଙ୍କ ଦୃଷ୍ଟି ପଡିବା ମାତ୍ରେ ସିଦ୍ଧ ହୋଇଯାଏ । ଏହି ଅଗ୍ନି ଦେବଙ୍କ ଦର୍ଶନରେ ସମସ୍ତ ପାପ ନାଶ ହୁଏ । ମୁକ୍ତି ଚିନ୍ତାମଣି ଗ୍ରନ୍ଥ ଅନୁସାରେ ଅଗ୍ନିଶ୍ବରଅଗ୍ନିଶ୍ୱର ମହାଦେବଙ୍କୁ ପ୍ରଣାମ କରି ସ୍ତୁତି ପଥ କଲେ ଅଶେଷ କଲ୍ୟାଣ ହୁଏ ।<ref>{{cite news|title=ଅଗ୍ନିଶ୍ବରଙ୍କଅଗ୍ନିଶ୍ୱରଙ୍କ ଦୃଷ୍ଟି ପଡିଲେ ସିଦ୍ଧ ହୁଏ ପାକ|url=http://epaper.prameyanews.com/34507-175823349-1-article.html|accessdate=3 September 2015|newspaper=ପ୍ରମେୟ|date=୧୬ ଜୁନ ୨୦୧୫}}</ref>
<poem>''ଅଗ୍ନିଶ୍ୱରଂ ମହାରୁଦ୍ରଂ ବିଷ୍ଣୁପାକ ବିଶୋଧକମ''
''ମହାଜ୍ବାଳାମୟଂମହାଜ୍ୱାଳାମୟଂ ଶମ୍ଭୁ ନମାମି ଚନ୍ଦ୍ର ଶେଖରମ''</poem>
ଅର୍ଥାତ, ହେ ଅଗ୍ନିଶ୍ବରଅଗ୍ନିଶ୍ୱର, ତୁମେ ରୁଦ୍ରମାନଙ୍କ ମଧ୍ୟରେ ମହାରୁଦ୍ର, ତୁମେ ବିଷ୍ଣୁଙ୍କ ଉଦେଶ୍ୟରେ ପ୍ରସ୍ତୁତ ପାକର ବିଶୋଧକ ,ତୁମେ ମହଜ୍ବାଳାମୟମହଜ୍ୱାଳାମୟ ଶମ୍ଭୁ , ତୁମେ ଚନ୍ଦ୍ରଶେଖର , ତୁମକୁ ନମସ୍କାର କରୁଅଛି ।
 
==ମନ୍ଦିରର ଅବସ୍ଥାନ ==
===ଶ୍ରୀମନ୍ଦିର ବେଢ଼ା ଭିତରେ===
[[ଜଗନ୍ନାଥ ମନ୍ଦିର]] ବେଢାରେ ଏହି ମନ୍ଦିର ଛୋଟ ହେଲେ ମଧ୍ୟ ଏହାର ପ୍ରସିଦ୍ଧି ରହିଛି । [[ଶ୍ରୀମନ୍ଦିର]] [[ବାଇଶି ପାହାଚ]] ଅତିକ୍ରମ କରି କୁର୍ମା ବା ଭିତର ବେଢାରେ ପହଞ୍ଚିବା ପରେ ଭୋଗ ମଣ୍ଡପ ମନ୍ଦିରର ସମୁଖ ତଥା ପାକଶାଳା ପରଜନତା ଯାଇଥିବା ରାସ୍ତାର ଆଗ୍ନେୟ କୋଣକୁ ଲାଗି ଅଗ୍ନିଶ୍ବରଅଗ୍ନିଶ୍ୱର ମହାଦେବଙ୍କ ମନ୍ଦିର ଅଛି ।ଏହି ମନ୍ଦିରଟି ଛୋଟ ଓ ଅପେକ୍ଷାକୃତ ଭାବେ ବେଢା ପତନଠାରୁ ନିମ୍ନରେ ଅଛି । ଆଗ୍ନେୟ କୋଣର ରକ୍ଷକ ଭାବେ ଏହି ମହାଦେବ ପ୍ରତିଷ୍ଠିତ ହୋଇଥିବାରୁ ଏହାଙ୍କ ନାମ 'ଅଗ୍ନିଶ୍ବରଅଗ୍ନିଶ୍ୱର' । ଅଗ୍ନିଶ୍ବରଅଗ୍ନିଶ୍ୱର ମହାଦେବ [[ବିଷ୍ଣୁ]]ଙ୍କ ପାକ ବିଶୋଧକ ଭାବେ ବିଦିତ । ତେଣୁ ଏହା ମହାଦେବ [[ଶ୍ରୀମନ୍ଦିର]] [[ରୋଷଘର|ପାକଶାଳା]]ର ଅଗ୍ନି ରକ୍ଷକ ଭାବେ ପରିଚିତ ।
===ଶ୍ରୀମନ୍ଦିର ବେଢ଼ା ବାହାରେ===
[[ଶ୍ରୀମନ୍ଦିର ସ୍ବତ୍ବଲିପିସ୍ୱତ୍ୱଲିପି]] ଅନୁଯାୟୀ [[ପୁରୀ]]ର ବଡ଼ଦେଉଳ ସାହି ପ୍ଲଟ ନମ୍ବର ୧୧୬ରେ ଅବସ୍ଥିତ ଏହି ମହାଦେବ ମନ୍ଦିରର କୌଣସି ନିର୍ଦ୍ଦିଷ୍ଟ ସେବକ ନାହାନ୍ତି କି କୌଣସି ସ୍ବତନ୍ତ୍ରସ୍ୱତନ୍ତ୍ର ଖଞ୍ଜ ନାହିଁ । [[ଶିବରାତ୍ରୀ]] ଦିନ କୋଠାରୁ ଦିଆହେବା [[ଚଣା]] [[ଖଜା]] ଇତ୍ୟାଦି ପୂଜା[[ପଣ୍ଡା]] ଭୋଗ ଲାଗି କରିଥାଆନ୍ତି ।
== ଆଧାର ==
{{ଆଧାର}}