"ୟଦାଗିରିଗୁଟ୍ଟା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୪ କ ଧାଡ଼ି:
 
== ଇତିହାସ ==
 ସନ୍ଥ ଯାଦବ ଏଠାରେ ଭଗବାନ ବିଷ୍ଣୁଙ୍କୁ ତାଙ୍କର 3 ତୀ ଅବତାରରେ ଦର୍ଶନା ଦେବାକୁ ତପସ୍ୟା କରିଥିଲେ । ସେ ଭଗବାନଙ୍କୁ ଜ୍ଵାଳାଜ୍ବାଳା ନରସିଂହ , ଗନ୍ଧଭେରେନ୍ଦ୍ର ନରସିଂହ ଓ ଯୋଗାଣନ୍ଦ ନରସିଂହ ଭାବରେ ଏହି ପର୍ବତରେ ଆସ୍ଥାନ କରି ରହିବାକୁ ଅନୁରୋଧ କରିଥିଲେ । ତାଙ୍କ ନାମାନୁସାରେ ଏଠାରେ ଲକ୍ଷ୍ମୀ ନର ସିଂହ ଦେବା ମନ୍ଦିର ନିର୍ମିତ ହେଲା ଓ ସ୍ଥାନକୁ ୟଦାଗିରି କୁହାଗଲା । ଏଠାରେ ଏକ ବିଶାଳ ଗୁମ୍ଫା ରହିଛି । କୁହାଯାଏ ଭକ୍ତ ନିଷ୍ଠାର ସହ ଏଠାରେ ଯାହା ମାଗିଲେ ନିଶୟ ମନୋସ୍କାମନା ପୂର୍ଣ ହେଇଥାଏ । <ref>[https://books.google.co.in/books?id=djI5mL2qeocC&printsec=frontcover&dq=yadagirigutta+history+book&hl=en&sa=X&ved=0ahUKEwiwtuqh1ZPRAhXFgI8KHbxEAI0Q6AEIMjAF#v=onepage&q&f=true | Spiritual India Handbook By Stephen Knapp]</ref><ref>[https://books.google.co.in/books?id=l3UcAAAAMAAJ&q=yadagirigutta+history+book&dq=yadagirigutta+history+book&hl=en&sa=X&ved=0ahUKEwiwtuqh1ZPRAhXFgI8KHbxEAI0Q6AEILzAE | History of the Cult of Narasimha in Telangana, Andhra Pradesh]</ref>
 
ମନ୍ଦିରର ପୁନର୍ବିନ୍ୟାସ ପାଇଁ ପଦକ୍ଷେପ ସରକାରଙ୍କ ତରଫରୁ କରାଯାଉଛି । t.<ref>http://www.deccanchronicle.com/150901/nation-current-affairs/article/yadadri-temple-layout-finalised</ref>
୧୦ କ ଧାଡ଼ି:
 
== ଯାତାୟାତ ==
ହାଇଦରାବାଦ ସହରରୁ ଏହାର ଦୁରତ୍ଵଦୁରତ୍ବ 60 କିଲୋମିଟର । ଏଠାକୁ ରେଳ ଓ ରାଜପଥ ସଂଯୋଗ ଉତ୍ତମ ଭାବରେ ରହିଛି । ଏହାର ନିକଟସ୍ଥ ରେଳ ଷ୍ଟେସନ ରାଜଗିରି । ହାଇଡେରାବାଦ ଠାରୁ ଏକ ରାଜପଥ ରାଜଗିରିକୁ ପରିବର୍ଧିତ ହେବ ।<ref>http://timesofindia.indiatimes.com/city/hyderabad/Prabhus-boost-to-KCRS-temple-tourism-dream/articleshow/51148156.cms</ref> 
 
== ଆଧାର ସମୂହ ==