"ସ୍ୱର୍ଣ୍ଣ ମନ୍ଦିର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Removing A_night_view_of_people_waiting_for_darsana_into_Golden_Temple_India_Sikhism.jpg, it has been deleted from Commons by [[:c:User:Pi.1415926535|Pi.1415926535 |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |

୧ କ ଧାଡ଼ି:

{{Infobox building|name=ହରମନ୍ଦିର ସାହିବ

ਸ੍ਰੀ ਹਰਿਮੰਦਰ ਸਾਹਿਬ
|image=Harmandir sahib Golden Temple, Feb 2018 Amritsar, Punjab.jpg|image_size=300px|caption=ହରମନ୍ଦିର ସାହିବ (

[[Category:Coordinates not on Wikidata|Category:Coordinates not on Wikidata]]
|coordinates={{coord|31|37|12|N|74|52|37|E|region:IN-PB|display=inline,title}}

[[Geographic coordinate system|Coordinates]]: [//tools.wmflabs.org/geohack/geohack.php?pagename=Main_Page¶ms=31_37_12_N_74_52_37_E_region:IN-PB 31°37′12″N 74°52′37″E]
[[Category:Coordinates not on Wikidata|Category:Coordinates not on Wikidata]]
|construction_start_date=December 1581{{sfn|Arvind-Pal Singh Mandair|2013|pp=41-42}}|completion_date=୧୫୮୯ (ମନ୍ଦିର), ୧୬୦୪ (ଆଦି ଗ୍ରଂଥ ସହିତ) {{sfn|Arvind-Pal Singh Mandair|2013|pp=41-42}}|website=[http://new.sgpc.net/sriharmandirsahib/ ଶ୍ରୀ ହରମନ୍ଦିର ସାହିବ (ଗୁରମୂଖୀ)]}}'''ଶ୍ରୀ ହରମନ୍ଦିର ସାହିବ''' (ବସ୍ତୁତ୍, "ଭଗବାନଙ୍କ ନିବାସ"), ଏହା '''ଗୋଲଡେନ ଟେମ୍ପଲ''' ନାମରେ ପ୍ରସିଦ୍ଧ ଏବଂ ପବିତ୍ର ଗୁରୁଦ୍ୱାରା ଦରବାର ସାହିବ ରୂପେ ପରିଚିତ । ଏହା ଶିଖ ଧର୍ମର
ଏହି ମନ୍ଦିର ମନୁଷ୍ୟଙ୍କ ହାତରେ ବନିଥିବା ଏକ ଜଳାଶୟ (ସରୋବର)ର ଚାରି ପାର୍ଶ୍ୱରେ ନିର୍ମିତ ଯାହା କି ଗୁରୁ ରାମ ଦାସଙ୍କଦ୍ୱାରା ୧୫୭୭ ମସିହାରେ ସମାପ୍ତ କରା ଯାଇଥିଲା ।{{Sfn|Louis E. Fenech|W. H. McLeod|2014|p=33}}

{{Sfn|Pardeep Singh Arshi|1989|pp=5–7}} ୧୫୮୯ରେ ଶିଖ ଧର୍ମର ପଞ୍ଚମ ଗୁରୁ - ଗୁରୁ ଅର୍ଜନ, ଲାହୋରର ଏକ ମୁସଲିମ ପିର ସାଇ ମିଲନ ମୀରଙ୍କୁ ଅନୁରୋଧ କରି ଏହାର ନିୟ ପ୍ରସ୍ଥର ସ୍ଥାପନା କରିଥିଲେ.{{Sfn|Arvind-Pal Singh Mandair|2013|pp=41-42}} ୧୬୦୪ ମସିହାରେ ଗୁରୁ ଅର୍ଜନ ଆଦି ଗ୍ରଂଥର ଏକ ପ୍ରତିଲିପି ହରମନ୍ଦିର ସାହିବରେ ସ୍ଥାପନ କରିଥିଲେ, ଏହା ଅଥ ସଥ ତୀରଥ (ବସ୍ତୁତ୍ୱ. <nowiki>''୬୮ ତୀର୍ଥଯାତ୍ରାର ମନ୍ଦିର''</nowiki>).<ref name="Cole2004p7">{{harvnb|W. Owen Cole|2004|page=7}}</ref> ଏହା ଉତ୍ପୀଡ଼ନର ଲକ୍ଷ୍ୟସ୍ଥଳ ହେବା ପରେ ଆଫଘନିସ୍ତାନର ମୁସଲିମ ସେନା ଓ ମୋଗଲ ସାମ୍ରାଜ୍ୟ
ଆଧ୍ୟାତ୍ମିକ ରୂପରେ ଏହି ମନ୍ଦିର ଶିଖ ଧର୍ମରେ ସବୁଠାରୁ
ହରମନ୍ଦିର ସାହିବ ସମସ୍ତ ମଣିଷ ତଥା ପୁରୁଷ, ନାରୀ ଏବଂ ସବୁ ଧର୍ମ ଓ ବିଶ୍ୱାସ କରୁଥିବା ଲୋକଙ୍କ ଏକ ମୁକ୍ତ ଆଧ୍ୟାତ୍ମିକ ଘର ଅଟେ। ଏହା ଏକ ବର୍ଗାକୃତି ପରିସର ଯାହାର ୪ଟି ଦ୍ୱାର ସହିତ ଏକ ପରିଭ୍ରମଣ ପଥ ଜଳାଶୟର ଚାରିପାର୍ଶ୍ୱରେ ଅବସ୍ଥିତ। ଏହି ମନ୍ଦିର ପବିତ୍ର ସ୍ଥାନ ଓ ଜଳାଶୟ କି ନିକଟସ୍ଥ ଗୃହ ମାନଙ୍କର ସଙ୍ଘରହ ଅଟେ। ଏଥି ମଧ୍ୟରୁ ଅକାଳ ତକ୍ଷତ (ଶିଖ ଧର୍ମର ଧାର୍ମିକ ଅଧିକାରର ମୁଖ୍ୟ କେନ୍ଦ୍ର) ଅନ୍ୟତମ ।{{Sfn|The Editors of Encyclopaedia Britannica|2014}}

ଏହା ଛଡା ଘଣ୍ଟା ଘର, ଗୁରୁଦ୍ୱାର କମିଟି କର୍ଯ୍ୟାଳୟ, ସଂଗ୍ରହାଳୟ, ଏବଂ ଏକ ଭୋଜନାଳୟ (ନିଃଶୁଳ୍କ ଏବଂ ବିନା ଭେଦଭାବରେ ନିରାମିଷ ଭୋଜନ ପ୍ରସ୍ତୁତ କରିବା ପାଇଁ ରସୋଈ ଏବଂ ଖାଦ୍ୟ ପରଷିବ ପାଇଁ ସ୍ଥାନ) । ପ୍ରତିଦିନ ୧୦୦୦,୦୦୦ରୁ ଉର୍ଦ୍ଧ ଦର୍ଶନାର୍ଥୀ ଏହି ପବିତ୍ରସ୍ଥଳକୁ ପୂଜା କରିବା ପାଇଁ ପଦାର୍ପଣ କରିଥାନ୍ତି । ମନ୍ଦିର ପରିସର ୟୁନେସ୍କୋ ବୋର୍ଲଡ ହେରିଟେଜ ସାଇଟରେ ନାମାଙ୍କିତ ଏବଂ ଏହାର ଆବେଦନ ୟୁନେସ୍କୋର ଅସ୍ଥାୟୀ ଶୁଚିରେ ଲମ୍ବିତ ଅଛି ।<ref>{{cite news|url=http://articles.timesofindia.indiatimes.com/2012-07-19/india/32745911_1_phone-jammers-mobile-phones-cell-phones|title=Soon, Golden Temple to use phone jammers. Over Two lakh people visit the holy shrine per day for worship. In festivals over six lakh to eight lakh visit the holy shrine.|date=19 July 2012|work=The Times Of India}}</ref> ମନ୍ଦିର ପରିସର ୟୁନେସ୍କୋ ବୋର୍ଲଡ ହେରିଟେଜ ସାଇଟରେ ନାମାଙ୍କିତ ଏବଂ ଏହାର ଆବେଦନ ୟୁନେସ୍କୋର ଅସ୍ଥାୟୀ ଶୁଚିରେ ଲମ୍ବିତ ଅଛି ।<ref>[http://whc.unesco.org/en/tentativelists/1858/ Sri Harimandir Sahib, Amritsar, Punjab], UNESCO</ref>
== ଶବ୍ଦାବଳୀ ==
[[ଫାଇଲ:Golden_Temple_Jan_2018_-_5.jpg|thumb|ହରମନ୍ଦିର ସାହିବ,
ହରମନ୍ଦିର ସାହିବଙ୍କ ଉଚ୍ଚାରଣ ହରୀମନ୍ଦର, ହରୀମନ୍ଦିର କିମ୍ବା ହରମନ୍ଦର ସାହିବ ମଧ୍ୟ ଅଟେ । ଏହି ମନ୍ଦିରକୁ ଦରବାର ସାହିବ ନାମରେ ଡକା ଯାଇଥିବା ସହିତ ଏହାର ପବିତ୍ର ସ୍ଥାନକୁ
== ଇତିହାସ ==
୨୦ କ ଧାଡ଼ି:
ଶିଖ ଐତିହାସିକ ଅଭିଲେଖ ଅନୁସାରେ, ଶିଖ ଗୁରୁ ପରମ୍ପରାର ତୃତୀୟ ଗୁରୁ - ଗୁରୁ ଅମର ଦାସଙ୍କ ପସନ୍ଦରେ ଅମୃତସରର ଭୂମି ଓ ହରମନ୍ଦିର ସାହିବଙ୍କ ଗୃହ ବନାଯାଇଥିଲା । ତାଙ୍କର ଶିଷ୍ୟ ରାମ ଦାସଙ୍କୁ ଆଦେଶ ଦେଇ ଭୂମି ଖୋଜିବା ପରେ ଏକ ନୂତନ ସହର ସହିତ ଯାହାର କେନ୍ଦ୍ରରେ ଏକ ମନୁଷ୍ୟଦ୍ୱାରା ବନା ଯାଇଥିବା ଜଳାଶୟ କରିଥିଲେ, ଏହାକୁ ଗୁରୁ ଦା ଚକ ମଧ୍ୟ କୁହାଯାଇଥାଏ ।{{Sfn|Pardeep Singh Arshi|1989|2014|p=33|pp=5–7}}

{{Sfn|Louis E. Fenech|W. H. McLeod|2014|p=33|pp=38-40}} ୧୫୭୪ରେ ରାମ ଦାସ ଗୁରୁ ଆମର ଦାସଙ୍କ ଉତ୍ତରାଧିକାରୀ ବନିଥିଲେ, ଏବଂ ଗୁରୁ ଅମର ଦାସଙ୍କ ପୁତ୍ର ମାନଙ୍କ ଶତ୍ରୁତାପୂର୍ଣ ବିପକ୍ଷର ସାମନା କରିଥିଲେ,{{Sfn|Arvind-Pal Singh Mandair|2013|pp=38-40}} ଗୁରୁ ରାମ ଦାସ ଏକ ସହର ସ୍ଥାପନ କରିଥିଲେ ଯାହା "ରାମଦାସପୁର" ନାମରେ ଜଣାଯାଏ. ସେ ବାବା ବୁଦ୍ଧ (ବୁଦ୍ଧ ଧର୍ମର ଗୌତମ ବୁଦ୍ଧ ନୁହେଁ)ଙ୍କ ସାହାଯ୍ୟରେ ଜଳାଶୟର କାର୍ଯ୍ୟ ପୂରଣ କରିଥିଲେ. ଗୁରୁ ରାମ ଦାସ ତାଙ୍କ କାର୍ଯ୍ୟାଳୟ ଏବଂ ଗୃହ ଏହାର ନିକଟରେ ବନାଇଥିଲେ. ନୂତନ ସହରର ନିର୍ମାଣ ପାଇଁ ସେ ବଣିକ ଓ କଳାକାର ମନକୁ ଭାରତର ବିଭିର୍ଣ୍ଣ ପ୍ରାନ୍ତରୁ ନିମଂତ୍ରଣ କରିଥିଲେ.<ref name="eosramdas">{{Cite web}}</ref>
ରାମଦାସପୁର ସହର ଗୁରୁ ଅର୍ଜନଙ୍କ ସମୟରେ ବିସ୍ତାରିତ ହୋଇଥିଲା ଯାହାର ଆର୍ଥିକ ସାହାଯ୍ୟ ଦାନଦ୍ୱାରା ଏବଂ ନିର୍ମାଣ କାର୍ଯ୍ୟ ସ୍ବେଚ୍ଛାସେବୀଙ୍କଦ୍ୱାରା କରାଯାଇଥିଲା । ଏହି ଛୋଟ ସହର ଅମୃତସରର ଏକ ବିରାଟ ସହରରେ ପରିବର୍ତିତ ହୋଇଥିଲା ଓ ଜଳାଶୟ ଭାଗ
[[ଫାଇଲ:Ranjit_Singh_at_Harmandir_Sahib_-_August_Schoefft_-_Vienna_1850_-_Princess_Bamba_Collection_-_Lahore_Fort.jpg|thumb|ହରମନ୍ଦିର ସାହିବ ପାର୍ଶ୍ୱରେ ମହାରାଜା ରଂଜିତ ସିଂ ଗୁରୁ ଗ୍ରଂଥ ସାହିବଙ୍କୁ ଶୁଣୁଛନ୍ତି ]]
=== ନିର୍ମାଣ ===
ଗୁରୁ ରାମ ଦାସ ଏହି ତିର୍ଥସ୍ଥଳ ପାଇଁ ଭୂମି ଅଧିକାରଣ କରିଥିଲେ । କିପରି ଏହି ଅଧିକାରଣ କରିଥିଲେ ଏହାର ଦୁଇଟି ସଂସ୍କରଣ କାହାଣୀ ଅଛି । ଏକ ବିବରଣୀକା
୧୫୮୧ ମସିହାରେ, ଗୁରୁ ଅର୍ଜନ ଗୁରଦ୍ୱାରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।{{Sfn|Arvind-Pal Singh Mandair|2013|pp=41-42}}

[[ଫାଇଲ:Golden_Temple_Pool_Jan_2018_-_4.jpg|thumb|ଜଳାଶୟ, ହରମନ୍ଦିର ସାହିବ,
ନିର୍ମାଣ ସମୟରେ ଜଳାଶୟର ଖାଲି କରି ଶୁଖା ଯାଇଥିଲେ । ହରମନ୍ଦିର ସାହିବଙ୍କ ପ୍ରଥମ ସଂସ୍କରଣ ପୁର୍ଣ ହେବ ପାଇଁ ୮ ବର୍ଷ ସମୟ ଲାଗିଥିଲା । ଗୁରୁ ଅର୍ଜନ ବିନମତ୍ରା ଉପରେ ଅଧିକ ଜୋର ଦେଇ ସହର ଠାରୁ କାମ ସ୍ଥରରେ ଏକ ମନ୍ଦିର ନିର୍ମାଣ କଲେ, କାରଣ ଗୁରୁଙ୍କୁ ସାକ୍ଷାତ ତଥା ଦର୍ଶନ କରିବା ପାଇଁ ମନ୍ଦିର ପରିସରରେ ପ୍ରବେଶ କରିବା ପୂର୍ବେ ମଣିଷର ଅହଂକାରକୁ ନଷ୍ଟ କରିବା ଆବଶ୍ୟକ ଥିଲା ।{{Sfn|Arvind-Pal Singh Mandair|2013|pp=41-42}} ସେ ମଧ୍ୟ ମନ୍ଦିର ପରିସର ଥିବା ସମସ୍ଥ ପାର୍ଶ୍ୱ ଖୋଲା ରଖିବାକୁ ଦାବି କରିଥିଲେ ଯାହା ସମସ୍ତ ଲୋକଙ୍କ ପାଇଁ ଖୋଲା ଥିବାର ଦର୍ଶାଏ । ଅରବିନ୍ଦ ପାଲ ସିଂ ମାଣ୍ଡିରଙ୍କ କଥା ଅନୁସାରେ ଜଳାଶୟ ମଧ୍ୟରେ ଥିବା ଏହି ପବିତ୍ର ସ୍ଥାନ ଯେଉଁଠି ତାଙ୍କ ଗୁରୁ ବସୁଥିଲେ, ସେଠାରେ ପହଂଚିବା ପାଇଁ କେବଳ ଏକ ପୋଲୋ ଥିଲା ଏହା ଦର୍ଶାଉଥାଏ କି ଜୀବନର ଅନ୍ତିମ ଲକ୍ଷ୍ୟ କେବଳ ଏକ ଅଟେ ।{{Sfn|Arvind-Pal Singh Mandair|2013|pp=41-42}} ୧୫୮୯ରେ ଇଟାଦ୍ୱାରା ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । ଗୁରୁ ଅର୍ଜନ ଏହାର ନିମ୍ନ ପ୍ରସ୍ଥର ସ୍ଥାପନା ପାଇଁ ଲାହୋରର ସୁଫି ସେନ୍ଟ ମିଆଁ ମୀରଙ୍କୁ ନିମଂତ୍ରିତ କରିଥଲେ, ସାଙ୍କେତିକ ରୂପେ ଏହା ବହୁଳବାଦ ଏବଂ ଶିଖ ପରମ୍ପରା ସଭିଙ୍କୁ ସ୍ୱାଗତ କରୁଥିବାର ଦର୍ଶାଏ ।{{Sfn|Arvind-Pal Singh Mandair|2013|pp=41-42}} ଉଦ୍ଘାଟନ ପରେ ଜଳାଶୟ ପାଣିରେ ଭାରି ଦିଆ ଯାଇଥିଲା । ଅଗଷ୍ଟ ୧୬, ୧୬୦୪ରେ ଗୁରୁ ଅର୍ଜନ ଶିଖ ଶାସ୍ତ୍ରର ପ୍ରଥମ ସଂସ୍କରଣକୁ ବିସ୍ତାର ଓ ସଂକଳନ କରିଥିଲେ ଏବଂ ଆଦି ଗ୍ରନ୍ଥର ଏକ ପ୍ରତିଲିପି ମନ୍ଦିରରେ ସ୍ଥାପନା କରିଥିଲେ । ସେ ବାବା ବୁଦ୍ଧ (ବୁଦ୍ଧ ଧର୍ମର ଗୌତମ ବୁଦ୍ଧ ନୁହେଁ )ଙ୍କୁ ପ୍ରଥମ ଗ୍ରନ୍ଥି ରୂପେ ନିଯୁକ୍ତି ଦେଇଥିଲେ ।{{Sfn|Singh|2011|pp=34-35}}
ଗୁରୁ ଅର୍ଜନ ଏହି ସ୍ଥାନକୁ ଅଠ ସଠ ତୀରଥ ଅର୍ଥାତ "୬୮ ତୀର୍ଥଯାତ୍ରାର ମନ୍ଦିର" ନାମ ରଖିଥିଲେ ।<ref>Dr. Madanjit Kaur “The Golden Temple: Past and Present" Dept. of Guru Nanak Studies, Guru Nanak Dev University Press, 1983, p. 11</ref> ଏହି ଘୋଷଣାକୁ ଚିହ୍ନଟ କରିବା ପାଇଁ ମନ୍ଦିର ପରିସର ଭିତରେ ପରାକ୍ରମ(ଜଳାଶୟ ଚତୁର୍ପାର୍ଶ୍ୱରେ ଥିବା ମାର୍ବଲ ପଥ) ଉପରେ ଏକ ଚାନ୍ଦୁଆ ସ୍ଥାପନା କରାଯାଇ ଅଛି । ଡବ୍ଲ୍ୟୁ ଓ଼ବେନ କୋଲ ଓ ଅନ୍ୟ ବିଦ୍ୱାନ ବ୍ୟକ୍ତିଙ୍କ ଅନୁସାରେ ଏହା ବିଶ୍ୱାସ କରାଯାଏ କି ଏହି ମନ୍ଦିର ଭାରତୀୟ
=== ମୁଗଲ ସାମ୍ରାଜ୍ୟର ବିନାଶ ଏବଂ ପୁନର୍ନିମାଣ ===
ଗୁରୁ ଅର୍ଜନ ସିଂଙ୍କ ବଢି ଚାଲିଥିବା ପ୍ରଭାବ ଏବଂ ସଫଳତା ମୋଗଲ ସାମ୍ରାଜ୍ୟର ଧ୍ୟାନ ପ୍ରଭାବିତ କରିଥିଲା । ମୁଗଲ ସମ୍ରାଟ ଜାହାଙ୍ଗୀରର ଆଦେଶରେ ଗୁରୁ ଅର୍ଜନଙ୍କୁ ଗିରଫ କରା ଯାଇଥିଲା ଏବଂ ଇସ୍ଲାମ ଧର୍ମରେ ପରିବର୍ତିତ ହେବା ପାଇଁ କୁହା ଯାଇଥିଲା । ସେ ମନା କରିଥିଲେ ଓ ଅନେକ ପ୍ରତାଡନା ସହି ୧୬୦୦ ସିଇରେ ତାଙ୍କୁ ମାରି ଦିଆ ଯାଇଥିଲା ।<ref name="ps5">Pashaura Singh (2005), [http://www.global.ucsb.edu/punjab/journal_12_1/3_singh.pdf Understanding the Martyrdom of Guru Arjan], Journal of Punjab Studies, 12(1), pages 29-62</ref><ref name="McLeodp20">{{Cite book|url=https://books.google.com/books?id=vgixwfeCyDAC|title=The A to Z of Sikhism|last=[[W.H. McLeod]]|publisher=Scarecrow Press|year=2009|isbn=9780810863446|page=20 (Arjan's Death)|quote="The Mughal rulers of the Punjab were evidently concerned with the growth of the Panth, and in 1605 the Emperor Jahangir made an entry in his memoirs, the ''Tuzuk-i-Jahāṅgīrī'', concerning Guru Arjan's support for his rebellious son [[Khusrau Mirza]]. Too many people, he wrote, were being persuaded by his teachings, and if the Guru would not become a Muslim the Panth had to be extinguished. Jahangir believed that Guru Arjan was a Hindu who pretended to be a saint, and that he had been thinking of forcing Guru Arjan to convert to Islam or his false trade should be eliminated, for a long time. Mughal authorities seem plainly to have been responsible for Arjan's death in custody in Lahore, and this may be accepted as an established fact. Whether death was by execution, the result of torture, or drowning in the Ravi River remains unresolved. For Sikhs, Arjan is the first martyr Guru."}}</ref><ref>Louis E. Fenech, Martyrdom in the Sikh Tradition, Oxford University Press, pp. 118-121</ref> ଗୁରୁ ଅର୍ଜନଙ୍କ ପୁତ୍ର ତଥା ଉତ୍ତରାଧିକାରୀ ଗୁରୁ ହରଗୋବିନ୍ଦ ଛଳନାରୁ ବଂଚିବା ଓ ଶିଖ ପଂଥ ମନଙ୍କ ରକ୍ଷ୍ୟା କରିବା ପାଇଁ ଅମୃତସର ଛାଡି ଶିବଙ୍କ ପାହାଡକୁ ପଳାୟନ କରିଥିଲେ ।{{Sfn|Louis E. Fenech|W. H. McLeod|2014|pp=146-147}}

ଗୁରୁ ଅର୍ଜନଙ୍କ ସହିଦ ହେବାର ଏକ ଶତାବ୍ଦୀ ପରେ ଲୁଇସ ଇ ଫେଂଏଚ ଓ ଡବ୍ଲ୍ୟୁ. ଏଚ. ମେକ୍ଲିଓଡ଼ ଉଲେଖ କରିଥିଲେ କି
* ୧୭୦୯ରେ ଲାହୋରର ରାଜ୍ୟପାଳ ସେନା ପଠାଇ ଶିଖ ମାନଙ୍କୁ ଦବେଇବା ପାଇଁ ଏବଂ ବୈଶାଖୀ ଓ ଦୀପାବଳି ପାଳନ କରିବାକୁ ଏକତ୍ରିତ ହେବା ପାଇଁ ରୋକିଥିଲେ। କିନ୍ତୁ ଶିଖମାନେ
* ୧୭୩୭ରେ ମୁଗଲ ରାଜ୍ୟପାଳ ଆଦେଶ ଦେଇ
* ୧୭୪୬ରେ ଲାହୋରର ଅନ୍ୟ ଏକ ଅଧିକାରୀ ଦିୱାନ ଲଖପତ ରାଇ ଯହିୟ ଖାଁ ସହିତ ମିଳିତ ହୋଇ ନିଜ ଭାଇର ହତ୍ୟାର ପ୍ରତିଶୋଧରେ ଜଳାଶୟକୁ ବାଲିରେ ପୋତି ଥିଲା ।୧୭୪୯ ମୁଇନ ଉଳ-ମୁଲକ ମୁଗଲ ଅଭିଯାନକୁ ଧୀର କଲେ ଓ ମୁଲତାନ ଅଭିଯାନରେ ସହାୟତା ମାଗି ଶିଖମାନେ ପୁନଶ୍ଚ ଜଳାଶୟକୁ ପୁନଃସ୍ଥାପିତ କରି ଥିଲେ ।
* ୧୭୫୭ ମସିହାରେ ଆଫଗାନି ଶାସକ ଅହମଦ ଶାହ ଦୂରାଣୀ, (ଅହମଦ ଶାହ ଅବଦାଲି ଭାବେ ଅନ୍ୟ ଏକ ନାମରେ ପରିଚିତ) ଅମୃତସରରେ ଆକ୍ରମଣ କରି
* ୧୭୬୨ ମସିହା ରେ, ଅହମଦ ଶାହ ଦୂରାଣୀ ଫେରି ଆସିଥିଲେ ଏବଂ ବାରୂଦଦ୍ୱାରା
=== ରଂଜିତ ସିଂ ଯୁଗ ପୁନର୍ନିର୍ମାଣ ===
[[ଫାଇଲ:1880_photograph_of_the_Golden_Temple,_Darbar_Sahib,_sacred_pool_and_nearby_buildings,_Amritsar.jpg|thumb|
୧୮୮୦ ମସିହାର
ପାଚିରୀବନ୍ଧ ଅଗଣା ଓ ପ୍ରବେଶ ଦ୍ୱାର ପରବର୍ତୀ କାଳରେ ତିଆରି କରା ଯାଇଥିଲା । ]]
ରଂଜିତ ସିଂ ୨୧ ବର୍ଷ ବୟସରେ ଶିଖ ସାମ୍ରାଜ୍ୟର ନିଉକ୍ଲିଅସର ସ୍ଥାପନା କରିଥିଲେ ଏବଂ ଏହା ପାଇଁ ସେ ସୁକେର୍ଚାକିଆ ମିଶଲ ସେନା ଓ ତାଙ୍କ ଶାଶୁ ରାଣୀ ସଦା କୌରଙ୍କ ସାହାଯ୍ୟ ନେଇଥିଲେ । ୧୮୦୨ ମସିହା ରେ, ୨୨ ବର୍ଷ ବୟସରେ ସେ ଭାଙ୍ଗି ସିଂ ମିଶଲ ଠାରୁ ଅମୃତସର ନେଇଥିଲେ ଓ
ରଂଜିତ ସିଂ, ଦରବାର ସାହିବ (ଏକ ଶବ୍ଦ, ଯାହା ସମଗ୍ର
== ବର୍ଣ୍ଣନା ==
[[ଫାଇଲ:The_Golden_temple_map.jpg|ବାଆଁ|thumb|
ପବିତ୍ର ସ୍ଥାନ ଏକ ୧୨.୨୫ x ୧୨.୨୫ ବର୍ଗ ମିଟରର ଅଟେ, ଯାହା ମଧ୍ୟରେ ଦୁଇଟି ମହଲା ଓ ଏକ
ପବିତ୍ର ସ୍ଥାନରେ ଦୁଇଟି ମହଲା ଅଛି। ଶୁଖାସନ ଓ ପ୍ରକାଶ ପାଇଁ, ଶିଖ ଲିଖନୀ ଗୁରୁ ଗ୍ରଂଥ ସାହିବ ପ୍ରତିଦିନ ୨୦ ଘଣ୍ଟା ତଳେଥିବା ମହଲାରେ ରୁହନ୍ତି ଓ ୪ ଘଣ୍ଟା ଲାଗେ ଏହାକୁ ଶୟନ କକ୍ଷ ଅକାଳ ତକ୍ତରେ ରହିଥାଏ। ପ୍ରବେଶ ପଥର ଉଛତାରୁ ଅଧିକ ଉଚ୍ଚତାରେ ଗ୍ରଂଥ ରଖାଯାଇଥିବା ସ୍ଥାନ ଅଟେ। ଉପର ମହଲାରେ ଏକ ଗ୍ୟାଲ୍ଳେରୀ ଯାହା ସିଡ଼ିଦ୍ୱାରା ଯୋଡ଼ା ଯାଇଥାଏ। ପବିତ୍ର ସ୍ଥାନର ଚତୃପାର୍ଶ୍ୱରେ ଲାଗିଥିବା ମାର୍ବଲ ମଧ୍ୟ ଏହାର ଭୂମି ତଳ ମହଲାରେ ଲଗା ଯାଇଅଛି। ତାମ୍ର ପତ୍ରଦ୍ୱାରା ପବିତ୍ର ସ୍ଥାନର ଲେପନ ହୋଇଅଛି। କବାଟ ଗୁଡିକ
ପବିତ୍ର ସ୍ଥାନ ଗୃହର ପାଚିରୀର କଳାକୃତି ଦେଖିବା ଯୋଗ୍ୟ ଓ ଏହା ମଧ୍ୟରେ ଶୀଖ ଶାସ୍ତ୍ରର ଛନ୍ଦ ଲିଖନ ହୋଇଅଛି । ଭିତ୍ତିଚିତ୍ର ଭାରତୀୟ ପରମ୍ପରା ଅନୁସାରେ କରାଯାଇଛି, ଓ ବିଶୁଦ୍ଧ ରୂପରେ ଜ୍ୟମିତୀୟ ହୋଇ ଥିବାରୁ ପଶୁ, ପକ୍ଷୀ ଏବଂ ପ୍ରକୃତିର ରୁପାଙ୍କନ ମଧ୍ୟ ଏଥିରେ ସାମିଲ ଅଛି ।{{Sfn|Pardeep Singh Arshi|1989|pp=68–73}}
ଦର୍ଶନୀ ଦେଓର୍ହି ଏକ ଦୁଇ ମହଲା ଢାଞ୍ଚାରେ ତିଆରି, ଯାହା ମଧ୍ୟରେ ପ୍ରବନ୍ଧକ କାର୍ଯ୍ୟାଳୟ ଓ କୋଷାଗାର ଅବସ୍ଥିତ। ପବିତ୍ର ସ୍ତନର ପ୍ରସ୍ଥାନ ମାର୍ଗରେର ଅନ୍ତିମରେ ସ୍ବେଛାସେବୀ ଏକ ଅଟା ନିର୍ମିତ ମିଠା ପ୍ରସାଦ ଯାହାକୁ କରହ ପ୍ରସାଦ କୁହାଯାଏ ପ୍ରଦାନ କରିଥାନ୍ତି । ସାଧାରଣାତରେ, ତୀର୍ଥଯାତ୍ରୀ
=== ଅକାଳ ତଖତ ଏବଂ ତେଜା ସିଂ ସମୁନ୍ଦ୍ରୀ ହଲ ===
ପବିତ୍ର ସ୍ଥାନ ଓ ପ୍ରବେଶ ପଥ ସମୁଖରେ ଅକାଳ ତଖତ ଇମାରତ ଅବସ୍ଥିତ। ଏହା ମୁଖ୍ୟ ତଖତ ଅଟେ ଯାହା ଶୀଖ ସମ୍ପ୍ରଦାୟର ଅଧିକାରିକ କେନ୍ଦ୍ର ଅଟେ। ଏହା ପଂଜାବର ମୁଖ୍ୟ ରାଜନୀତି ଦଳ ଶିରୋମଣି ଅକାଲି ଦଳର ମୁଖ୍ୟାଳୟ ଅଟେ ।{{Sfn|The Editors of Encyclopaedia Britannica|2014}} ଅକାଳ ତଖତ ଶୀଖ ଦରମା ମାମଲାରେ ଓ ଶୀଖ ସମ୍ପ୍ରଦାୟକୁ ଏକଜୁଟ ହେବ ପାଇଁ ଆଦେଶ ଦେଇଥାଏ। ଅକାଳ ତଖତର ଅର୍ଥ <nowiki>''କାଳାତୀତ ଭାବଙ୍କ ସିଂହାସନ''</nowiki>। ଏହି ସଂସ୍ଥା ଗୁରୁ ହରଗୋବିନ୍ଦ ନିଜ ପିତା ଗୁରୁ ଅର୍ଜନ ନ୍କ ସହିଦ ହେବ ପରେ ଉପଚାରିକ, ଆଧ୍ୟାତ୍ମିକ ଓ ଧର୍ମ ନିରେପେକ୍ଷ ମାମଲାରେ ଆୟୋଜନ କରିବାକୁ ନିଜ ସ୍ଥାନରୁ ଦୂର ଶୀଖ ଗୁରୁଦ୍ୱାରରେ ବାଧ୍ୟକରି ରିପୋର୍ଟ ଜାରି କରିବାକୁ ସ୍ଥାପନ କରି ଥିଲେ। ଏହା ପରେ ଗୁରୁ ଗୋବିନ୍ଦ ଦ୍ୱାର ସ୍ଥାପନ କରାଯାଇଥିବା ତଖତ ଉପରେ ଏକ ଇମାରତ ନିର୍ମାଣ କଲେ, ଏହା ଅକାଳ ଭୁଞ୍ଜା ରୂପେ ଜଣ ଯାଏ । ଅକାଳ ତଖତକୁ ତଖତ ଶ୍ରୀ ଅକାଳ ଭୁଞ୍ଜା ନାମରେ ମଧ୍ୟ ଯାନଯାଏ । ଶୀଖ ପରମ୍ପରାରେ ୫ଟି ତଖତ ଅଛି, ଯାହା ମଧ୍ୟରେ ଶୀଖ ଧର୍ମରେ ପ୍ରମୁଖ ତିର୍ଥସ୍ଥଳ। ଏହା ଆନନ୍ଦପୁର, ପାଟନା, ନାଁଦେଡ, ତଲବନ୍ଦି ସବୋ, ଓ ଅମୃତସରରେ ଅଛି।
ତେଜ ସିଂ ସମୁନ୍ଦ୍ରୀ ହଲ ଗୁରୁଦ୍ୱାର ପ୍ରବନ୍ଧକ ସମିତିର କାର୍ଯ୍ୟାଳୟ ଅଟେ। ଏହା ଲଂଗର-ରସୋଈ ଓ ବିଧାନ ସଭା କକ୍ଷ ପାଖ ଏକ ଇମରତରେ ଅବସ୍ଥିତ। ଏହି କାର୍ଯ୍ୟାଳୟ ପ୍ରମୁଖ ଶୀଖ ମନ୍ଦିର ମାନଙ୍କ ସଂଚାଳନର ଦେଖରେଖ କରିଥାଏ।{{Sfn|The Editors of Encyclopaedia Britannica|2014}}{{Sfn|W. Owen Cole|2004|p=10}}
=== ଘଣ୍ଟା ଘର ===
[[ଫାଇଲ:1860s_photo_of_the_Amritsar_Golden_Temple_with_the_British_style_Gothic_Clock_Tower.jpg|thumb|ବ୍ରିଟିଶ ସମୟରେ ୧୮୬୦ର
ମନ୍ଦିରର ମୂଳ ସଂସ୍କରଣରେ ଘଣ୍ଟା ଘର ନଥିଲା, ଏହା ସ୍ଥାନରେ ଏକ ଇମାରତ ଥିଲା ଯାହାକୁ ବର୍ତମାନ "ଖୋୟା ମହଲ" କୁହାଯାଉଛି। ବ୍ରିଟିଶ ଅଧିକାରୀ ଦୁତୀୟ ଏଙ୍ଗ୍ଲୋ-ଶୀଖ ଯୁଦ୍ଧ ପରେ ଇମାରତକୁ ନଷ୍ଟ କରିବାକୁ ଚାହିତିଲେ ଓ ପୁନଶ୍ଚ ଶୀଖ ସାମ୍ରାଜ୍ୟକୁ
<ref name="Talbot2016p80">{{Cite book|url=https://books.google.com/books?id=eNg_CwAAQBAJ&pg=PA80|title=A History of Modern South Asia: Politics, States, Diasporas|last=Ian Talbot|publisher=Yale University Press|year=2016|isbn=978-0-300-19694-8|pages=80–81 with Figure 8}}</ref><ref name="Narayanan2015p76">{{Cite book|url=https://books.google.com/books?id=wQUBCwAAQBAJ&pg=PA76|title=Religion and Urbanism: Reconceptualising Sustainable Cities for South Asia|last=Shikha Jain|publisher=Routledge|year=2015|isbn=978-1-317-75542-5|editor-last=Yamini Narayanan|pages=76–77}}</ref>
[[ଫାଇଲ:Dukh_Bhanjani_Ber_tree_and_entrance_gate_near_the_Langar_at_the_Golden_Temple.jpg|ବାଆଁ|thumb|ପରିସର ମଧ୍ୟରେ ୟତିହାସିକ ଦୁଃଖ ଭଞ୍ଜନୀ କୋଳି ଗଛ, ଅଠ ସଠ ତୀରଥ ପରେ]]
=== କୋଳି ଗଛ ===
[[File:Ber ki ped, Harmandir sahib Golden Temple, Punjab.jpg|thumb|କୋଳି ଗଛ, ଶ୍ରୀ ହରମନ୍ଦିର ସାହିବ (ଗୋଲଡେନ ଟେମ୍ପଲ),
ଦୁତୀୟ ଗଛ ଯାହାକୁ ଲାଚି ବେର କୁହାଯାଏ, ବିଶ୍ୱାସ କରାଯାଏ କି ଏହା ତଳେ ଗୁରୁ ଅର୍ଜନ ମନ୍ଦିର ନିର୍ମାଣ ସମୟରେ ବିଶ୍ରାମ କରିଥିଲେ। {{Sfn|Pashaura Singh|Louis E. Fenech|2014|pp=435-436}} ତୃତୀୟ ଗଛକୁ ଦୁଃଖ ଭଞ୍ଜନୀ ବେର କୁହାଯାଏ, ଯାହା ଜଳାଶୟର ଓ ପବିତ୍ର ସ୍ଥାନର ଅନ୍ୟ ପାର୍ଶ୍ୱରେ ଅବସ୍ଥିତ। ଏହା ମାନ୍ୟତା ଅଛି କି ଏଠାରେ ଏକ ଶୀଖ ଜଳାଶୟରେ ସ୍ନାନ କରି କୁଷ୍ଠତାରୁ ମୁକ୍ତି ପାଇଥିଲା, ଏହାକୁ କଷ୍ଟରୁ ମୁକ୍ତି ଦେବା ଗଛ କୁହାଯାଏ। {{Sfn|Louis E. Fenech|W. H. McLeod|2014|p=146}}<ref>{{Cite book|url=https://books.google.com/books?id=gqIbJz7vMn0C&pg=PA64|title=The Encyclopedia of Sikhism (over 1000 Entries)|last=H. S. Singha|publisher=Hemkunt Press|year=2000|isbn=978-81-7010-301-1|page=64}}</ref> ଏହା ତଳେ ଏକ ଛୋଟ ଗୁରୁଦ୍ୱାର ଅଛି । {{Sfn|Pashaura Singh|Louis E. Fenech|2014|pp=435-436}} ଅଠ ସଠ ତୀରଥ ୬୮ ତୀର୍ଥସ୍ଥାନ ସହିତ ସମାନ ଅଟେ ଯାହା ଏହି ଦୁଃଖ ଭଞ୍ଜନୀ ଗଛ ତଳେ ଅଛି। ଶୀଖ ଭକ୍ତ ମାନେ କୁହନ୍ତି କି ଚାର୍ଲସ ଟାଉନସେଣ୍ଡ ବିଶ୍ୱାସ କରନ୍ତି କି ଜଳାଶୟରେ ସ୍ନାନ କଲେ ୬୮ ତୀର୍ଥର ଫଳ ମିଳିପାରିବ।{{Sfn|Pashaura Singh|Louis E. Fenech|2014|pp=435-436}}
=== ଶିଖ ଐତିହାସିକ ସଂଗ୍ରହାଳୟ ===
[[ଫାଇଲ:Ceiling_of_the_Golden_Temple_in_gold_and_precious_stones.JPG|thumb|ହରମନ୍ଦିର ସାହିବଙ୍କ ଛାତ
ଶୀଖ ପରମ୍ପରା ଅନୁସାରେ ମୁଖ୍ୟ ଘଣ୍ଟା ଘର ଦେଓରି ଦ୍ୱାରର ପ୍ରଥମ ମହଲାରେ ଏକ ଶୀଖ ଇତିହାସ ସଂଗ୍ରହାଳୟ ଅଛି । ଏହା ବିଭିର୍ନ ଚିତ୍ର, ଗୁରୁ, ଓ ସହିଦ ମନକୁ ପ୍ରଦର୍ଶନ କରିଥାଏ, ଅନେକ ଲୋକମାନେ ଶୀଖ ମାନଙ୍କ ଇତିହାସ, ଐତିହାସିକ ବସ୍ତୁ ଯଥା
ଗୁରୁଦ୍ୱାରର ମୁଖ୍ୟ ପ୍ରବେଶ ଦ୍ୱାରରେ ଅନେକ ସ୍ମାରକ ସଜା ହୋଇଥାଏ, ଯାହା ପୂର୍ବ ଐତିହାସିକ ଘଟଣା, ସାଧୁ ସନ୍ତ, ଓ ସହିଦ ମନକୁ ମନେ ରଖିବା ପାଇଁ ରଖା ଯାଇଛି । ରଂଜିତ ସିଂ ନ୍କ ଯୋଗଦାନ ସହିତ ଅନ୍ୟ ଦୁଇ ଜଣ ସୈନିକ ମାନଙ୍କ ସ୍ମାରକରେ ଲେଖା ଯାଇଛି ଏମାନେ ବିଶ୍ୱ ୟୁଦ୍ଧ ଓ ଭାରତ-ପାକିସ୍ତାନ ୟୁଦ୍ଧରେ ଲଢ଼ିଥିଲେ। <ref>{{Cite book|url=https://books.google.com/books?id=D4bXAAAAMAAJ|title=The Sikh Review, Volume 32, Issues 361-372|last=K Singh|publisher=Sikh Cultural Centre|year=1984|page=114}}</ref>