"ସ୍ତନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨୧ କ ଧାଡ଼ି:
| DorlandsSuf =

'''ସ୍ତନ''' ମାନବ ଛାତିର ବାମ ଓ ଡାହାଣ ପାର୍ଶ୍ଵରେପାର୍ଶ୍ବରେ ଥାଏ ଯେଉଁଥିରେ [[ସ୍ତନ ଗ୍ରନ୍ଥି]] ଥାଏ । ମହିଳା ସ୍ତନରୁ [[କ୍ଷୀର]] ବାହାରେ ଯାହା ନବଜାତ [[ଶିଶୁ]] ପାନ କରେ ।

ପୁରୁଷ ଓ ମହିଳା ଉଭୟଙ୍କର ସ୍ତନ ସମାନ ଭୃଣ ତନ୍ତୁରୁ ବିକଶିତ ହୁଏ । ଯୌନ ପରିପକ୍ଵତାପରିପକ୍ବତା (Puberty) ଆସିଲେ ମହିଳାମାନଙ୍କର୍ ଯୌନ ହରମୋନ [[ଏସ୍ଟ୍ରୋଜେନ]] କ୍ଷରଣ ହୁଏ ଯାହା ସ୍ତନ ବିକଶିତ କରାଏ । ପୁରୁଷମାନଙ୍କର ଟେସ୍ଟୋସ୍ଟେରନ ହରମୋନ ଆଧିକ୍ୟ ଯୋଗୁ ସ୍ତନର ବିକାଶ ହୁଏ ନାହିଁ । ଏହି କାରଣ ଯୋଗୁ ମହିଳାମାନଙ୍କର ସ୍ତନ ଉନ୍ନତ ଦେଖାଯାଏ ।

ହରମୋନମାନଙ୍କର ବିଭିନ୍ନ ଜଟିଳ ଆନ୍ତଃକ୍ରିୟା ଶରୀରରେ ହେବା ଯୋଗୁ [[ଗର୍ଭାବସ୍ଥା]]ରେ ସ୍ତନ ତନ୍ତୁ ଅଧିକ ଓ ବିକଶିତ ହୁଏ ଯାହାଦ୍ଵାରାଯାହାଦ୍ବାରା କ୍ଷୀର ବାହାରିବା ସମ୍ଭବ ହୁଏ । [[ପ୍ରୋଜେସ୍ଟେରନ]], [[ଏସ୍ଟ୍ରୋଜେନ]] ଓ [[ପ୍ରୋଲାକ୍ଟିନ]] ନାମକ ତିନୋଟି ହରମୋନ ଯୋଗୁ ଋତୁ ଚକ୍ରରେ (Menstrual cycle) ସ୍ତନ ଓ [[ଜରାୟୁ]]ରେ ପରିବର୍ତ୍ତନ ଦେଖାଯାଏ<ref name=SEER>{{cite web|title=SEER Training: Breast Anatomy|url=http://training.seer.cancer.gov/breast/anatomy/|publisher=National Cancer Institute|accessdate=9 May 2012}}</ref>

ସ୍ତନରେ ୧୫ରୁ ୨୦ଟି [[ଲୋବ]] ([[Lobe]]) ବା ଭାଗ ଥାଏ । ସ୍ତନ ଚର୍ମ ତଳେ [[ଚର୍ବି ତନ୍ତୁ]] ରହି ଲୋବମାନଙ୍କୁ ଘୋଡ଼େଇ ରଖି ତାହାରା ଆକାର ଓ ଆକୃତି ପ୍ରଦାନ କରେ । ପ୍ରତ୍ୟକ ଭାଗ ଅନେକ ଉପଭାଗରେ ବିଭକ୍ତ ହୋଇଥାଏ ଓ ଉପ ବିଭାଗରେ ସ୍ତନ ଗ୍ରନ୍ଥି ଥାଏ ଯାହା ଶେଷରେ କ୍ଷୁଦ୍ର ଥଳୀରେ ପରିଣତ ହୁଏ । ଗ୍ରନ୍ଥିରୁ ହରମୋନ ସଙ୍କେତ ପାଇ କ୍ଷୀର କ୍ଷରଣ ହୁଏ ଓ ଏହି କ୍ଷୁଦ୍ର ଥଳୀରେ ଜମା ହୋଇ ରହେ ।
୩୨ କ ଧାଡ଼ି:
[[File:Breast anatomy normal scheme.png|thumb|300px|The Breast: ମଧ୍ୟ ଭାଗ ଛେଦନ ହୋଇଥିବା [[ସ୍ତନ ଗ୍ରନ୍ଥି]]
୧. [[ଛାତି କାନ୍ଥ]]
୨. [[ପେକ୍ଟୋରାଲିସ୍ ମାଂସପେଶୀ]]s
୩. [[ଲୋବ୍ୟୁଲ]]
୪. [[ସ୍ତନାଗ୍ର ବା ନିପ୍ଲ]]
୫. [[ଏରିଓଲା]]
୬. [[Lactiferous duct|କ୍ଷୀର ବାହୀ ନାଳୀ]]
୭. [[Adipose tissue|ଚର୍ବି ତନ୍ତୁ]]
୮. [[Human skin|ଚର୍ମ]]]]
=== କର୍ମ ଅନୁଯାୟୀ ସ୍ତନ ଗଠନ ===
ସ୍ତନ ମଧ୍ୟ ଭାଗରେ ଗୋଟିଏ ଗୋଲାକାର ଇଟା ରଙ୍ଗର ବା ଇଷତ ଲାଲ (Pink) ରଙ୍ଗର ସ୍ଥଳ [[ଏରିଓଲା]] Areola) ଦେଖାଯାଏ ଯାହାର ଠିକ ମଝିରେ [[ସ୍ତନାଗ୍ର]] ବା ନିପ୍ଲ (Nipple) ଥାଏ । ଏହି ସ୍ତନାଗ୍ରରୁ ଶିଶୁ ପିଇବା ନିମନ୍ତେ କ୍ଷୀର ଝରିଆସେ । ସ୍ତନ ଭିତରେ ଅନେକ ଗୁଡ଼ିଏ ଲୋବ୍ୟୁଲ ଥାଏ ଯାହା କ୍ଷୁଦ୍ର ନଳୀ ସ‌ହ (Duct) ସଂଯୁକ୍ତ ଥାଏ । ସ୍ତନ‌କୁ ମାମାରି ଗ୍ତନ୍ଥି ବା ମାମାରି ଗ୍ଲାଣ୍ଡ କ‌ହନ୍ତି ଓ ଏହା ଅପୋକ୍ରାଇନ (Apocrine) ଜାତୀୟ ଗ୍ରନ୍ଥି । ଏହି କ୍ଷୀର ପ୍ରସ୍ତୁତକାରୀ ସ୍ତନର କାର୍ଯ୍ୟକାରୀ ଏକକ ଥାଏ ଯାହାକୁ ଟି.ଡି.ଏଲ.ୟୁ. କହନ୍ତି । ସ୍ତନରେ ଚର୍ବି ମିଶା କ୍ଷୀର ପ୍ରସ୍ତୁତ ହୁଏ । ଏହି ମାମାରି ଗ୍ଲାଣ୍ଡ ସ୍ତନ ଭିତରେ ଭର୍ତ୍ତି ହୋଇଥାଏ । ନିପ୍ଲର ୨୦ ମି.ମି. ବ୍ୟାସାର୍ଧରେ କ୍ଷୀରବାହି ନଳୀ ଥଏ । ଶେଷ ନଳୀଗୁଦିକ ମିଶି ୪ରୁ ୮ଟି ଲାକ୍ଟିଫେରସ ନଳୀ ହୋଇ ନିପ୍ଲକୁ କ୍ଷୀର ଆଣେ । ନାରୀର କ୍ଷୀର ବାହାରୁଥିବା ସ୍ତନରେ ଚର୍ବି ଓ କ୍ଷୀର ଗ୍ରନ୍ଥି ଅନୁପାତ ୧:୨ ଓ କ୍ଷୀର ନ ବାହାରୁଥିବା ନାରୀର ଚର୍ବି ଓ କ୍ଷୀର ଗ୍ରନ୍ଥି ଅନୁପାତ ୧:୧ । ସଂଯୋଗକାରୀ ତନ୍ତୁ (Connective tissue: Collagen and elastin), ଧଳା ଚର୍ବି ଓ ଝୁଲେଇ ରଖିବା ନିମନ୍ତେ କୁପର ଲିଗାମେଣ୍ଟ ଇତ୍ୟାଦି ସ୍ତନରେ ଥାଏ । ସ୍ତନକୁ ଛାତିରଟି ୪,ଟି ୫ ଓ ଟି୬ ସ୍ନାୟୁ ସ୍ପର୍ଶ ଶକ୍ତି ଯୋଗାଏ । ନିପ୍ଲ ଓ ଏରିଓଲା ସ୍ଥାନଟି ୪ ସ୍ନାୟୁଦ୍ଵାରାସ୍ନାୟୁଦ୍ବାରା ଯୋଗାଣ ହୁଏ ।<ref name="Tortora, Gerard J.">Introduction to the Human Body, Fifth Edition. John Wiley & Sons, Inc.: New York, 2001. '''560'''.</ref><ref name="Ramsay">{{cite journal |author=Ramsay DT, Kent JC, Hartmann RA, Hartmann PE |title=Anatomy of the Lactating Human Breast Redefined with Ultrasound Imaging |journal=Journal of Anatomy |volume=206 |issue=6 |pages=525–534 |year=2005 |month=June |pmid=15960763 |pmc=1571528 |doi=10.1111/j.1469-7580.2005.00417.x |url=}}</ref>

=== ପ୍ରକୃତ ଗଠନ ===
ଛାତିରେ ଥିବା [[ପେକ୍ଟୋରାଲିସ୍ ମେଜର]] ମାଂସପେଶୀ ଉପରେ ସ୍ତନ ଥାଏ ଓ ଏହା ୨ୟ୍ ପଞ୍ଜରାଠାରୁ ୬ଷ୍ଠ [[ପଞ୍ଜରା]] ପର୍ଯ୍ୟନ୍ତ ବ୍ୟାପିଥାଏ । ସମ୍ମୁଖରେ [[କ୍ଲାଭିକ୍ଲ]] ଅସ୍ଥିଠାରୁ ତଳକୁ ମଝି ଅସ୍ଥିର ମଧ୍ୟ ଭାଗ ପର୍ଯ୍ୟନ୍ତ୍ ଲମ୍ବିଥାଏ ଓ ଓସାର ବାଗରେ ଏହା କାଖ ସିଧା ପର୍ଯ୍ୟନ୍ତ ଥାଏ । ସ୍ତନରେ ବିଭିନ୍ନ ପ୍ରକାରର ତନ୍ତୁ ଥାଏ, ମୂଖ୍ୟତଃ [[ଗ୍ଲାଣ୍ଡ]] ଓ [[ଚର୍ବି]] ଥାଏ ।

ସ୍ତନ ଏକ କୋନ ଭଳି ଦେଖାଯାଏ । ଓ ଏହା ଶିର୍ଷରେ ସ୍ତନାଗ୍ର ଥାଏ । ଚର୍ମ ତଳେ ଚର୍ବି ଆସ୍ତରଣ ଓ ତା ତଳେ ସୁପରଫିସିଆଲ୍ ଫାସା (Superficial fascia) ଥାଏ । ବୟଃପ୍ରାପ୍ତ ସ୍ତନରେ ୧୪ରୁ ୧୮ଟି ଲାକ୍ଟିଫେରସ୍ ଲୋବ ଥାଏ ଓ ତାହାକୁ ଘଞ୍ଚ ଫାସା ଘେରି ରହିଥାଏ, ଯାହା ଏହାକୁ ଟେକି ଧରେ । ସ୍ତନ ଗ୍ଲାଣ୍ଡ ଏସ୍ଟ୍ରୋଜେନଦ୍ଵାରାଏସ୍ଟ୍ରୋଜେନଦ୍ବାରା ସାହାଯ୍ୟ ପାଏ, ତେଣୁ ଋତୁ ବନ୍ଦ ପରେ ଏସ୍ଟ୍ରୋଜେନ କ୍ଷରଣ ନ ହେବାରୁ ଏହି ଗ୍ଲାଣ୍ଡ ଶୁଖିଯାଏ । ତା ପରେ ସ୍ତନରେ କେବଳ ଚର୍ବି, ଫାସା ଓ ଚର୍ମ ରହେ ।

ଆକାର ଅନୁସାରେ ସ୍ତନର ଓଜନ ଅଧ କିଲୋରୁ ଏକ କିଲୋ ପର୍ଯ୍ୟନ୍ତ ହୁଏ । ଚର୍ବି ଓ ଗ୍ଲାଣ୍ଡ ଅନୁପାତ ବୟସ ଅନୁସାରେ, ଗର୍ଭାବସ୍ଥାରେ ଓ ସ୍ତନ୍ୟ ପାନ ସମୟରେ ଭିନ୍ନ ଭିନ୍ନ ହୁଏ ।
== କର୍ମ ପଦ୍ଧତି ଓ ସ୍ଵାସ୍ଥ୍ୟସ୍ବାସ୍ଥ୍ୟ ==
ଶିଶୁର ଖାଦ୍ୟ [[ଦୁଧ]] ତିଆରି କରି ତାହାକୁ ଖାଦ୍ୟ ଯୋଗାଣ କରିବା ସ୍ତନର ମୂଖ୍ୟ କାମ । ଉପଯୁକ୍ତ ଦୁଧ ପ୍ରସ୍ତୁତ କରିବା ନିମନ୍ତେ ସ୍ତନ ଅଧିକ ଉତ୍ତାପ ଆବଶ୍ୟକ କରେ ଯାହା ତାହାର ଗୋଲ ଆକାର ଯୋଗୁ ସମ୍ଭବ ହୁଏ । ଏହି ଆକାର ଯୋଗୁ ଉତ୍ତାପ ଅଧିକ ରହେ । ନବଜାତ ଶିଶୁ ସ୍ତନ୍ୟପାନ ସମୟରେ ଏହି ଗୋଲାକାର ଯୋଗୁ ଶ୍ଵାସରୁଦ୍ଧଶ୍ବାସରୁଦ୍ଧ ହୁଏ ନାହିଁ । [[ସିମ୍ପାଞ୍ଜି]] ଭଳି ସମତଳ ଛାତି ହେଲେ ଶିଶୁର ନାକ ଚାପି ହୋଇଯାଆନ୍ତା । ଅନ୍ୟ ପ୍ରାଣୀମାନଙ୍କର ପାଟି ଗୋଜିଆ ହୋଇ ଆଗକୁ ବାହାରି ଥିବାରୁ ଚଟକା ଛାଟି ଥିଲେ ମଧ୍ୟ କିଛି ଅସୁବିଧା ହୁଏ ନାହିଁ । ଶିଶୁ ମୁହଁ ଗଠନ ଯୋଗୁ ସ୍ତନର ଆକାର ଗୋଲାକାର ହୋଇଛି <ref name="Bentley">{{cite journal|last=Bentley|first=Gillian R.|year=2001|title=The Evolution of the Human Breast|journal=American Journal of Physical Anthropology|volume=32|issue=38|doi=10.1002/ajpa.1033|page=30}}</ref>।

ଗର୍ଭାଧାନ ଓ ପ୍ରସବ ପରବର୍ତ୍ତୀ ସମୟରେ ଦୁଧ ତିଆରି ହେବା ଛଡ଼ା ଅନ୍ୟ ସମୟରେ ମଧ୍ୟ ଦୁଧ ତିଆରି ହୁଏ ଯେପରି ମାନସିକ ରୋଗ ନିମନ୍ତେ ଦିଆଯାଉଥିବା କେତେକେ ଔଷଧର ପାର୍ଶ୍ଵକ୍ରିୟାପାର୍ଶ୍ବକ୍ରିୟା ଯୋଗୁ ସ୍ଵତଃସ୍ବତଃ ଦୁଧସ୍ରାବ ବା ଗାଲାକ୍ଟୋରିଆ ([[galactorrhea]]) ହୁଏ, ଅତ୍ୟଧିକ ଶାରୀରିକ ଚାପ, ଏଣ୍ଡୋକ୍ରାଇନ ରୋଗ ଯୋଗୁ ହୁଏ । ସଦ୍ୟଜାତ ଶିଶୁର ସ୍ତନରୁ ମଧ୍ୟ ଦୁଧ କ୍ଷରଣ ହୁଏ କାରଣ ମାତୃଗର୍ଭରେ ଥିବାବେଳେ ମାଆ ଦେହରେ ପ୍ରବାହିତ ପ୍ରୋଲାକ୍ଟିନ ଓ ଅକ୍ସିଟୋସିନ ଭଳି ହରମୋନ ଶିଶୁ ଦେହରେ ମଧ୍ୟ ପ୍ରବାହିତ ହେଉଥାଏ । ପୁରୁଷମାନଙ୍କ ଦେହରେ ସ୍ତନ ଥିଲେ ମଧ୍ୟ ପୁଂ-ହରମୋନ ଟେସ୍ଟୋସ୍ଟେରନ ହରମୋନ ଯୋଗୁ ଦୁଧ ତିଆରି ସମ୍ଭବ ହୁଏ ନାହିଁ । ଯଦି ପୁରୁଷର ସ୍ତନରୁ ଦୁଧ ବାହାରେ ତେବେ ତାହା ପିଟିଇଟାରି ଗ୍ଲାଣ୍ଡର କୌଣସି ରୋଗ ଯୋଗୁ ହୁଏ ।
== ସ୍ତନ ରୋଗ ==
ମହିଳା ମୃତ୍ୟୁ କାଋଣ ମଧ୍ୟରୁ ସ୍ତନ କର୍କଟ ରୋଗ ଏକ ମୂଖ୍ୟ କାରଣ ଅଟେ । ଏହା ବ୍ୟତିତ ମାସ୍ଟାଇଟିସ, ମାସ୍ଟାଲଜିଆ ଓ ଫାଇବ୍ରୋସିସ୍ଟିକ ପରିବର୍ତ୍ତନ ଇତାଦି ଅନେକ ରୋଗ ହୁଏ ।
"https://or.wikipedia.org/wiki/ସ୍ତନ"ରୁ ଅଣାଯାଇଅଛି