"ସୌମ୍ୟା ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୬ କ ଧାଡ଼ି:
|known_for = ଭାରତୀୟ ପୁଲିସ ସେବା ଅଧିକାରୀ
|education =
|alma_mater = ଷ୍ଟୁଆର୍ଟ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟ,ଉତ୍କଳ ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ
|religion =
|spouse = ଦେବବ୍ରତ କଣ୍ଠ
୨୯ କ ଧାଡ଼ି:
}}
 
'''ସୌମ୍ୟା ମିଶ୍ର''', ପ୍ରଥମ [[ଓଡ଼ିଆ ଲୋକ|ଓଡ଼ିଆ]] ମହିଳା ଆଇ.ପି.ଏସ(ଭାରତୀୟ ପୁଲିସ ସେବା) ଅଧିକାରୀ ଅଟନ୍ତି । ସେ ୧୯୯୪ ମସିହାରେ ଭାରତୀୟ ପୁଲିସ ସେବାରେ ଯୋଗଦାନ କରିଥିଲେ<ref>http://mha1.nic.in/pdfs/DIG-EMPL.pdf</ref> ଓ ବର୍ତ୍ତମାନ [[ତେଲେଙ୍ଗାନା]] ରାଜ୍ୟର ଗୃହ ବିଭାଗର ସ୍ଵତନ୍ତ୍ରସ୍ବତନ୍ତ୍ର ସଚିବ ଭାବରେ କାର୍ଯ୍ୟରତ । <ref>http://www.thehansindia.com/posts/index/2014-06-05/Soumya-Mishra-takes-over-as-T-Home-Secretary--97503</ref> ସେ ପୁଲିସ ବିଭାଗରେ ଅନ୍ୟାନ୍ୟ ପଦବୀରେ ରହି, [[ବିଜୟୱାଡ଼ା]], [[କରିମନଗର]], [[ସାଇବରାବାଦ]], [[ବିଶାଖାପାଟଣା]], [[ବିଜୟନଗରମ]] ଓ [[ୱାରଙ୍ଗଲ]] ଆଦି ସ୍ଥାନରେ କାର୍ଯ୍ୟ କରିସାରିଛନ୍ତି ।<ref>http://www.deccanchronicle.com/140605/nation-current-affairs/article/dr-saumya-mishra-special-secretary-home</ref>
 
== ବାଲ୍ୟଜୀବନ ଓ ଶିକ୍ଷା ==
[[କଟକ]]ରେ ଜନ୍ମିତ ସୌମ୍ୟା, ଷ୍ଟୁଆର୍ଟ ସ୍କୁଲ ଓ [[ରେଭେନ୍ସା ମହାବିଦ୍ୟାଳୟ]]ରୁ ପାଠ ପଢିବା ସହ [[ଉତ୍କଳ ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]]ରୁ [[ସମାଜତତ୍ତ୍ଵସମାଜତତ୍ତ୍ବ]]ରେ ପି.ଏଚ.ଡି ହାସଲ କରିଛନ୍ତି । ସେ ଜଣେ ମେଧାବୀ ଛାତ୍ରୀ ଥିଲେ ଓ ଜୁନିୟର ରିସର୍ଚ୍ଚ ସ୍କୋଲାରସିପ ହାସଲ କରିଥିଲେ । ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହେବା ପରେ, ସେ ରିସର୍ଚ୍ଚ କାମ ଛାଡି ପୁଲିସ ସେବାରେ ଯୋଗ ଦେଇଥିଲେ । <ref>http://www.telegraphindia.com/1100918/jsp/orissa/story_12950466.jsp</ref>। ପିଲାଟିଦିନରୁ ସୋମ୍ୟାଙ୍କର ଜଣେ ଆ.ପି.ଏ.ସ ଅଫିସର ହେବା ଉଚ୍ଛା ଥିଲା।
 
== ପରିବାର ==
ପତି ଦେବବ୍ରତ କଣ୍ଠ ଓ ଦୁଇଟି ସନ୍ତାନଙ୍କୁ ନେଇ ସୌମ୍ୟାଙ୍କ ପରିବାର । ସୋମ୍ୟାଙ୍କ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ। ଦେବବ୍ରତ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟକରି ସ୍ଵେଚ୍ଛାକୃତସ୍ବେଚ୍ଛାକୃତ ଅବସର ଗ୍ରହଣ କରିସାରିଛନ୍ତି । ବର୍ତ୍ତମାନ, ସେ ରାଜନୀତିରେ ସକ୍ରିୟ ଅଛନ୍ତି ।<ref>http://www.outlookindia.com/news/article/IAS-officer-resigns-to-join-politics/583131</ref> ସୌମ୍ୟାଙ୍କ କନିଷ୍ଠ ଭଗ୍ନୀ ତଦାଶା ମଧ୍ୟ ଜଣେ ଭାରତୀୟ ପୁଲିସ ସେବା ଅଧିକାରୀ ଓ [[ଝାଡ଼ଖଣ୍ଡ]] ରାଜ୍ୟର ରାଜଧାନୀ [[ରାଞ୍ଚି]]ରେ କାର୍ଯ୍ୟରତ ।
 
==ଉପାଧୀ ଓ ସମ୍ମାନ==