"ସୌଭାଗ୍ୟ କୁମାର ମିଶ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ →ଯୋଗସୂତ୍ର ପେଡ଼ି: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା) |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୪୫ କ ଧାଡ଼ି:
'''ସୌଭାଗ୍ୟ କୁମାର ମିଶ୍ର''' (ଜନ୍ମ ୫ ସେପ୍ଟେମ୍ବର ୧୯୪୧) ବ୍ରହ୍ମପୁର, ଓଡ଼ିଶାରେ ଜନ୍ମିତ ଜଣେ କବି ।<ref name="DharwadkerRamanujan1994">{{cite book|author1=Vinay Dharwadker|author2=A. K. Ramanujan|title=The Oxford Anthology of Modern Indian Poetry|url=http://books.google.com/books?id=3fBjAAAAMAAJ|year=1994|publisher=OUP (India?)|isbn=978-0-19-562865-4}}</ref>
୧୯୫୫ ମସିହାରୁ ଲେଖି ଆସୁଥିବା, ସୌଭାଗ୍ୟ ମିଶ୍ର ୨୫ରୁ
ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଓ ଡକ୍ଟରେଟ ଉପାଧି ହାସଲ କରିବା ପରେ କଲେଜରେ ଅଧ୍ୟାପନା ଅାରମ୍ଭ କରିଥିଲେ । [[ବିଜେବି କଲେଜ]] ଓ [[ରେଭେନ୍ସା ମହାବିଦ୍ୟାଳୟ]] ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ।<ref>{{cite web|title=ପ୍ରଫେସର ସୌଭାଗ୍ୟ ମିଶ୍ରଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନ|url=http://sambadepaper.com/epaperpdf%5C12122014%5C12-md-km-4.pdf|publisher=ସମ୍ବାଦ|accessdate=12 December 2014}}</ref>
୧୯୮୬ ମସିହାରେ ତାଙ୍କ କବିତା ସଂକଳନ "ଦ୍ୱା ସୁପର୍ଣ୍ଣା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
== ରଚନାବଳୀ ==
===କବିତା ସଙ୍କଳନ<ref>{{cite web |url= http://www.odiasahitya.com/odia-literature-news/soubhagya-mishranka-saha-sakhyatakara/ |title=ବିଶିଷ୍ଟ କବି ସୌଭାଗ୍ୟ ମିଶ୍ରଙ୍କ ସହ ସାକ୍ଷାତ୍କାର - ଓଡ଼ିଆସାହିତ୍ୟ ପ୍ରେସ୍ |first= ଅଧ୍ୟାପକ ଡକ୍ଟର ବିଜୟାନନ୍ଦ |last=ସିଂହ |work=odiasahitya.com |year=2011|quote=ସୌଭାଗ୍ୟ ମିଶ୍ରଙ୍କ
* ଆତ୍ମନେପଦୀ (୧୯୬୫)
* ମଧ୍ୟପଦଲୋପୀ (୧୯୭୦)
୫୫ କ ଧାଡ଼ି:
* ଅନ୍ଧ ମହୁମାଛି (୧୯୭୭)
* ବଜ୍ରଯାନ (୧୯୮୧)
*
* ମଣିକର୍ଣ୍ଣିକା (୧୯୯୦)
* ଅନ୍ୟତ୍ର (୧୯୯୪)
୬୮ କ ଧାଡ଼ି:
* ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
* ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୯ (ଅନ୍ଧ ମହୁମାଛି ପାଇଁ)<ref>http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf</ref>
* [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର]], ୧୯୮୬(
* ରାଜ୍ୟପାଳଙ୍କ ସମ୍ମାନ ଫଳକ, ୧୯୯୩<ref>http://www.oocities.org/indian_poets/oriya.html</ref>
* ବିଷୁବ ପୁରସ୍କାର, ୧୯୭୮
* ଶାରଳା ସମ୍ମାନ
* ଆଇଓୱା
* ରେଭେନ୍ସା
* ସାହିତ୍ୟ ଭାରତୀ ସମ୍ମାନ (ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ)<ref>{{cite web |url= http://www.orissadiary.com/Shownews.asp?id=10954 |title=Sahitya Bharati award to be conferred to Saubhagya Kumar Mishra, Orissa News |first=Dipti Ranjan |last=Kanungo|work=orissadiary.com |year=2009 |quote=The prestigious ‘ Sahitya Bharati ’ award of the Sri Gangadhar Rath Foundation will be conferred on the famous poet Saubhagya Kumar Mishra |accessdate=4 January 2013}}</ref>
|