"ସେରେନା ଉଇଲିଅମସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଖେଳାଳି using HotCat
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨ କ ଧାଡ଼ି:
 
==କୀର୍ତ୍ତିମାନ==
୧୯୯୯ ୟୁଏସ ଓପନ ଫାଇନାଲରେ [[ମାର୍ଟିନା ହିଙ୍ଗିସ]]ଙ୍କୁ ପରାସ୍ତ କରି ଟେନିସ କ୍ରୀଡ଼ା ଜଗତରେ ଚହଳ ପକାଇଥିଲେ । ସେ [[ମାର୍ଟିନା ହିଙ୍ଗିସ]], [[ଲିଣ୍ଡସେ ଡାଭେନପୋର୍ଟ]], [[ମାରିଆ ସାରାପୋଭା]], [[ଜଷ୍ଟିନ ହେନିନ]], ବଡ଼ ଭଉଣୀ [[ଭେନସ ଉଇଲିଅମସ]]ଙ୍କ ଭଳି କେତେକ କଡ଼ା ପ୍ରତିଦ୍ୱନ୍ଦୀଙ୍କୁ ହରାଇ ପ୍ରମୁଖ ଟାଇଟଲ ବିଜୟିନୀ ହୋଇଛନ୍ତି । ସେ ତାଙ୍କ କ୍ୟାରିୟରରେ ମୋଟ ୩୦୯ ସପ୍ତାହ ଧରି ବିଶ୍ବର ଏକ ନମ୍ବର ଖେଳାଳି ରହିଆସିଛନ୍ତି । ୨୦୧୭ ମସିହା ଜାନୁଆରୀ ୨୮ତାରିଖରେ [[ଅଷ୍ଟ୍ରେଲିଆ]]ର [[ଵିମ୍ବିଲଡନବିମ୍ବିଲଡନ ପାର୍କ]]ଠାରେ ମହିଳା ଏକକରେ [[ଷ୍ଟେଫି ଗ୍ରାଫ]]ଙ୍କ ପୂର୍ବରୁ ଥିବା ସର୍ବାଧିକ ୨୨ଟି [[ଗ୍ରାଣ୍ଡସ୍ଲାମ]] ଟାଇଟଲକୁ ଅତିକ୍ରମ କରି ସମୁଦାୟ ୨୩ଟି ଗ୍ରାଣ୍ଡସ୍ଲାମ ଜିତି ପ୍ରଥମ ମହିଳା ଖେଳାଳି ଭାବେ ନୂଆ ରେକର୍ଡ଼ର ଅଧିକାରିଣୀ ହୋଇଥିଲେ । ସେ [[ମାର୍ଗାରେଟ କୋର୍ଟ]]ଙ୍କ ୨୪ଟି ଗ୍ରାଣ୍ଡ ସ୍ଲାମ ସର୍ବକାଳୀନ ରେକର୍ଡ଼ ପଛକୁ ଅଛନ୍ତି । <ref>{{cite news|title=ସେରେନାଙ୍କୁ ୨୩ ତମ ଗ୍ରାଣ୍ଡ ସ୍ଲାମ ଟ୍ରଫି|url=http://www.sambadepaper.com/Details.aspx?id=326290&boxid=3313712|accessdate=29 January 2017|newspaper=ସମ୍ବାଦ}}</ref>