"ସୁନାମି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (-,}} +}},) |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୧ କ ଧାଡ଼ି:
{{ଛୋଟ|Tsunami}}
[[ଫାଇଲ:US Navy 050102-N-9593M-031 A village near the coast of Sumatra lays in ruin after the Tsunami that struck South East Asia.jpg|thumb|300px| ୨୦୦୪ ଭାରତୀୟ ମହାସାଗରରେ ହୋଇଥିବା
'''ସୁନାମି''' ({{lang-en|tsunami}}; ଏହା {{lang-ja|津波}}ରୁ ଆସିଛି("ତ୍ସୁନାମି"ବୋଲି ଉଚ୍ଚାରଣ କରାଯାଏ ) ; ଅର୍ଥ: "ପୋତାଶ୍ରୟରେ ଉଠୁଥିବା ଢେଉ (harbor wave)"<ref>
{{cite web|url=http://nthmp-history.pmel.noaa.gov/terms.html
|title=Tsunami Terminology
|publisher=NOAA|accessdate=2010-07-15}}</ref>) ହେଉଛି
ସୁନାମି ସାଧାରଣ [[ସାମୁଦ୍ରିକ ଢେଉ]] ନୁହେଁ, କାରଣ ଏହାର "[[ତରଙ୍ଗ ଦୈର୍ଘ୍ୟ]]" ବହୁତ ଲମ୍ବା ହୋଇଥାଏ । ଏହା ସାଧାରଣ ଢେଉ ଭାଙ୍ଗିବା ପରି ଦେଖା ନ ଯାଇ ବରଂ କ୍ଷିପ୍ର ଗତିରେ ଉଠୁଥିବା ଜୁଆର ପରି ଦେଖାଯାଏ, ଏଣୁ ଏହାକୁ ଇଂରାଜୀରେ ''tidal waves'' କହନ୍ତି । ସୁନାମି ସାଧାରଣତଃ ତରଙ୍ଗ ଶୃଙ୍ଖଳକୁ ନେଇ ତିଆରି ହୋଇଥାଏ ଓ ଏହାର ଆବର୍ତ୍ତିକାଳ ଗୋଟିଏ ମିନିଟରୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ହୋଇପାରେ । (ଇଂରାଜୀରେ ଏହାକୁ wave train<ref name="Fradin 2008">
୧୫ କ ଧାଡ଼ି:
|series=Witness to Disaster|pages=42, 43
|url=http://shop.nationalgeographic.com/ngs/product/books/kids-books-and-atlases/animals-and-nature/witness-to-disaster%3A-tsunamis}}
</ref> କୁହାଯାଏ) ସୁନାମିର ପ୍ରଭାବ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ମଧ୍ୟରେ ସୀମିତ ଥିଲେ ହେଁ ସେମାନଙ୍କର
ଖ୍ରୀ.ପୂ. ୪୨୬ରେ ଜଣେ ଗ୍ରୀସ ଐତିହାସିକ (ଇତିହାସକାର) [[:en:Thucydides|''Thucydides'']] କହିଥିଲେ ଯେ ସୁନାମି ସବୁ ସମୁଦ୍ର ଭିତରେ ହେଉଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହେଇଥାଏ, <ref name="Thucydides 3.89.1-4"/><ref name="Smid, T. C. 103f."/> କିନ୍ତୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସୁନାମି ସମ୍ପର୍କିତ ଧାରଣା ସ୍ପଷ୍ଟ ହୋଇନଥିଲା ଓ ଆଜି ବି ଏହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । ବର୍ତ୍ତମାନ ଗବେଷଣାର ମୁଖ୍ୟ ବିଷୟ ହେଉଛି, କାହିଁକି ବହୁତ ବଡ ବଡ ଭୂମିକମ୍ପ ସୁନାମି ସୃଷ୍ଟି କରୁନଥିବା ବେଳେ ଛୋଟ ଛୋଟ
[[ଫାଇଲ:2004-tsunami.jpg|thumb|300px|୨୦୦୪ରେ ଭାରତୀୟ ମହାସାଗରରେ ହୋଇଥିବା ସୁନାମି ବେଳେ [[ଥାଇଲାଣ୍ଡ|ଥାଇଲାଣ୍ଡର]] ଆଓ ନାଙ୍ଗଠାରେ ଉଠାଯାଇଥିବା ଫୋଟ ]]
୨୭ କ ଧାଡ଼ି:
ସୁନାମିକୁ ବେଳେବେଳେ '''ଜୁଆରିଆ ଲହଡି''' (''tidal wave'') କୁହାଯାଇଥାଏ । କିଛି ବର୍ଷ ହେବ ଏହି ଶବ୍ଦର ବ୍ୟବହାର ବନ୍ଦ ହୋଇଯାଇଛି, ମୁଖ୍ୟତଃ ବୈଜ୍ଞାନିକ ଗୋଷ୍ଠୀ ଭିତରେ, କାରଣ ସୁନାମି ସହ ଜୁଆରର କୌଣସି ସମ୍ପର୍କ ନଥାଏ । ଦିନେ ଏତେ ଲୋକପ୍ରିୟ ଥିବା ନାଁ'ଟି ପ୍ରକୃତରେ ସେମାନଙ୍କର ଏକା ପ୍ରକାରର ଦୃଶ୍ୟପଟ ଯୋଗୁଁ ହୋଇଥିଲା । ସୁନାମି ଓ ଜୁଆର ଉଭୟ ଜଳ ଲହଡି ସୃଷ୍ଟି କରନ୍ତି ଯାହାକି ଭୁପୃଷ୍ଠ ଭିତରକୁ ମାଡି ଆସେ, କିନ୍ତୁ ସୁନାମି କ୍ଷେତ୍ରରେ ଏହା ବହୁତ ବିଶାଳ ହୋଇଥାଏ ଓ ଅଧିକ ଦିନ ପର୍ଯ୍ୟନ୍ତ ରହେ, ଏହାକୁ '''ଉଚ୍ଚ ଜୁଆର''' (high tides) କୁହାଯାଏ ।
ପ୍ରକୃତରେ ବହୁତ କମ୍ ଭାଷା ଅଛି ଯେଉଁଥିରେ "ସୁନାମି" ପାଇଁ କିଛି
== ଐତିହାସିକ ସୁନାମି ==
୩୯ କ ଧାଡ଼ି:
"ମୋ ମତରେ ଏହି ଘଟଣାର କାରଣ ଭୂମିକମ୍ପରେ ଖୋଜିବା ଯିବା ଉଚିତ । ଯେଉଁ କେନ୍ଦ୍ରରେ ଏହି ଝଟକା ଅଧିକ ହୋଇଥାଏ, ସମୁଦ୍ର ସେଠାରେ ପଛକୁ ଫେରିଯାଏ ଓ ଦୁଇଗୁଣ ଶକ୍ତି ସହକାରେ ପୁଣି ମାଡି ଆସେ, ଏବଂ ହଠାତ ବନ୍ୟା ପରିସ୍ଥିତି ସୃଷ୍ଟି କରେ । ବିନା ଭୂମିକମ୍ପରେ ମୁଁ ଏପରି ଦୁର୍ଘଟଣାକୁ ଅନୁମାନ କରିପାରେ ନାହିଁ ।" <ref name="Thucydides 3.89.5">[[Thucydides]]: [http://www.perseus.tufts.edu/cgi-bin/ptext?lookup=Thuc.+3.89.1 “A History of the Peloponnesian War”, 3.89.5]</ref>
୩୬୫ ଖ୍ରୀଷ୍ଟାବ୍ଦ ସୁନାମିରେ ଆଲେକ୍ଜାଣ୍ଡ୍ରିଆ
ଜାପାନର ସବୁଠୁ ଲମ୍ବା ସୁନାମିର ଇତିହାସର ଥିଲେ ହେଁ ୨୦୦୪ ମସିହାରେ ଭାରତୀୟ ମହାସାଗରରେ ହୋଇଥିବା ଭୂମିକମ୍ପ ଓ ସୁନାମିର
== ଉତ୍ପନ୍ନ ଶୈଳୀ ==
୫୦ କ ଧାଡ଼ି:
=== ପାଣିପାଗ ଜନିତ ହେଉଥିବା ସୁନାମି ===
== ବିଶେଷତ୍ବ ==
==
== ଟୀକା ==
|