"ସିଂହ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Regular Character Changes |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୪୦ କ ଧାଡ଼ି:
ଯାହାକୁ ଏସିଆର ସିଂହ କୁହାଯାଏ ବା ପାରସ୍ୟ ବା ଦକ୍ଷିଣ-ଏସିଆ ବା ଭାରତୀୟ ସିଂହ କୁହାଯାଏ । ଯାହାକି ଅତୀତ ସମୟରେ ତୁର୍କୀରୁ ଦକ୍ଷିଣ ଏସିଆ,ଭାରତ ଓ ପାକିସ୍ତାନରେ ବିସ୍ତୃତ ଥିଲେ, ଆଜି ମାତ୍ର ୪୦୦ଟି ଗିର ଜାତୀୟ ଉଦ୍ୟାନରେ ଅଛନ୍ତି ।
===୨-Leo===
ବର୍ବରୀ ସିଂହ ନାମରେ ଜଣାଶୁଣା,ଏମାନଙ୍କ ବାସସ୍ଥଳୀ ମୋରୋକ୍କୋରୁ ଇଜିପ୍ଟ ପର୍ଯ୍ୟନ୍ତ । ଅତ୍ୟଧିକ ଶିକାର ପାଇଁ ଏମାନଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି ଯାହାକି Moroccan Royal
===୩-Senegalensis===
ପଶ୍ଚିମ ଆଫ୍ରିକା ସିଂହ ଭାବେ ଜଣା ଶୁଣା ଏମାନେ ପଶ୍ଚିମ ଆଫ୍ରିକାରେ ଦେଖାଯା’ନ୍ତି । ଏମାନଙ୍କ ବାସସ୍ଥଳୀ ସେନେଗଲରୁ ମଧ୍ୟ ଆଫ୍ରିକା ଗଣତନ୍ତ୍ର ପର୍ଯ୍ୟନ୍ତ ବିସ୍ତ୍ରୁତ ।
୫୧ କ ଧାଡ଼ି:
===୭-Krugeri===
ଦକ୍ଷିଣ-ପୂର୍ବ ଆଫ୍ରିକା ସିଂହ ବା
===୮- Melanochaita===
କେପ ସିଂହ ବୋଲି କୁହାଯାଏ,୧୮୬୦ ପରେ ଏମାନେ ଜୀବିତ ନାହାନ୍ତି ଏମାନଙ୍କ DNAର ତଥ୍ୟ କହେ କି ଏମାନେ Krugeriର ଦକ୍ଷୀଣରେ ବସବାସ କରୁଥିଲେ ।
୬୭ କ ଧାଡ଼ି:
==ସାମାଜିକତା==
ସିଂହ ଦଳର ପୁରୁଷ ସିଂହ ରୋଗିଣା ବା ଆଘାତ ପ୍ରାପ୍ତ ହେଲେ ତ ଅନ୍ୟ ସିଂହ ସେଇ ଦଳକୁ ଅକ୍ତିଆର ପାଇଁ ମୁକାବିଲା କରେ ଯଦି ସମ୍ପୃକ୍ତ ସିଂହ ବିଜୟ ଲାଭ କରେ ତ ଦଳର ମୁଖ୍ୟ ବୋଲି ବିବେଚିତ ହୁଏ । ଏହି ଲଢେଇ କେବେ କେବେ ଏତେ ଭୀଷଣ ହେଇଯାଏ ଯେ କାହାର ନା କାହାର ପ୍ରାଣ ହାନି ହୁଏ । କେତେକ କ୍ଷେତ୍ରରେ ସିଂହ ଠାରୁ ବିଜୟ କରି ମଧ୍ୟ ଦଳ ସହ ଯୋଡି ହେବା କଠିନ ହେଇଯାଏ କାରଣ ବିଜୟୀ ସିଂହ ନିଜ ପ୍ରତିଷ୍ଠାତା ପାଇଁ ଦଳର କନିଷ୍ଠ ସିଂହମାନଙ୍କୁ ଘଉଡାଇ ଦିଏ ବା ହତ୍ୟା କରିଦିଏ । ଯଦି ସେ ଦଳର ସିଂହୀମାନେ ଏହାକୁ ସହ୍ୟ ନକରିପାରନ୍ତି ତ ସେମାନେ ଏହାର ମୁକାବିଲା କରନ୍ତି । ଯଦି ସିଂହୀମାନେ ମିଳିମିଶି ସିଂହକୁ ପରାଜୟ କରିଦିଅନ୍ତି ତ ବାଧ୍ୟ ହୋଇ ସିଂହକୁ ଦଳ ଛାଡି ଯିବାକୁ ହୁଏ ଅନ୍ୟଥା ସିଂହ ନିଜ
== ଆଧାର ==
|