"ସାକ୍ଷୀ ମଲିକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଖାଲି ଆଧାର ହଟାଗଲା
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୬ କ ଧାଡ଼ି:
 
== କ୍ରିଡା ଅବଦାନ ==
ପେଷାଦାର କୁସ୍ତିରେ ସାକ୍ଷୀଙ୍କ ପ୍ରଥମ ଆନ୍ତର୍ଜାତିକ ସଫଳତା ୨୦୧୦ ମସିହା ବିଶ୍ଵବିଶ୍ବ ଜୁନିଅର ଚମ୍ପିୟାନଶିପରେ ହେଇଥିଲା ଓ ସେ ସେଥିରେ ୫୮ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ପାଇଥିଲେ । <ref name="th1">{{cite web|url=http://www.thehindu.com/sport/other-sports/sakshi-malik-from-haryana-to-rio/article9000165.ece|title=Sakshi Malik: From Rohtak to Rio|date=18 August 2016|publisher=The Hindu|accessdate=18 August 2016}}</ref>  ୨୦୧୪ ମସିହାରେ ସେ ଦାଭେ ସ୍କୁଲ୍ଜ ଆନ୍ତର୍ଜାତିକ ମହିଳା କୁସ୍ତି ପ୍ରତିଯୋଗୀତାରେ  ସେ ୬୦ କିଲୋଗ୍ରାମ ବର୍ଗରେ ଭାଗ ନେଇ ସ୍ଵର୍ଣସ୍ବର୍ଣ ପଦକ ପାଇଥିଲେ । 
 
୨୦୧୪ ମସିହା ଗ୍ଲାସଗୋଠାରେ ହେଇଥିବା କମନୱେଲ୍ଥ କ୍ରିଡାରେ ସେ ଚମତ୍କାର ପ୍ରଦର୍ଶନ ଜରିଆରେ ଫାଇନାଲକୁ ପହଞ୍ଚି ଥିଲେ । ସେଥିରେ ସେ ହଋ ଯାଇ ରୌପ୍ୟ ପଦକ ପାଇଥିଲେ ।<ref>{{Cite web|title = Glasgow 2014 - Sakshi Malik Profile|url = http://g2014results.thecgf.com/athlete/wrestling/1022441/s_malik.html|website = g2014results.thecgf.com|accessdate = 2015-10-27|date = 2015-07-30}}</ref> ସେହି ବର୍ଷ ସେ ଟାସକେଣ୍ଟ  ଠାରେ ହେଇଥିବା ବିଶ୍ଵବିଶ୍ବ ଚମ୍ପିୟାନଶିପରେ କ୍ଵାଟରକ୍ବାଟର ଫାଇନାଲ ଯାଇ ପହଞ୍ଚିଥିଲେ ମଧ୍ୟ ପଦକ ପାଇ ନଥିଲେ । ୨୦୧୫ ମସିହା ଦୋହା ଏସୀୟ କ୍ରିଡାରେ ସେ ବ୍ରୋଞ୍ଜ ପଦକ ପାଇଥିଲେ ।<ref>{{Cite web|title = Sakshi Malik exits in quarterfinal of Freestyle women's 60kg on Day 3 of Wrestling World Championships at Tashkent - India at Sports|url = http://indiaatsports.in/news/2014/09/10/sakshi-malik-exits-in-quarterfinal-of-freestyle-womens-60kg-on-day-3-of-wrestling-world-championships-at-tashkent/1003974|website = India at Sports|accessdate = 2015-10-27|language = en|date = 2014-09-10}}</ref>
[[ଦିଲ୍ଲୀ]]ଠାରେ ସେ ପ୍ରୋ -ରେସଲିଙ୍ଗ ଲିଗରେ ସେ ପେଷାଦାର କୁସ୍ତିବିଦ ଭାବରେ ଭାଗ ନେଇଥିଲେ । <ref>http://www.prowrestlingleague.com/player/Sakshi_Malik_2017</ref>