"ସରସ୍ୱତୀ ସମ୍ମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{ଛୋଟ|Saraswati Samman}}
'''ସରସ୍ଵତୀସରସ୍ବତୀ ସମ୍ମାନ''', ଭାରତୀୟ ଭାଷାରେ ଉତ୍କୃଷ୍ଟ ସାହିତ୍ୟ ରଚନା ପାଇଁ ଦିଆଯାଉଥିବା ଏକ ବାର୍ଷିକ ପୁରସ୍କାର ଅଟେ । ଏହି ପୁରସ୍କାର [[ଭାରତୀୟ ସମ୍ବିଧାନ]]ର ସିଡୁଲ-୮ରେ ତାଲିକାଭୁକ୍ତ ଯେକୌଣସି ଭାଷା ପାଇଁ ଦିଆଯାଇଥାଏ । ଏହା ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନମାନଙ୍କ ଭିତରେ ଅନ୍ୟତମ । ଏହି ପୁରସ୍କାର ପାଇଁ ୭.୫ ଲକ୍ଷ ଟଙ୍କା, ପ୍ରଶସ୍ତି ପତ୍ର ଓ ଏକ ଫଳକ ପ୍ରଦାନ କରାଯାଏ <ref name="toi1">{{cite news|url=http://timesofindia.indiatimes.com/city/bangalore/Saraswati-Samman-for-writer-Bhyrappa/articleshow/7880219.cms|title=Saraswati Samman for writer Bhyrappa|newspaper= The Times of India, ପ୍ରଥମ ଅନୁଚ୍ଛେଦ|date=6 April 2011}}</ref>। ଏହା କେ.କେ. ବିର୍ଲା ଫାଉଣ୍ଡେସନଦ୍ଵାରାଫାଉଣ୍ଡେସନଦ୍ବାରା ୧୯୯୧ରେ ସ୍ଥାପିତ ହୋଇଥିଲା ।
== ବିଜେତା ==
* ୧୯୯୦ - ଇସ୍‌ମତ ଚୁଗ୍‌ତାଇ - ଉର୍ଦ୍ଧୁ ସାହିତ୍ୟ ପାଇଁ