"ସମଲେଶ୍ୱରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎କିମ୍ବଦନ୍ତୀ: clean up, replaced: କିମ୍ବଦନ୍ତି → କିମ୍ବଦନ୍ତୀ using AWB
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{Hdeity infobox| <!--Wikipedia:WikiProject Hindu mythology-->
| Image = Samlei Gudi (Samaleswari Temple).jpg
| Name = ସମଲେଇ (ସମଲେଶ୍ଵରୀସମଲେଶ୍ବରୀ)
| Affiliation = [[ଦୁର୍ଗା]]ଙ୍କର ଅବତାର
| God_of =
୧୧ କ ଧାଡ଼ି:
}}
 
'''ସମଲେଇ''' ବା '''ସମଲେଶ୍ଵରୀସମଲେଶ୍ବରୀ''' ଜଣେ [[ହିନ୍ଦୁ]] ଠାକୁରାଣୀ [[ଦୁର୍ଗା]]ଙ୍କର ଅନ୍ୟ ରୂପ । [[ଓଡ଼ିଶା]]ର [[ସମ୍ବଲପୁର]]ର [[ସମଲେଶ୍ଵରୀସମଲେଶ୍ବରୀ ମନ୍ଦିର]], [[ସୋନପୁର]]ର [[ସମଲେଶ୍ଵରୀସମଲେଶ୍ବରୀ ମନ୍ଦିର, ସୋନପୁର|ସମଲେଶ୍ଵରୀସମଲେଶ୍ବରୀ ମନ୍ଦିର]] ସେ ପୂଜା ପାଇଥାନ୍ତି ।
 
== କିମ୍ବଦନ୍ତୀ ==
 
== ବେଶ ==
=== ସମଲେଶ୍ଵରୀଙ୍କସମଲେଶ୍ବରୀଙ୍କ ଧବଳମୁଖୀ ବେଶ ===
ସମଲେଇ ପଶ୍ଚିମ ଓଡ଼ିଶାରେ ଆରାଧ୍ୟ ଦେବୀ ରୂପେ ପୂଜା ପାଇଥାନ୍ତି । ସେ ସିନ୍ଦୂର ମଣ୍ଡିତା ହୋଇଥାନ୍ତି ଓ ଗେରୁଆ ଲୁଗାରେ ଭୂଷିତ ହୋଇଥାନ୍ତି । [[ଆଶ୍ୱିନ]] [[ମାସ]] [[ଅମାବାସ୍ୟା]] (ମହାଳୟା) ଦିନ ଦେବୀ ସମଲେଇଙ୍କୁ ଶ୍ୱେତ ରୂପରେ ସଜ୍ଜିତ କରାଯାଇଥାଏ । ସମଲେଇଙ୍କର ଏହି ନିଆରା ବାର୍ଷିକ ରୂପକୁ "ଧବଳମୁଖୀ ବେଶ" ବା "ଗଙ୍ଗା ଦର୍ଶନ ବେଶ" କୁହାଯାଏ । [[ପୁଅଜିଉଁତିଆ]] ପାର୍ବଣ ଠାରୁ ସମଲେଇଙ୍କର ଷୋହଳ ପୂଜା ଆରମ୍ଭ ହୁଏ । ମହାଳୟା ପୂର୍ବ ଦିନ ସମଲେଇ ସତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେହି ଦିନ ମଧ୍ୟରାତ୍ରରେ ପୂଜକମାନେ ମନ୍ଦିର ଦ୍ୱାର ବନ୍ଦ କରି ଦେବୀଙ୍କୁ କର୍ପୁର ମିଶ୍ରିତ ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ, ଅଗୁର ପ୍ରଲେପ ଦେଇ ସମଲେଇଙ୍କୁ ଧବଳମୁଖୀ ବେଶରେ ସଜାଇଥାନ୍ତି । ସମଲେଇଙ୍କୁ ଦୁଇଦିନ ଧରି ଧବଳମୁଖୀ ବେଶରେ ରଖାଯାଏ ।
 
== ମନ୍ଦିର ==
* [[ସମଲେଶ୍ଵରୀସମଲେଶ୍ବରୀ ମନ୍ଦିର]], [[ସମ୍ବଲପୁର]]
* [[ସମଲେଶ୍ଵରୀସମଲେଶ୍ବରୀ ମନ୍ଦିର, ସୋନପୁର|ସମଲେଶ୍ଵରୀସମଲେଶ୍ବରୀ ମନ୍ଦିର]], [[ସୋନପୁର]]
== ଆହୁରି ଦେଖନ୍ତୁ ==
* [[ସମଲେଇ]]