"ସଦାଶିବ ଅମରାପୁରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ (Regular Character Changes)
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce)
ସଦାଶିବ ଜଣେ ସାମାଜିକ କର୍ମୀ ତଥା  ଦାତବ୍ୟ ବ୍ୟକ୍ତି ଭାବରେ ମଧ୍ୟ ତାଙ୍କ ସହରରେ ପରିଚିତ ଥିଲେ । ନରେନ୍ଦ୍ର ଧାବୋଲକର, ବାବା ଆଧବ , ଅଭିନେତା ଡାଃ ଶ୍ରୀରାମ ଲାଗୁ  ଙ୍କ ସହ ମିଶି ସେ ସମାଜର ଦଳିତ ଶ୍ରେଣୀ ଲୋକଙ୍କ ସହାୟତା ପାଇଁ ୫୦ ଲକ୍ଷ ଟଙ୍କା ସଂଗ୍ରହ କରି ଏକ ଟ୍ରଷ୍ଟ ସୃଷ୍ଟି କରିଥିଲେ ।
 
ଅନ୍ଧତ୍ଵଅନ୍ଧତ୍ବ ଦୂରୀକରଣ ଦିଗରେ ତାଙ୍କର ପ୍ରଚେଷ୍ଟା ମଧ୍ୟ ଉଲ୍ଲେଖନୀୟ ॰ଦଳିତ , ପତିତ ନାରୀ ମାନଙ୍କ ପାଇଁ ସେ ଅହମଦନଗରରେ ସଂସ୍ଥା ଖୋଲି ସେମାନଙ୍କ ପାଇଁ ବହୁତ ସହାୟତା ଯୋଗେଇଥିଲେ
 
ବିଶିଷ୍ଟ ସମାଜସେବିକା ମେଧା ପାଟକାରଙ୍କ "ନର୍ମଦା ବଞ୍ଚାଅ' ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ନିଭେଇଥିଲେ ।
 
ଟିଭି ସିରିୟାଲ 
* ରାଜ ସେ ସ୍ଵରାଜସ୍ବରାଜ 
* ଭାରତ ଏକ ଖୋଜe
* କୁଜାବାଡୁ 
୩୭,୫୭୯

ଗୋଟି ସମ୍ପାଦନା