"ସଂଯୁକ୍ତା ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଠିକ ଆଇଏସବିଏନ ଛାଞ୍ଚ ବ୍ୟବହାର
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୦ କ ଧାଡ଼ି:
| birth_place = [[ବ୍ରହ୍ମପୁର]], [[ଗଞ୍ଜାମ ଜିଲ୍ଲା]], [[ଓଡ଼ିଶା]]
| death_date = {{death date and age|1997|6|24|1944|8|24|df=y}}
| death_place = [[ଭୁବନେଶ୍ଵରଭୁବନେଶ୍ବର]], [[ଓଡ଼ିଶା]]
| occupation = [[ଓଡ଼ିଶୀ]]ନାଟଶିଳ୍ପୀ, [[ନାଟ ନିର୍ଦ୍ଦେଶିକା]]
| yearsactive = ୧୯୫୦-୧୯୯୭
୧୮ କ ଧାଡ଼ି:
}}
 
'''ସଂଯୁକ୍ତା ପାଣିଗ୍ରାହୀ''' (୨୪ ଅଗଷ୍ଟ ୧୯୪୪– ୨୪ ଜୁନ ୧୯୯୭) <ref>[http://www.odissivilas.org/panigrahi.htm Sanjukta at odissivilas]</ref> ଜଣେ ଭାରତୀୟ ନୃତ୍ୟଶିଳ୍ପୀ, ଯିଏ [[ଭାରତୀୟ ଶାସ୍ତ୍ରୀୟ ନାଟ]] [[ଓଡ଼ିଶୀ]]ର ଜଣେ ପ୍ରଧାନ ପ୍ରଚାରିକା ଥିଲେ । ସଂଯୁକ୍ତା ପ୍ରଥମ [[ଓଡ଼ିଆ ଲୋକ|ଓଡ଼ିଆ]] ନାରୀଭାବେ ପୁରାତନ ଶାସ୍ତ୍ରୀୟ ନାଟକୁ ଶିଶୁକାଳରୁ ଆଦରି ନେଇଥିଲେ ତଥା ଏହାର ପୁନରୁଦ୍ଧାର ଓ ଏହାକୁ ଦେଶବିଦେଶରେ ଆଦୃତ କରାଇବାରେ ମହତ୍ତ୍ଵପୂର୍ଣ୍ଣମହତ୍ତ୍ବପୂର୍ଣ୍ଣ ଭୂମିକା ବହନ କରିଥିଲେ । <ref>[http://www.indianexpress.com/res/web/pIe/ie/daily/19970625/17650503.html Sanjukta: the danseuse who revived Odissi] ''[[Indian Express]]'', June 25, 1997.</ref><ref name=ny>[http://query.nytimes.com/gst/fullpage.html?res=9404E7D81E30F935A35754C0A961958260 Sanjukta Panigrahi, Indian Dancer, 65] ''[[New York Times]]'', July 6, 1997.</ref>
<ref>{{cite book|last=panchastari|first=padachinha|title=75 barshare odisha|publisher=IIPM PRESS}}</ref>
 
ଓଡିଶୀ ନୃତ୍ୟକୁ ଭାରତ ସମେତ ସମଗ୍ର ବିଶ୍ବରେ ଆଦୃତ କରାଇବା ପାଇଁ ସେ ଭିନ୍ନ ଭିନ୍ନ ସ୍ଥାନ ଯେପରି ଆମେରିକା, ଫିଲିପାଇନ୍ସ, ୟୁନାଇଟେଡ୍ କିଙ୍ଗଡମ୍, ଇସ୍ରାଏଲ୍, ଗ୍ରୀସ୍, ପ୍ୟାରିସ୍ ତଥା ଅନ୍ୟାନ୍ୟ ଦେଶ ଗୁଡିକ ଭ୍ରମଣ କରି ସେଠାରେ ଓଡିଶୀ ନୃତ୍ୟର ପ୍ରଚାର କରିଥିଲେ | ତାଙ୍କ ନୃତ୍ୟ ପ୍ରତିଭା ଓ ନୃତ୍ୟକଳା ପ୍ରତି ଅବଦାନ ସ୍ଵରୁପସ୍ବରୁପ ତାଙ୍କୁ ୧୯୭୫ ମସିହାରେ ଭାରତର ଅନ୍ୟତମ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । ୧୯୭୬ରେ ମଧ୍ୟ ସେ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ । <ref>http://www.narthaki.com/info/profiles/profil48.html</ref>
 
== ପ୍ରାରମ୍ଭିକ ଜୀବନ ==