"ଷଠି ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୬ କ ଧାଡ଼ି:
|official_name =
|nickname = ନେଙ୍କୁଡ଼ିଆ ଷଠି
|observedby = ମାଆ ମାନଙ୍କ ଦ୍ଵାରାଦ୍ବାରା
|begins =
|ends =
୨୭ କ ଧାଡ଼ି:
 
===ଷଠି ବାଡ଼ିଆ===
ରାତିରେ, ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କ ରକ୍ଷାବିଧାନାର୍ଥ ତାଙ୍କ ପିଠିରେ ମାଆ ଆଦି ବର୍ଷୀୟସୀମାନେ ଧୀରେ ଧୀରେ ଆଘାତ କରନ୍ତି ଏହାକୁ ଷଠିବାଡ଼ିଆ କହନ୍ତି ଏତଦ୍ଵାରାଏତଦ୍ବାରା ଶିଶୁମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ଵାସବିଶ୍ବାସ । ଏହି ସମୟରେ ଆଘାତ କରୁଥିବା ମହିଳାମାନେ ବୋଲନ୍ତି: ଓଲୁଅ ପରି ବଢିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ - ବଜ୍ର ହୋ ! ବଜ୍ର ହୋ !<ref>ପଣ୍ଡିତସର୍ବସ୍ଵପଣ୍ଡିତସର୍ବସ୍ବ, ନୂତନ ଆଠମଲ୍ଲିକ ସଂସ୍କରଣ, 116 ପୃଷ୍ଠା</ref>
ଷଠି ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କହନ୍ତି ସ୍କନ୍ଦ ପୁରାଣରେ ଏ ଷଷ୍ଠୀର ନାମ ଚପେଟା ଷଷ୍ଠୀ ଓ ତିଥି ତତ୍ତ୍ଵରେତତ୍ତ୍ବରେ ଏ ଷଷ୍ଠୀର ନାମ ଅକ୍ଷୟାଷଷ୍ଠୀ । ଚପେଟୀର ଅର୍ଥ ଚାପୁଡ଼ା 'ଚପେଟୀଷଷ୍ଠୀ' ନାମରୁ ଅନୁମିତ ହୁଏ ଯେ, ବର୍ଷୀୟସୀମାନେ ପିଲାମାନଙ୍କ ପିଠିରେ ଯେଉଁ 'ଷଠି ବାଡ଼ିଆ' କରନ୍ତି ତହିଁ ସଙ୍ଗେ ଏ ନାମର କିଛି ସମ୍ପର୍କ ଅଛି ।<ref>{{cite web|url=http://dsalsrv02.uchicago.edu/cgi-bin/philologic/getobject.pl?c.39:54.praharaj|title=ଷଠି ଓଷା|publisher=|accessdate=24 March 2016}}</ref>
 
== ଆଧାର ==
"https://or.wikipedia.org/wiki/ଷଠି_ଓଷା"ରୁ ଅଣାଯାଇଅଛି