"ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing region
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୩୭ କ ଧାଡ଼ି:
ରାଜକୋଷରୁ ୬ଲକ୍ଷ ଟଙ୍କା ବ୍ୟୟ କରି ସେ [[ହଳଦିଆ (ମୟୂରଭଞ୍ଜ)|ହଳଦିଆ]] ଓ [[ହଳଡିହ (ମୟୂରଭଞ୍ଜ)|ହଳଡିହ]]ଠାରେ ସେ ରାଜକୋଷ ପାଣ୍ଠିରୁ ୬ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଜଳ ଜଳଭଣ୍ଡାର ସ୍ଥାପନ କରିଥିଲେ ।<ref>http://www.odisha.gov.in/portal/LIWPL/event_archive/Events_Archives/133MRB.pdf</ref> ତାଙ୍କ ରାଜ୍ୟରେ ଥିବା ଜଳପ୍ରପାତମାନଙ୍କରୁ ବିଦ୍ୟୁତ୍‌ ଉତ୍ପାଦନ କରିବା ପାଇଁ ସେ ପ୍ରୟାସୀ ହୋଇଥିଲେ ।
 
ଖଣ୍ଡବିଖଣ୍ଡିତ ଉତ୍କଳର ଏକୀକରଣ ତଥା ଭାଷାଭିତ୍ତିରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠନ କରିବା ପାଇଁ ଯେଉଁ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ଏବଂ ଉକ୍ତ କାର୍ଯ୍ୟରେ ଉତ୍କଳଗୌରବ ମଧୁସୂଦନଙ୍କୁ ଯେଉଁ କେତେଜଣ ମନିଷୀ ସହାୟତା କରିଥିଲେ, ସେମାନଙ୍କ ମଧ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଥିଲେ ଅଗ୍ରଗଣ୍ୟ । [[ମଧୁସୂଦନ ଦାସ]]ଙ୍କ ବଳିଷ୍ଠ ନେତୃତ୍ଵରେନେତୃତ୍ବରେ ସଂଗଠିତ ଏହି [[ଓଡ଼ିଆ ଭାଷା ଆନ୍ଦୋଳନ]]ରେ ଯୋଗଦାନ କରି ଭାଷା ଭିତ୍ତିରେ [[ଓଡ଼ିଶା|ସ୍ଵତନ୍ତ୍ରସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ]] ଗଠନରେ ସେ ସଚଳ ଯୋଗଦାନ କରିଥିଲେ । ଇଂରେଜମାନେ ୧୮୦୩ ମସିହାରେ ଓଡ଼ିଶାକୁ ଅଧିକାର କରିଥିଲେ। ଠିକ୍‌ ତା’ର ୧୦୦ବର୍ଷ ପରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିବା ପାଇଁ ୧୯୦୩ ମସିହା ଡିସେମ୍ବର ମାସ ୩୦ ତାରିଖରେ [[ଉତ୍କଳ ସମ୍ମିଳନୀ]]ର ପ୍ରଥମ ଅଧିବେଶନ ବସିଥିଲା । ଶ୍ରୀରାମ ଚନ୍ଦ୍ର [[ଉତ୍କଳ ସମ୍ମିଳନୀ|ଉତ୍କଳ ସମ୍ମିଳନୀର]] ପ୍ରଥମ ଅଧିବେଶନରେ ସଭାପତିତ୍ଵସଭାପତିତ୍ବ କରିଥିଲେ । ଏହି ସମ୍ମିଳନୀର କଠୋର ପରିଶ୍ରମ ବଳରେ [[ଓଡ଼ିଶା ଦିବସ|୧୯୩୬ ଏପ୍ରିଲ ପହିଲା]]ରେ [[ଓଡ଼ିଶା|ସ୍ଵତନ୍ତ୍ରସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ]] ଗଠିତ ହୋଇଥିଲା ।
ମହାରାଜା ଶ୍ରୀରାମଚନ୍ଦ୍ର ମାତୃଭୂମି ଓଡ଼ିଶାକୁ ଏପରି ପ୍ରାଣର ସହିତ ଭଲ ପାଉଥିଲେ ତାହା ତାଙ୍କର ସେହି ସମୟର ବତ୍କୃତାରୁ ଜଣାପଡ଼େ। ସେ କହିଥିଲେ “ସ୍ୱଦେଶ ପ୍ରତି ଯେପରି ସ୍ନେହ, ସେହିପରି ମାତୃଭାଷା ପ୍ରତି ସ୍ନେହ କରିବା ଦରକାର। ଓଡ଼ିଆ ଭାଷାର ଯେତେ ଦୂର ଉନ୍ନତି ହେବା କଥା ସେତେ ଦୂର ଉନ୍ନତି ହୋଇ ନାହିଁ ତଥାପି ଉତ୍କଳର ସାହିତ୍ୟାକାଶରେ ଉଜ୍ଜଳ ତାରକାର ଅଭାବ ନାହିଁ।” ଏଥିରୁ ଶ୍ରୀରାମଚନ୍ଦ୍ରଙ୍କର ସ୍ୱଦେଶ ପ୍ରୀତି ଫୁଟି ଉଠିଛି। ରାଜକୁଳରେ ଜନ୍ମ ହୋଇ ମଧ୍ୟ ସେ ଅତ୍ୟନ୍ତ ସରଳ, ନମ୍ର, ସାହସୀ ଓ ପରମ ଜ୍ଞାନୀ ଥିଲେ । ଧନ-ସମ୍ପଦ ମଧ୍ୟରେ ବଢ଼ି ରାଜ ସିଂହାସନରେ ବସି ମଧ୍ୟ ଶ୍ରୀରାମଚନ୍ଦ୍ର ଦିନେ ହେଲେ ଦେଶବାସୀଙ୍କ ଠାରୁ ଅଲଗା ବୋଲି ମନେ କରୁନଥିଲେ । ତାଙ୍କର ଦେଶପ୍ରୀତିର ପଟ୍ଟାନ୍ତର ନାହିଁ। ସର୍ବଧର୍ମ ସମନ୍ୱୟ ମତବାଦ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଥିଲା । ସେ କହୁଥିଲେ, “ହିନ୍ଦୁ ହେଉ ଅଥବା ମୁସଲମାନ ହେଉ, କି ଖ୍ରୀଷ୍ଟିଆନ କି ବୌଦ୍ଧ ବା ଅପର ଧର୍ମାବଲମ୍ବୀ ହେଉ, ସମସ୍ତେ ଏକ ପରମେଶ୍ୱରଙ୍କ ସନ୍ତାନ।”