"ଶକୁନ୍ତଳା ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୪ କ ଧାଡ଼ି:
'''ଶକୁନ୍ତଳା ଦେବୀ''' (ନଭେମ୍ବର ୪, ୧୯୨୯ - ୨୧ ଏପ୍ରିଲ, ୨୦୧୩) ଜଣେ ଭାରତୀୟ ଗଣିତଜ୍ଞ ଓ ବିସ୍ମୟକାରୀ ମାନସିକ ସଂଖ୍ୟା ଗଣକ ଥିଲେ, ଯିଏ '''ମାନବ କମ୍ପୁଟର''' ନାମରେ ମଧ୍ୟ ପ୍ରସିଦ୍ଧ ଥିଲେ । ତାଙ୍କର ଜନ୍ମ [[ବେଙ୍ଗାଲୁରୁ]]ଠାରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ହୋଇଥିଲା ।
== ଜୀବନୀ ==
[[ବାଙ୍ଗାଲୋର]]ର ଏକ ନୈଷ୍ଠିକ କନ୍ନଡ ବ୍ରାହ୍ମଣ ପରିବାରରେ ନଭେମ୍ବର ୪, ୧୯୨୯ ମସିହାରେ ଶକୁନ୍ତଳା ଦେବୀଙ୍କ ଜନ୍ମ ।<ref name=TIME>{{cite news |title=Science: Numbers Game |url=http://www.time.com/time/magazine/article/0,9171,822325,00.html |newspaper=Time |date=14 July 1952 |accessdate=9 July 2013}}</ref> ତାଙ୍କ ପିତା ଜଣେ ମନ୍ଦିର ପୁଜାରୀ ହେବା ପାଇଁ ରାଜି ନ ହୋଇ ଗୋଟିଏ ସର୍କସ ଦଳରେ ଯୋଗ ଦେଇଥିଲେ ।<ref name=BANGALORE>{{cite news |title=She made learning maths as thrilling as magic |author1=Aditi Mishra |author2=Siddarth Kumar Jain |url=http://www.bangaloremirror.com/bangalore/others/She-made-learning-maths-as-thrilling-as-magic/articleshow/21204048.cms?&subsite= |newspaper=The Bangalore Mirror |date=22 April 2013 |accessdate=9 July 2013}}</ref> ଶକୁନ୍ତଳାଙ୍କୁ ଯେତେବେଳେ ମାତ୍ର ତିନି ବର୍ଷ ବୟସ, ଏକ ତାସ୍‌ ମ୍ୟାଜିକ ଶିଖାଇବାକୁ ଯାଇ ତାଙ୍କ ପିତା ଝିଅର ସଂଖ୍ୟାଗୁଡିକୁ ମନେରଖିବାର ଅଦ୍ଭୁତ କ୍ଷମତା ଲକ୍ଷ୍ୟ କରିପାରିଲେ । ପିତା ସର୍କସ ଛାଡି ଶକୁନ୍ତଳାଙ୍କୁ ନେଇ ତାଙ୍କର ଅଦ୍ଭୁତ ଗଣନା ଶକ୍ତି ପ୍ରଦର୍ଶନ କରିବା ନିମିତ୍ତ ରାସ୍ତାଘାଟରେ ଗଣିତ ଖେଳ ଦେଖାଇବା ଆରମ୍ଭ କଲେ । ଶକୁନ୍ତଳା ସେତେବେଳେ କୌଣସି ପ୍ରକାର ଔପଚାରିକ ଶିକ୍ଷା ଲାଭ କରି ନ ଥିଲେ । ଛଅବର୍ଷ ବେଳକୁ ସେ ମାନସିକ ଗଣନା ତଥା ମନେ ରଖିବାର ଅଦ୍ଭୁତ ଦକ୍ଷତା [[ମହୀଶୂର ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]]ରେ ପ୍ରଦର୍ଶନ କରିଥିଲେ ।
 
୧୯୪୪ରେ ଶକୁନ୍ତଳା ବାପାଙ୍କ ସହ ଲଣ୍ଡନ ଯାତ୍ରା କଲେ ।<ref name=YAHOO>{{cite news |title=India's math wizard, Shakuntala Devi |url=http://in.news.yahoo.com/india-s-math-wizard--shakuntala-devi-102612575.html |newspaper=Yahoo! India News |date=22 April 2013 |accessdate=9 July 2013}}</ref>
 
==ସଫଳତା ଓ ସମ୍ମାନ==
* ଫିଲିପାଇନ୍‌ସ ୟୁନିଭରସିଟିଦ୍ଵାରାୟୁନିଭରସିଟିଦ୍ବାରା ୧୯୬୯ ମସିହାର '''ବର୍ଷର ଅତି ବିଶିଷ୍ଟ ମହିଳା''' ସମ୍ମାନ ସହ ସ୍ଵର୍ଣ୍ଣସ୍ବର୍ଣ୍ଣ ପଦକ ଲାଭ ।
* ୧୯୮୮ରେ ୱ୍ଵାସିଂଟନ୍ୱ୍ବାସିଂଟନ୍ D.C.ଠାରେ ଭାରତର ତତ୍କାଳୀନ ରାଷ୍ଟ୍ରଦୂତଙ୍କଦ୍ଵାରାରାଷ୍ଟ୍ରଦୂତଙ୍କଦ୍ବାରା '''ରାମାନୁଜ ଗାଣିତିକ ପ୍ରତିଭା'''(Ramanujan Mathematical Genius) ସମ୍ମାନରେ ସମ୍ମାନିତ । <ref name=bhabanaaustralia>{{cite web|title=About Shakuntala Devi|url=http://www.bhavanaustralia.org/Bhavan%20Weekly%20119/shakuntala%20Devi.pdf|accessdate=5 November 2015}}</ref>
 
== ବହି ==