"ଲିପି ଶିକ୍ଷାକେନ୍ଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{ଛୋଟ|Lipi Sikshakendra}}
'''ଲିପି ଶିକ୍ଷାକେନ୍ଦ୍ର''', [[ଓଡ଼ିଶା ସରକାର]]ଙ୍କଦ୍ଵାରାଙ୍କଦ୍ବାରା ୨୦୦୩ ମସିହାରେ ପ୍ରତିଷ୍ଠିତ ଏକ ଶିକ୍ଷାନୁଷ୍ଠାନ । ଏହା [[ଓଡ଼ିଶା]]ର ସୀମାନ୍ତବର୍ତ୍ତୀ ରାଜ୍ୟ [[ଝାଡ଼ଖଣ୍ଡ]], [[ଛତିଶଗଡ଼]], [[ପଶ୍ଚିମ ବଙ୍ଗ]] ଓ [[ଆନ୍ଧ୍ର ପ୍ରଦେଶ]]ରେ କାର୍ଯ୍ୟ କରେ ।<ref>http://www.newindianexpress.com/states/odisha/article331081.ece</ref> ଏଠାରେ [[ଓଡ଼ିଆ ଭାଷା]] କେବଳ କହିପାରୁଥିବା ଓ ଲେଖିପଢି ପାରୁନଥିବା ଲୋକଙ୍କୁ ଲିପି ଶିଖାଯାଇ, ସେମାନଙ୍କୁ ଓଡ଼ିଆ ପଢିବା ଲେଖିବାରେ ସମର୍ଥ କରାଯାଏ । [[ଉତ୍କଳ ସମ୍ମିଳନୀ]] ଏହି ଅନୁଷ୍ଠାନର ପରିଚାଳନା ଦାୟିତ୍ଵରେଦାୟିତ୍ବରେ ଅଛି ।<ref>http://www.newindianexpress.com/states/odisha/No-salary-for-Odia-teachers-infrastructure-for-border-schools/2013/04/18/article1550134.ece</ref>
 
ସମୁଦାୟ ୫୯୪ଟି କେନ୍ଦ୍ର ମଧ୍ୟରୁ ବର୍ତ୍ତମାନ ଝାଡ଼ଖଣ୍ଡରେ ୧୪୫ଟି, ଛତିଶଗଡ଼ରେ ୧୯୨ଟି, ପଶ୍ଚିମ ବଙ୍ଗରେ ୧୩୫ଟି ଓ ଆନ୍ଧ୍ର ପ୍ରଦେଶରେ ୧୨୨ଟି ଲିପି ଶିକ୍ଷାକେନ୍ଦ୍ର ଚାଲୁଅଛି । ଏହି ଅନୁଷ୍ଠାନର ପରିଚାଳନା ପାଇଁ ଅର୍ଥ ଓଡ଼ିଶା ସରକାର ଦେଇଥାନ୍ତି ଓ ପ୍ରତ୍ୟେକ ରାଜ୍ୟ ପାଇଁ [[ଓଡ଼ିଶା ବିଧାନ ସଭା|ବିଧାନ ସଭା ପକ୍ଷରୁ]] ଭିନ୍ନ ଭିନ୍ନ କମିଟି ରହିଛି । ଏହି କେନ୍ଦ୍ରରେ ଶିକ୍ଷାର୍ଥୀମାନଙ୍କ ପାଇଁ କୌଣସି ବୟସ ସୀମା ନାହିଁ । ଦୈନିକ ଏକ ଘଣ୍ଟା ଶିକ୍ଷାଦାନ କରାଯାଏ । ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ମାସକୁ ୩୦୦୦ଟଙ୍କା ଦରମା ଦିଆଯାଏ ।<ref>{{cite news|title=ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଶିଖାଉଛି ଲିପି ଶିକ୍ଷାକେନ୍ଦ୍ର|accessdate=10 May 2016|newspaper=ପ୍ରମେୟ ୦୮/୦୫/୨୦୧୬ ପୃଷ୍ଠା ୧୪}}</ref>