"ଲିଥିୟମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{ଛୋଟ|Lithium}}
{{Infobox lithium}}
'''ଲିଥିୟମ''' (ଏହା [[ଗ୍ରୀକ ଭାଷା|ଗ୍ରୀକ]] ଶବ୍ଦ ''ଲିଥୋସ୍ / Lithos''ରୁ ଅସିଛିମାନେ 'ପଥର') ହେଉଛି ଏକ ନରମ, ରୂପା ଭଳି ଧଳା ଦେଖାଯାଉଥିବା [[ଧାତୁ]] ଯାହାର ପ୍ରତୀକ <big>Li</big> ଓ [[ପରମାଣୁ କ୍ରମାଙ୍କ]] ୩ ଅଟେ । ଏହା ଏତେ ନରମ ଯେ ଏହାକୁ ଛୁରିଦ୍ଵାରାଛୁରିଦ୍ବାରା ମଧ୍ୟ କଟା ଯାଇପାରିବ । ଏହା ଅନ୍ୟ ଧାତୁ ଗୁଡ଼ିକ ମଧ୍ୟରେ ସବୁଠାରୁ ହାଲୁକା କିନ୍ତୁ ଏହା ସାନ୍ଧ୍ରତା (density) [[ଜଳ]]ର ଅର୍ଦ୍ଧେକ ଅଟେ । ( [[ବିଗ୍ ବ୍ୟାଙ୍ଗ୍‌]]ର ପ୍ରଥମ କ୍ଷଣରେ ତିଆରି ତିନୋଟି ଧାତୁ ଭିତରୁ ଲିଥିୟମ ଅନ୍ୟତମ । ଅନ୍ୟଦୁଇଟି ହେଲେ [[ଉଦଜାନ]] ଓ [[ହିଲିଅମ]] - ଜୋତିର୍ବିଦଙ୍କ ଅନୁସାରେ ଏହି ଦୁଇଟି ମୌଳିକର ପରିମାଣ ଲିଥିୟମ ଠାରୁ ଅନେକ ଗୁଣରେ ଅଧିକ । )
 
== ଧର୍ମ ==
୯ କ ଧାଡ଼ି:
== ଇତିହାସ ==
[[File:Arfwedson Johan A.jpg|thumb|left|Johan August Arfwedson is credited with the discovery of lithium in 1817]]
ପେଟାଲାଇଟ (Petalite - LiAlSi4O10), ଯେଉଁଥିରେ ଲିଥିୟମ ରହିଥାଏ, [[ବ୍ରାଜିଲ|ବ୍ରାଜିଲୀୟ]] ବୈଜ୍ଞାନିକ Jose Bonifacio de Andrade e Silva ୧୭୦୦ ଶତାବ୍ଦୀର ଶେଷ ଆଡକୁ ତାଙ୍କର [[ସ୍ଵୀଡ଼େନସ୍ବୀଡ଼େନ]] ଗସ୍ତ ବେଳେ ଆବିଷ୍କାର କରିଥିଲେ । [[Johan August Arfwedson|ଜୋହାନ ଅଗଷ୍ଟ ଆର୍ଫ୍ଵେଡ଼ସନ୍‌ଆର୍ଫ୍ବେଡ଼ସନ୍‌]] ୧୮୧୭ରେ ଲିଥିୟମ ଆବିଷ୍କାର କରିଥିଲେ । Arfwedson found the new element within the minerals spodumene and lepidolite in a petalite ore (LiAl(Si2O5)2) that he was analyzing during a routine investigation of some minerals from a mine on the island Uto in Sweden. In 1818 Christian Gmelin was the first to observe that lithium salts give a bright red colour in flame. Both men tried and failed to isolate the element from its salts.
The element was not isolated until William Thomas Brande and Sir Humphry Davy later used electrolysis on lithium oxide in 1818. Robert Bunsen and Matiessen isolated larger quantities of the metal by electrolysis of lithium chloride in 1855. Commercial production of lithium metal was achieved in 1923 by the German company Metallgesellschaft through using electrolysis of molten lithium chloride and potassium chloride. It was apparently given the name "lithium" because it was discovered from a mineral while other common alkali metals were first discovered from plant tissue.
 
"https://or.wikipedia.org/wiki/ଲିଥିୟମ"ରୁ ଅଣାଯାଇଅଛି