"ଲିଓନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ ) |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୪୪ କ ଧାଡ଼ି:
}}
'''ଲିଓନ''' ହେଉଛି ଏକ ପ୍ରାଚୀନ ତଥା ଐତିହାସିକ ସହର।ପୂର୍ବ କେନ୍ଦ୍ରୀୟ [[ଫ୍ରାନ୍ସ]]ର [[ରୋନ]]-[[ଆଲପସ]] ଅଞ୍ଚଳ ଅନ୍ତର୍ଗତ [[ପ୍ୟାରିସ]] ଓ [[ମର୍ଶାଇଲ]] ମଧ୍ୟରେ ଏହା ଅବସ୍ତିତ।[[ପ୍ୟାରିସ]]ଠାରୁ ଏହାର ଦୂରତା ୪୭୦କିମି ଓ [[ମର୍ଶାଇଲ]] ଠାରୁ ୩୨୦କି.ମି। ଲିଓନ ହେଉଛି ରୋନ୍ ଅଞ୍ଚଳ ତଥା ରୋନ୍ ଅଞ୍ଚଳର ରାଜଧାନୀ ।ଅଷ୍ଟାଦଶ ଓ ଊନ୍ନବିଂଶ ଶତାବ୍ଦୀରେ ଏଠାରେ ଆଧୁନିକ ସହରର ମୂଳଦୁଆ ପଡ଼ିଥିଲା।ପରେ ଲୋକସଂଖ୍ୟା ବୃଦ୍ଧି ଓ ସହରର ବିକାଶ ଘଟି ତାହା [[ଫ୍ରାନ୍ସ]]ର
== ଇତିହାସ ==
ଲିଓନ ସହରର ଇତିହାସ ଅତି ପୁରୁଣା।ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ରୋମାନ ମାନେ ଏହି ସହର ପ୍ରତିଷ୍ଠା କରିଥିଲେ।ଦୁଇଟି ପାହଡ଼ ଯଥା ପୂର୍ବରେ ଫୌରଭିଅର ଏବଂ ପଶ୍ଚିମରେ କ୍ରକ୍ସରୌସ ଏବଂ ଦୁଇଟି ନଦୀ ଯଥା ରୋନ୍ ଓ ସାଓନ୍ଙ୍କ ସଙ୍ଗମ ସ୍ଥଳକୁ ନେଇ ଏହି ସହର ଗଢି଼ ଉଠିଛି।
୫୯ କ ଧାଡ଼ି:
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ଶ୍ରେଣୀ:
|