"ଲଲିତ ମାକେନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- କୁ +କୁ )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨ କ ଧାଡ଼ି:
'''ଲଳିତ ମାକେନ , '''ଜଣେ ଭାରତୀୟ ପାର୍ଲିଆମେଣ୍ଟ ସଦସ୍ୟ ତଥା [[ଭାରତୀୟ ଜାତୀୟ କଂଗ୍ରେସ]]ର ରାଜନେତା ଥିଲେ । ସେ ଭୂତପୂର୍ବ ରାଷ୍ଟ୍ରପତି [[ଶଙ୍କର ଦୟାଲ ଶର୍ମା]]ଙ୍କ ଜାମାତା ଥିଲେ । ଲଳିତ ମାକେନ ଜଣେ ଟ୍ରେଡ ଇଉନିଅନ ନେତା ଭାବରେ ପରିଚିତ ଥିଲେ ।
 
୧୯୮୪ରେ ସେ ପ୍ରଥମ କରି [[ଲୋକ ସଭା]]କୁ ଦକ୍ଷିଣ ଦିଲ୍ଲୀ ଆସନରୁ ବିଜୟୀ ହେଇ ନିର୍ବାଚିତ ହେଇଥିଲେ । ତରୁଣ ବୟସରୁ ନିଜର ନେତୃତ୍ଵନେତୃତ୍ବ ଦକ୍ଷତା ପ୍ରତିପାଦନ କରିଥିବା ଲଳିତ ପାର୍ଲିଆମେଣ୍ଟକୁ ଆସିବା ଆଗରୁ ଦିଲ୍ଲୀ ମେଟ୍ରୋପଲିଟାନର ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ ହେଇଥିଲେ । ସେ ପରେ ଭରତ ସରକାରଙ୍କ କ୍ରିଡା ଓ ଯୁବକଲ୍ୟାଣ ବିଭାଗରେ ମନ୍ତ୍ରୀ ପଦରେ ଥିଲେ ।
 
== ୧୯୮୪ ଶିଖ ଦଙ୍ଗା ==
୧୧ କ ଧାଡ଼ି:
 
== ପରିବାର ==
ଲଳିତ, ତାଙ୍କର ପତ୍ନୀ ଗୀତାଞ୍ଜଳିଙ୍କ ହତ୍ୟା ହେଲା ପରେ ତାଙ୍କର ଏକ ମାତ୍ର କନ୍ୟା ଅବନ୍ତିକା ମାକେନ ବର୍ତମାନ ଜୀବିତ ଓ ସେ ବର୍ତମାନ ପ୍ରାକ୍ତନ ପାର୍ଲିଆମେଣ୍ଟ ସଦସ୍ୟ ଅଶୋକ ତନ୍ଵରଙ୍କତନ୍ବରଙ୍କ ପତ୍ନୀ ।
 
==ଆଧାର==