"ଲଘିଷ୍ଠ ସାଧାରଣ ଗୁଣିତକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨ କ ଧାଡ଼ି:
{{ଛୋଟ|Least common multiple}}
 
ପାଟିଗଣିତ ତଥା ସଂଖ୍ୟାତତ୍ତ୍ୱରେ ଅନ୍ତତଃ ଦୁଇଟି ପୂର୍ଣ୍ଣାଙ୍କର ( ଯଥା 'କ' ଓ 'ଖ' ) '''ଲଘିଷ୍ଠ ସାଧାରଣ ଗୁଣିତକ''' ('''LCM''' ବା '''ଲ. ସା. ଗୁ.''' )ହେଉଛି ସେହି କ୍ଷୁଦ୍ରତମ ଧନାତ୍ମକ ସଂଖ୍ୟା ଯାହା ଉଭୟ 'କ' ଓ 'ଖ'ଦ୍ୱାରା ବିଭାଜ୍ୟ ।.<ref>Hardy & Wright, § 5.1, p. 48</ref> ସେହିପରି ଦୁଇରୁ ଅଧିକ ପୂର୍ଣ୍ଣାଙ୍କର '''ଲ. ସା. ଗୁ.''' ହେବ ସେହି କ୍ଷୁଦ୍ରତମ ଧନାତ୍ମକ ସଂଖ୍ୟା ଯାହା ନିଆଯାଇଥିବା ପ୍ରତ୍ୟେକ ସଂଖ୍ୟାଦ୍ଵାରାସଂଖ୍ୟାଦ୍ବାରା ବିଭାଜ୍ୟ ହେବ ।<ref name="math.com">{{cite web|title=Least common multiple (LCM)|url=http://www.math.com/school/subject1/lessons/S1U3L3DP.html|accessdate=11 June 2018}}</ref> ଯେହେତୁ ଶୁନ୍ୟଦ୍ୱାରା ଗାଣିତିକ ବିଭାଜନ ଏକ ଅସମ୍ଭବ ପ୍ରକ୍ରିୟା, ଅଣଶୁନ୍ୟ ସଂଖ୍ୟାମାନଙ୍କର ହିଁ ଲଘିଷ୍ଠ ସାଧାରଣ ଗୁଣିତକ ନିର୍ଣ୍ଣୟ କରାଯାଇପାରିବ ।<ref name="auto">{{harvtxt|Long|1972|p=39}}</ref> ତଥାପି କେତେକ ଗାଣିତିକଙ୍କ ମତରେ 'କ' (ଅନଶୁନ୍ୟ ସଂଖ୍ୟା) ଏବଂ ଶୁନ୍ୟ (୦)ର '''ଲ. ସା. ଗୁ.''' ଶୁନ୍ୟ (୦) ହେବ ।
== ଗାଣିତିକ ପ୍ରୟୋଗ ==
* ଭଗ୍ନାଂଶ ଗୁଡିକର ଯୋଗ/ବିଯୋଗ ପ୍ରକ୍ରିୟାରେ ହରମାନଙ୍କର ଲସାଗୁ ହେବ ଯୋଗଫଳର ଲସାଗୁ ।