"ଲକ୍ଷ୍ମୀ ବରାହ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{ଆଧାର ନାହିଁ}}
 
'''ଶ୍ରୀ ଲକ୍ଷ୍ମୀ ବରାହ ସ୍ଵାମୀସ୍ବାମୀ ମଦିର ଭାରତୀୟ ରାଜ୍ୟ ଓଡ଼ିଶାର [[କେନ୍ଦ୍ରାପଡ଼ା ଜିଲ୍ଲା|କେନ୍ଦ୍ରପଡା]] ଜିଲ୍ଲାରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର । ଏଠାରେ ବିଷ୍ଣୁଙ୍କ ବରାହ ଅବତାରଙ୍କୁ ଆରାଧନା କରାଯାଏ । '''
 
== ଭୌଗୋଳିକ ଅବସ୍ଥିତି ==
ଏହି ମନ୍ଦିର ବ୍ରାହ୍ମଣୀ ନଦୀ ସନ୍ନିକଟରେ ଅବସ୍ଥିତ । ଅଉଳ ତହସିଲରୁ ଏହାର ଦୁରତ୍ଵଦୁରତ୍ବ 1 କିଲୋମିଟର । ଅଉଳ ତହସିଲ ଭୁବନେଶ୍ଵରଭୁବନେଶ୍ବର ଠାରୁ 146 କିଲୋମିଟର ଦୂର ଓ ଏହାର ନିକଟବରତି ରେଳ ଷ୍ଟେସନ ଭଦ୍ରକଠାରେ ଅବସ୍ଥିତ । । on the Chennai–Howrah railway route.<ref>{{Cite web|url=https://www.google.com/maps/place/Sri+Lakshmi+Varaha+Swamy+Temple/@20.6833557,86.6455543,16z/data=!4m6!1m3!3m2!1s0x0:0x2324d69133881d31!2sSri+Lakshmi+Varaha+Swamy+Temple!3m1!1s0x0:0x2324d69133881d31|title=Google Maps|website=Google Maps|access-date=2016-05-04}}</ref>
 
== କିମ୍ବଦନ୍ତୀ ==
Tଅଉଳ  ର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହଙ୍କ ଭକ୍ତ ଥିଲେ । ସେ ଯାଜପୁରଠାରେ ଥିବା ମାଁ ବିରଜା ପୀଠକୁ ନିୟମିତ ଦର୍ଶନା ପାଇଁ ଯାଉଥିଲେ । ଥରେ ନଦୀରେ ବନ୍ୟା ଆସିବା ଯୋଗୁ ସେ ଯାଇ ପାରିଲେ ନାହି । ସେ ରାତିରେ ସ୍ଵପ୍ନରେସ୍ବପ୍ନରେ ଭଗବାନ ତାଙ୍କ ନିକଟକୁ ଆସୁଥିବାର ଦେଖି ନଦୀ ଟିରକୁ ଘୋଡାରେ ଗଲେ । ସେତୁ ଫେରିବା ବଲେ ତାଙ୍କ ପଛରେ ଭଗବାନ ଆସୁଥିବାର ପଦ ଶବ୍ଦ ଶୁଣୁଥିଲେ । ଯେଉଁ ସ୍ଥାନରେ ପଦ ଶବ୍ଦ ବନ୍ଦ ହେଲା ରାଜା ସେହି ସ୍ଥାନରେ ପୂଜା ଅର୍ଚନା କରି ଏଠାରେ ମନ୍ଦିର ନିର୍ମାଣ କରେଇଲେ । ବର୍ତମାନର ମନ୍ଦିର 20 ଶ ଶତାବ୍ଦୀରେ ରାଜା ବ୍ରଜସୁନ୍ଦର ଦେବାଙ୍କଦ୍ଵାରାଦେବାଙ୍କଦ୍ବାରା ପୁନର୍ନିର୍ମିତ ହେଇଥିଲା ।  
 
== ଯାନୀ ଯାତ୍ରା ==
* ବଜାର ଦ୍ଵାଦଶୀଦ୍ବାଦଶୀ ,ଅବତାର ଦିବସରେ ଏଠାରେ ଲକ୍ଷ୍ୟାଧିକ ଲୋକଙ୍କ ସମାରୋହ ହେଇଥାଏ । 
* ଦୋଳ ଯାତ୍ରା ମଧ୍ୟ ଖୁବ ଯାକ ଜମକରେ ହୁଏ 
* ରଜ ପର୍ବ