"ରାମଚନ୍ଦ୍ର ପ୍ରତିହାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୮ କ ଧାଡ଼ି:
| nationalfilmawards =
}}
'''ରାମଚନ୍ଦ୍ର ପ୍ରତିହାରୀ''' [[ଓଡ଼ିଆ କଥାଚିତ୍ର ଜଗତ]] ଓ ରଙ୍ଗମଞ୍ଚର ଜଣେ ଜଣାଶୁଣା ଅଭିନେତା ଓ ନିର୍ଦ୍ଦେଶକ । ସେ ୨୦୦ରୁ ଅଧିକ ନାଟକରେ ଅଭିନୟ, ୧୦୦ରୁ ଉର୍ଦ୍ଧ୍ଵଉର୍ଦ୍ଧ୍ବ ନାଟକରେ ନିର୍ଦ୍ଦେଶନା, ୨୦ରୁ ଉର୍ଦ୍ଧ୍ଵଉର୍ଦ୍ଧ୍ବ ଓଡ଼ିଆ କଥାଚିତ୍ର ଓ ଗୋଟିଏ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି । ସେ ୧୯୫୭ରୁ [[ଆକାଶବାଣୀ କଟକ|ଆକାଶବାଣୀର]] ଜଣେ ସ୍ଵୀକୃତିପ୍ରାପ୍ତସ୍ବୀକୃତିପ୍ରାପ୍ତ ଅଭିନେତା ଅଟନ୍ତି ।
 
ରାମଚନ୍ଦ୍ର, ଅଭାବ ଅନଟନ ଯୋଗୁ ବେଶି ପାଠ ପଢି ପାରିନଥିଲେ । ପିଲାଦିନରୁ ସଙ୍ଗୀତ ପ୍ରତି ରୁଚି ରହିଥିଲା । ୧୯୫୧ ମସିହାରେ, "ଉତ୍କଳ ନାଟ୍ୟ ସଂଘ" ଅନୁଷ୍ଠାନ ଆନୁକୁଲ୍ୟରେ ପୌରାଣିକ ନାଟକ "କର୍ଣ୍ଣାଜୁନ"ରେ ସେ ଶକୁନି ଭୂମିକାରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ । ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ସେ [[ଜଗନ୍ନାଥ ମନ୍ଦିର]]ରେ ଜଣେ ସୁପକାର ଭାବରେ କାମ କରିଥିଲେ ।
୩୮ କ ଧାଡ଼ି:
* କଂସାକବାଟ
* ବାଡୁଅ ଝିଅ
* ସିଂହଦ୍ବାର
* ସିଂହଦ୍ଵାର
* ବାଇଶି ପାହାଚ
* ସୁନା ପଞ୍ଜୁରୀ
* ସ୍ବର୍ଣ୍ଣଚମ୍ପା
* ସ୍ଵର୍ଣ୍ଣଚମ୍ପା
* ଚିଡିଆଖାନା
* ଦେବଯାନୀ
୫୧ କ ଧାଡ଼ି:
 
== କଥାଚିତ୍ର ଜୀବନ ==
୧୯୬୨ ମସିହାରେ [[ନୂଆ ବୋଉ]] କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ରାମଚନ୍ଦ୍ର, ବର୍ତ୍ତମାନ ସୁଦ୍ଧା ୨୪ରୁ ଅଧିକ [[:ଶ୍ରେଣୀ: ଓଡ଼ିଆ ସିନେମା|ଓଡ଼ିଆ କଥାଚିତ୍ର]]ରେ ଅଭିନୟ କରିସାରିଛନ୍ତି ।<ref>{{cite news|title=ପରିଚୟ ଦେଇଛି ଶକୁନି ଭୂମିକା|url=http://www.dharitri.com/Bhubaneswar/260716/p11.htm|accessdate=26 July 2016|newspaper=ଧରିତ୍ରୀ ୨୬/୦୭/୨୦୧୬ ଭୁବନେଶ୍ଵରଭୁବନେଶ୍ବର ସଂସ୍କରଣ ପୃଷ୍ଠା ୧୧}}</ref>
 
=== ଅଭିନୀତ ଓଡ଼ିଆ କଥାଚିତ୍ର ===