"ରାମଚଣ୍ଡୀ ମନ୍ଦିର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା) |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୯ କ ଧାଡ଼ି:
କୋଣାର୍କ ମନ୍ଦିରଠାରୁ ପ୍ରାୟ ଛଅ-ସାତ କି.ମି. ଦୂରରେ ସମୁଦ୍ରକୂଳରେ ରାମଚଣ୍ଡୀଙ୍କ ପୀଠ ଅବସ୍ଥିତ । ରାମଚଣ୍ଡୀଙ୍କ ମନ୍ଦିରର ମାତ୍ର ଅଳ୍ପଦୂରରେ କୁଶଭଦ୍ରା ନଦୀ ବଙ୍ଗୋପ ସାଗରରେ ମିଶିଛି । ପୂର୍ବେ ଏଠାରେ ଏକ ସୁଦୃଶ୍ୟ ମନ୍ଦିର ଥିବାର ମନେହୁଏ, ସମୁଦ୍ର ନିକଟରେ ଥିବାରୁ ଲହରୀର ପ୍ରଭାବରେ ଭାଙ୍ଗିଯିବା ପରେ ଏହି କ୍ଷୁଦ୍ର ମନ୍ଦିରଟି ନିର୍ମିତ ହୋଇଛି ।
==କିମ୍ବଦନ୍ତୀ==
ଲାଙ୍ଗୁଡା ନରସିଂହ ଦେବ ସୂର୍ଯ୍ୟମନ୍ଦିର ନିର୍ମାଣ କରିବା ପୂର୍ବରୁ ମନ୍ଦିର ବେଢାରେ ପ୍ରଥମେ ରାମଚଣ୍ଡୀଙ୍କୁ ପ୍ରତିଷ୍ଠା କରି ଅନ୍ୟ ମନ୍ଦିର ନିର୍ମାଣ କରିଥିଲେ । କଳାପାହାଡ ଏହି ମନ୍ଦିରକୁ
ଅନ୍ୟ ଏକ ଜଣଶୃତିରୁ ଜଣାଯାଏ, ସୀତା ହରଣ ପରେ ଶୋକାକୁଳ ରାମଚନ୍ଦ୍ର ସମୁଦ୍ର କୂଳରେ ବୁଲୁଥିବା ଅବସ୍ଥାରେ କୋଣାର୍କ କ୍ଷେତ୍ରରେ ପହଞ୍ଚିଥିଲେ ଓ ରାମଚଣ୍ଡୀଙ୍କୁ ଉପାସନା କରି ଲଙ୍କା ବିଜୟ ପାଇଁ ସମର୍ଥ ହୋଇଥିଲେ । ରାମଚନ୍ଦ୍ର ପୂଜା କରିଥିବାରୁ ସେହି ଦେବୀଙ୍କୁ ରାମଚଣ୍ଡୀ କୁହାଯାଏ ।
==ଦେବୀଙ୍କ
ଦେବୀଙ୍କ ମୂର୍ତ୍ତିଟି ପ୍ରାୟ ଅଢେଇଫୁଟ ଉଚ୍ଚ । ଦେବୀ ଦଶଭୂଜା ଓ ସିଂହାସନାରୁଢା । ସେ ମହିଷାସୁରକୁ ଶୂଳବିଦ୍ଧ କରିଥିବା ଦେଖାଯାଏ । ଏହି ମନ୍ଦିର ବେଢାରେ ଏକ ଶିବଲିଙ୍ଗ ମଧ୍ୟ ପୂଜା ପାଉଛନ୍ତି ।
== ଆଧାର ==
|