"ରଜିୟା ସୁଲତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce)
 
'ରକନୁଦ୍ଦୀନ'ଙ୍କ ଶାସନ ବହୁତ କମ ସମୟ ପାଇଁ ଥିଲା । ଇଲତୁତମିଶଙ୍କ ବିଧବା , ଶାହା ତୁର୍କାନଙ୍କ ଶାସନ ଉପରେ ନିୟନ୍ତ୍ରଣ ରହି ପାରିନଥିଲା । ଭୋଗ ବିଳାସୀ ଏବଂ ଦାଇତ୍ବହୀନ ରକନୁଦ୍ଦୀନଙ୍କ ବିପକ୍ଷରେ ଜନତା ମାନଙ୍କ ମଧ୍ୟରେ ଏହି ସୀମା ପର୍ଯ୍ୟନ୍ତ ଆକ୍ରୋଶ ଭାବ ଜାଗ୍ରତ ହୋଇଥିଲା କି , ୧ ନଭେମ୍ବର ୧୨୩୬ ମସିହାରେ ରକନୁଦ୍ଦୀନ ତଥା ତାଙ୍କ ମାତା , ଶାହା ''ତୁର୍କାନ''ଙ୍କ ହତ୍ୟା କରିଦିଆଗଲା ।<ref>सतीश चंद्र, ''हिस्ट्री ऑफ़ मेडिवियल इंडिया (800-1700),'' न्यू दिल्ली, ओरियंट लॉन्गमैन, (२००७), p.१००. {{ISBN|81-250-3226-6}}</ref> ତାଙ୍କ ଶାସନ ମାତ୍ର ୬ ମାସର ଥିଲା । ଏହା ପରେ ସୁଲତାନଙ୍କ ପାଇଁ ଅନ୍ୟ କୌଣସି ବିକାଶର ଅଭାବରେ ମୁସଲମାନଙ୍କୁ ଏକ ମହିଳାଙ୍କୁ ଶାସନର ବାଗଡୋର ଦେବାକୁ ପଡ଼ିଥିଲା , ଏବଂ ପରେ ରଜିୟା ସୁଲତାନ [[ଦିଲ୍ଲୀ]]ର ଶାସିକା ରୂପେ ନିୟୋଜିତ ହୋଇଥିଲେ ।ଶାସନ କ୍ଷେତ୍ରରେ ରଜିୟଙ୍କ ରୁଚି ନିଜ ପିତାଙ୍କ ଶାସନ ସମୟରୁ ହିଁ ରହିଥିଲା । ଗାଦ୍ଦୀ ସମ୍ଭାଳିବା ପରେ ରଜିୟା ରୀତିରିବାଜର ବିପରୀତ ପୁରୁଷ ମାନଙ୍କ ପରି ସୈନିକ ମାନଙ୍କ ପରି କୋଟ ଏବଂ ପାଗଡି ପିନ୍ଧିବାକୁ ପସନ୍ଦ କରିଥିଲେ । ପରେ ଯୁଦ୍ଧ କ୍ଷେତ୍ରରେ ମୁଖା ନ ପିନ୍ଧି ଯୋଗ ଦେଇଥିଲେ ।ରଜିୟା ନିଜ ରାଜନୈତିକ ଜ୍ଞାନ ଏବଂ ନୀତିର ସେନା ତଥା ଜନସାଧାରଣଙ୍କ ଧ୍ୟାନ ରଖୁଥିଲେ । ସେ [[ଦିଲ୍ଲୀ]]ର ସବୁଠାରୁ ଶକ୍ତିଶାଳୀ ଶାସକ ବନିଯାଇଥିଲେ ।ରଜିୟା ଏବଂ ତାଙ୍କ ସଲାହାକାର , "ଜମାତ-ଉଦ-ଦିନ-ୟାକୁତ" ଜଣେ ହଶ୍ୱି ସହିତ ବିକଶିତ ହେଉଥିବା ଅନ୍ତରଙ୍ଗ ସମ୍ବନ୍ଧରେ କଥା ମଧ୍ୟ ମୁସଲମାନ ମାନଙ୍କୁ ପସନ୍ଦ ଆସିନଥିଲେ । ରଜିୟା ଏହା ଉପରେ ପର୍ଯ୍ୟାପ୍ତ ଧ୍ୟାନ ଦେଇନଥିଲେ ।<ref>[http://www.civicwebs.com/cwvlib/africa/ethiopia/pankhurst/ethiopia_across_red_sea_&_indian_ocean.htm#3 डॉ रिचर्ड पैकहर्स्ट, "इथियोपिया अक्रॉस द रेड सी एण्ड इंडियन ओशियन ", अदिस अबाबा, ''अदिस ट्रिब्यून,'' ([[२१ मई]], ([[१९९९]])]</ref>, କିନ୍ତୁ ତାଙ୍କର ଏହି ସମ୍ବନ୍ଧର ପରିଣାମ ନିଜ ରାଜ୍ୟ ପାଇଁ ଘାତକ ସିଦ୍ଧ ହୋଇଥିଲା ।
କିଛି ସ୍ତ୍ରୋତ୍ରୋ ଅନୁସାରେ , ରଜିୟା ଏବଂ ୟାକୁତ ପ୍ରେମୀ ଥିଲେ ; ଅନ୍ୟ ସ୍ତ୍ରୋତ୍ରୋ ଅନୁସାରେ ସେ ଦୁହେଁ କରିବି ମିତ୍ର / ବିଶ୍ୱାସ ପାତ୍ର ଥିଲେ । ଏହି ସବୁଥିରେ ରଜିୟା ତୁର୍କୀ ବର୍ଗରେ ନିଜ ପ୍ରତି ଈର୍ଷାକୁ ଜନ୍ମ ଦେଇଥିଲେ , କାରଣ "ୟାକୁବ" ତୁର୍କ ନଥିଲେ ଏବଂ ତାଙ୍କୁ ରଜିୟା [[ଅଶ୍ଵଶାଳାଅଶ୍ବଶାଳା]]ର ଅଧିକାରୀ ରୂପେ ନିୟୋଜିତ କରିଥିଲେ । [[ଭଟିଣ୍ଡା]]ର ରାଜ୍ୟପାଳ "ମଲ୍ଲିକ ଇଖ୍ତୟାର-ଉଦ-ଦିନ-ଇଲ୍ତୁନିୟା" ଅନ୍ୟ ପ୍ରନ୍ତୀୟ ରାଜ୍ୟପାଳ , ଯାହାଙ୍କୁ ରଜିୟାଙ୍କ ଆଧିପତ୍ୟ ମଞ୍ଜୁର ନଥିଲା , ସେହିମାନଙ୍କ ସହ ମିଶି ବିଦ୍ରୋହ କରିଥିଲେ ।
ରଜିୟା ଏବଂ ଇଲ୍ତୁନିୟାଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା , ଯେଉଁଥିରେ ୟାକୁତଙ୍କୁ ହତ୍ୟା କରାଗଲା ଏବଂ ରଜିୟାଙ୍କୁ ବନ୍ଦୀ କରାଯାଇଥିଲା । ମରିବା ଡରରେ ରଜିୟା , ଅଲ୍ତୁନିୟାଙ୍କୁ ବିବାହ କରିବା ପାଇଁ ରାଜି ହୋଇଯାଇଥିଲେ । ଏହା ମଧ୍ୟରେ , ରଜିୟାଙ୍କ [[ଭାଈ]] "ମୈଜୁଦ୍ଦିନ ବେହେରାମ ଶାହା" ସିହଂସନ ହାତକରିନେଲେ । ନିଜ ସଲତନତ ଫେରିବା ଉଦେଶ୍ୟରେ ରଜିୟା ଏବଂ ତାଙ୍କ ସ୍ୱାମୀ ଅଲ୍ତୁନିୟା , ବେହେରାମ ଶାହାଙ୍କ ସହ ଯୁଦ୍ଧ କରିଥିଲେ । ଯେଉଁଥିରେ ରଜିୟା ଏବଂ ତାଙ୍କ ସ୍ୱାମୀ ହାରିଥିଲେ । ସେମାନଙ୍କୁ [[ଦିଲ୍ଲୀ]] ଛାଡି ପଳେଇବାକୁ ପଡ଼ିଲା । ପରଦିନ ସେମାନେ ଦୁହେଁ "ଜାଣ୍ଟୋ" ସହ ହୋଇଥିବା ସଂଘର୍ଷରେ ୧୪ ଅକ୍ଟୋବର ୧୨୪୦ ମସିହାରେ ରଜିୟା ଏବଂ ତାଙ୍କ ସ୍ବାମୀଙ୍କ ହତ୍ୟା କରାଯାଇଥିଲା । ପରେ ବେହେରାମଙ୍କୁ ମଧ୍ୟ ଅୟୋଗ୍ୟତା କାରଣରୁ ଗାଦ୍ଦୀର ହଟିବାକୁ ପଡ଼ିଥିଲା ।
 
 
[[File:Tomb of Razia Sultana 001.jpg|thumb|ଦିଲ୍ଲୀର ତୁର୍କମାନ ଗେଟ୍ ସ୍ଥିତ ରଜିୟା ସୁଲତାନ ଏବଂ ତାଙ୍କ ପ୍ରିୟମିତ୍ର/ପ୍ରେମିକ ୟାକୁତଙ୍କ କବର]]
[[ଦିଲ୍ଲୀ]] ଉପରେ ରାଜ କରୁଥିବା ଏକମାତ୍ର ମହିଳା ଶାସକଙ୍କ ପ୍ରେମୀ ୟାକୁତଙ୍କ କବରକୁ ତିନି ଅଲଗା ଅଲଗା ସ୍ଥାନରେ କରାଯାଇଥିଲା । ରଜିୟାଙ୍କ ମଜାରକୁ ନେଇକରି ଇତିହାସକାର ଗୋଟିଏ ମଧ୍ୟ ମାତା ଦେଇନଥିଲେ । ରଜିୟା ସୁଲତାନଙ୍କ ମଜାର ଉପରେ [[ଦିଲ୍ଲୀ]] , [[କୈଥଳ]] ଏବଂ ଟୋଙ୍କ ନିଜ ନିଜ ମାତା ରଖି ଆସିଥିଲେ । କିନ୍ତୁ ବାସ୍ତବିକ ମଜାରରେ ଏ ପର୍ଯ୍ୟନ୍ତ ସଠିକ ଫୈସଲା ହୋଇପାରିନାହିଁ । ସେମିତି ବି ରଜିୟାଙ୍କ ମଜାରର ଯୁକ୍ତି ମଧ୍ୟରୁ ଏ ପର୍ଯ୍ୟନ୍ତ ତିନୋଟି ତର୍କ ହିଁ ସବୁଠାରୁ ଅଧିକ ମଜବୁଦ ଥିଲା । ଏହି ସମସ୍ତ ସ୍ଥାନରେ ସ୍ଥିତ ମଜାରରେ ଆରବୀ ଫରାସୀରେ ରଜିୟା ସୁଲତାନ ଲେଖିଥିବାର ସଙ୍କେତ ମିଳିପାରିଛି କିନ୍ତୁ ସଠିକ ପ୍ରମାଣ ମିଳିପାରିନାହିଁ । [[ରାଜସ୍ଥାନ]]ର ଟୋଙ୍କରେ ରଜିୟା ସୁଲତାନ ଏବଂ ତାଙ୍କ ''ଇଥିୟୋପିୟାଈ'' ଦାସ ୟାକୁତଙ୍କ ମଜାରର କିଛି ସଠିକ ପ୍ରମାଣ ମିଳିପାରିଛି । ଏଠାରେ ପୁରୁଣା କବରସ୍ଥାନ ପାଖରେ ଏକ ବିଶାଳ ମଜାର ମିଳିଛି ଯେଉଁଥିରେ ଫରାସୀରେ "ସଲ୍ତନେ ହିନ୍ଦ ରଜିୟାହ" ଉକେରା ଯାଇଛି । ପାଖରେ ଏକ ଛୋଟ ମଜାର ମଧ୍ୟ ଅଛି ଯାହା ୟାକୁତଙ୍କ ମଜାର ମଧ୍ୟ ହୋଇପାରେ । ନିଜ ଭବ୍ୟତା ଏବଂ ବିଶାଳତାର ଆକାରରେ ଏହାକୁ ସୁଲତାଙ୍କ ମଜାର ରୂପେ ନାମିତ କରାଯାଇଛି । ସ୍ଥାନୀୟ ଇତିହାସକାରାଙ୍କଦ୍ଵାରାଇତିହାସକାରାଙ୍କଦ୍ବାରା କୁଯାଇଛି କି , ବହରାମରୁ ଯୁଦ୍ଧ ଏବଂ ରଜିୟାଙ୍କ ମୃତ୍ୟୁ ମଧ୍ୟରେ ଏକ ମାସର ଅନ୍ତର ଥିଲା । ଇତିହାସକାର ଏହି ଏକ ମାସକୁ ଚୁକ ବଂଶ ଉଲ୍ଲେଖିତ କରିପାରିଲେ ନାହିଁ ଏବଂ ଯୁଦ୍ଧର ତୁରନ୍ତ ପରେ ତାଙ୍କ ମୃତ୍ୟୁକୁ ମାନିନେଲେ । ଯୁଦ୍ଧରେ ହରିବାକୁ ସାମ୍ନାରେ ଦେଖି ୟାକୁତ ରଜିୟାଙ୍କୁ ମେଇକରି ରାଜପୂତାନା ପାଖକୁ ବାହାରି ପଡିଲେ । ସେଠାରେ ରଜିୟାଙ୍କ ଜୀବନ ବଞ୍ଚେଇବାର ଉଦ୍ଦେଶ୍ୟ ଥିଲା କିନ୍ତୁ ଶେଷରେ ତାଙ୍କୁ ଟୋଙ୍କ ମାନେ ଘେରି ନେଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
 
<gallery>
[[Category:ଭାରତର ଦୁଇ ମୁଖ୍ୟ ସଂପ୍ରଦାୟର ମୁସଲିମ]]
[[Category:୧୩ ତମ ଖ୍ରୀଷ୍ଟାବ୍ଦ - ଭାରତୀୟ ମଣିଷ]]
[[Category:୧୩ ତମ ଖ୍ରୀଷ୍ଟାବ୍ଦ - ଏସିଆର ଅଦ୍ଵିତୀୟଅଦ୍ବିତୀୟ ଶାସନକର୍ତ୍ତା]]
[[ଶ୍ରେଣୀ:୨୦୧୬ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ‎ ।]]
୩୭,୫୭୯

ଗୋଟି ସମ୍ପାଦନା