"ରଘୁନାଥ ମୁର୍ମୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୫ କ ଧାଡ଼ି:
| subject = [[ସାହିତ୍ୟ]]
}}
''' ରଘୁନାଥ ମୁର୍ମୁ ''' (୧୮ ମଇ ୧୯୦୫<ref>{{cite web|last1=ନାୟକ|first1=ଡ. ରାଜକିଶୋର|title=ପ୍ରଣମ୍ୟ ପୁରୁଷ: ପଣ୍ଡିତ ରଘୁନାଥ ମୁର୍ମୁ|url=http://suryaprava.co.in/epaper/m/56173/591267e91deb7|publisher=ସୂର୍ଯ୍ୟପ୍ରଭା|accessdate=15 May 2017|date=10 May 2017}}</ref> – ୧ ଫେବୃଆରୀ ୧୯୮୨) ଜଣେ ଭାଷା ଓ ଲିପି ଗବେଷକ ଥିଲେ । ସେ ପ୍ରଥମ କରି [[ଅଲ ଚିକି ଲିପି]] ତିଆରି କରିଥିବାରୁ ଏହି ଲିପିର ଜନକ ନାମରେ ମଧ୍ୟ ଜଣାଶୁଣା । ଏଥି ନିମନ୍ତେ ତାଙ୍କୁ ସାନ୍ତାଳୀ ଭାଷାଭାଷୀ ଲୋକେ ଆଦରରେ "ଗୁରୁ ଗୋମକେ' ବୋଲି ମଧ୍ୟ ଡାକିଥାନ୍ତି । ଅଲ ଚିକି ବହୁବିଧ ନାମ ଯଥା ଅଲ ସେମେଟ<!--Ol Cemet--> ("ପ୍ରଣାଳୀ"), ଅଲ ସିକି<!--Ol Ciki-->, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା । ୧୯୨୫ରେ ଏହି ଲିପି [[ସାନ୍ତାଳୀ ଭାଷା]]<!--[[Santali language]]--> ଲେଖିବା ନିମନ୍ତେ [[ଭାରତ]] ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ [[ଓଡ଼ିଶା]], [[ପଶ୍ଚିମ ବଙ୍ଗ|ପଶ୍ଚିମବଙ୍ଗ]] ଓ [[ଝାଡ଼ଖଣ୍ଡ]]ର ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଥିଲେ । ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ଵୀକାରସ୍ବୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର [[ବାଙ୍କୁଡ଼ା ଜିଲ୍ଲା|ବାଙ୍କୁରା ଜିଲ୍ଲାର]] ଜାମବାଣୀଠାରେ '''ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ'''<ref>http://www.buruniv.ac.in/CollegeDetails.php?col_code=411</ref> ଓ ୨୦୦୭ ମସିହାରେ [[ମୁର୍ଶିଦାବାଦ ଜିଲ୍ଲା|ମୁର୍ସିଦାବାଦଠାରେ]] କଲ୍ୟାଣୀ ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ<ref>http://www.panditrmttc.com</ref> ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି ।<ref>http://www.newindianexpress.com/states/odisha/2017/sep/06/cm-naveen-patnaik-inaugurates-odishas-5th-government-medical-college-1653271.html</ref>
 
== ପ୍ରାରମ୍ଭିକ ଜୀବନ ==
ସେ [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]]ରେ ୧୯୦୫ ମସିହା ବୈଶାଖ ପୂର୍ଣ୍ଣମୀ ତିଥି (୧୮ ମଇ ୧୯୦୫)<ref>{{cite web|title=ବୈଶାଖ ପୂର୍ଣ୍ଣିମା|url=http://www.drikpanchang.com/panchang/month-panchang.html?l=10502&date=18/05/1905|publisher=ଦୃକ ପଞ୍ଚାଙ୍ଗ|accessdate=15 May 2017}}</ref>ରେ ଡହରଡିହା (ଦାଣ୍ଡବୋସ)ଠାରେ ଜନ୍ମ ନେଇଥିଲେ । ସେ [[ରାଇରଙ୍ଗପୁର]]ର ବଡାମତଳିଆଠାରେ ଜଣେ ସ୍କୁଲ ଶିକ୍ଷକ ଥିବା ସମୟରେ ସାନ୍ତାଳୀ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ । <ref>ସମ୍ବାଦ ୧୯/୦୪/୨୦୧୩ ପୃଷ୍ଠା ୪ରେ ପ୍ରକାଶିତ ଖବର, ଅଲଚିକି ସ୍ରଷ୍ଟାଙ୍କ ସ୍ମୃତିରକ୍ଷା : ଓଡ଼ିଶାଠାରୁ ପଶ୍ଚିମବଙ୍ଗ ଆଗରେ</ref>
 
୧୯୮୨ ମସିହା ଫେବୃଆରୀ ୧ ତାରିଖରେ ରଘୁନାଥ ମୁର୍ମୁଙ୍କ ଦେହାନ୍ତ ହୋଇଥିଲା ।<ref>{{cite news|title=ସାନ୍ତାଳୀ ଭାଷାର ପ୍ରଜ୍ଞାପୁରୁଷ|url=http://sambadepaper.com/Details.aspx?id=228510&boxid=24229896|accessdate=1 February 2016|newspaper=ସମ୍ବାଦ ୦୧/୦୨/୨୦୧୬ ଭୁବନେଶ୍ଵରଭୁବନେଶ୍ବର ସଂସ୍କରଣ ପୃଷ୍ଠା ୪}}</ref>
 
== ରଚିତ ପୁସ୍ତକ ==
୩୪ କ ଧାଡ଼ି:
* ଖେରୱାଳ ବୀର
* ସିଦୁ କାହ୍ନୁ ସାନ୍ତାଳ ହୁଲ୍
* ଦାଳେଗେ ଧନ୍<ref>{{cite news|url=http://www.sambadepaper.com/Details.aspx?id=353151&boxid=23429606|accessdate=10 May 2017|newspaper=ସମ୍ବାଦ ୧୦/୦୫/୨୦୧୭ ଭୁବନେଶ୍ଵରଭୁବନେଶ୍ବର ସଂସ୍କରଣ ପୃଷ୍ଠା ୨}}</ref>
 
=== କବିତା ପୁସ୍ତକ ===