୪୧,୬୮୨
ଗୋଟି ସମ୍ପାଦନା
ଟିକେ (Regular Character Changes) |
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce) |
||
{{ଛୋଟ|Blood}}
[[ଫାଇଲ:Humanbood600x.jpg|ଫ୍ରେମକରା|ମନୁଷ୍ୟ ରକ୍ତ କୋଷର ୬୦୦ ଗୁଣ ବଡ ଛବି]]
'''ରକ୍ତ''' ହେଉଛି ଏକ ପ୍ରକାର ସଂଯୋଜକ [[ତନ୍ତୁ]] । ଏହାର ଅନ୍ତର୍ଗତ [[ଜୀବକୋଷ]]ଗୁଡ଼ିକୁ ରକ୍ତ କୋଷ ବା ରକ୍ତକଣିକା (Blood Corpuscles) କୁହାଯାଏ। ଏହି କଣିକାଗୁଡ଼ିକ ରକ୍ତରେ ଏକ ତରଳ ପଦାର୍ଥରେ ଭାସୁଥାନ୍ତି, ସେହି ତରଳ ପଦାର୍ଥକୁ ପ୍ରଲସି (plasma) କୁହାଯାଏ । ତେଣୁ ସାଧାରଣ ଭାବରେ ବୁଝିବାକୁ ଗଲେ ରକ୍ତ ହେଉଛି ମୁଖ୍ୟତଃ ପ୍ରଲସି ଓ ରକ୍ତ କଣିକାର ସମଷ୍ଟି । ରକ୍ତ ଏକ ଅଠାଳିଆ ତରଳ ପଦାର୍ଥ ଯାହାର
== ରକ୍ତର ଉପାଦାନ ==
(ଖ) ରକ୍ତ କଣିକା : ରକ୍ତକଣିକା ୩ ପ୍ରକାରର ଯଥା:-
# ଲୋହିତ ରକ୍ତ କଣିକା ( red blood corpuscle)
#
# ଅଣୁଚକ୍ରିକା (platelet)
[[ଫାଇଲ:Red White Blood cells.jpg|ଫ୍ରେମକରା|ଲୋହିତ ରକ୍ତ କଣିକା(ବାମକୁ), ଅଣୁଚକ୍ରିକା(ମଝିରେ), ଟି-ଲିଂଫୋସାଇଟ(ଡାହାଣକୁ)]]
== ଲୋହିତ ରକ୍ତ କଣିକା<ref>http://www.orissabigyanacademy.nic.in/pdf/Bigyan_diganta_Feb_2012.pdf Monthly Odia magazine "Bigyan Diganta"(Feb,2012 ) * Content Copied using OR-TTsarala2UNICODE CONVERTER</ref> ==
[[ଫାଇଲ:1GZX Haemoglobin.png|thumbnail|ହିମୋଗ୍ଲୋବିନ(ସବୁଜ- ହିମ୍,ନାଲି ଓ ନୀଳ- ପୁଷ୍ଟିସାର)]]
ରକ୍ତରେ ଅନ୍ୟ କଣିକାମାନଙ୍କ ତୁଳନାରେ ଲୋହିତ ରକ୍ତ କଣିକାର ସଂଖ୍ୟା ସର୍ବାଧିକ । ସାଧାରଣତଃ ପ୍ରତ୍ୟେକ ଘନ ମିଲିମିଟର ରକ୍ତରେ ପ୍ରାୟ ୪.୫ରୁ ୫ ନିୟୁତ ଲୋହିତ ରକ୍ତ କଣିକା ଥାଏ (ଗୋଟିଏ ରକ୍ତ ବିନ୍ଦୁର ଆୟତନ ହେଉଛି ପ୍ରାୟ ୫୦ ଘନ ମି.ମି.) । ଏହାର ଆକାର ଗୋଲାକାର କିନ୍ତୁ ଏହାର
[[ଫାଇଲ:Heme.svg|thumbnail|ହିମ୍]]
=== ଉତ୍ପତ୍ତି ===
* ଲୋହିତ ରକ୍ତ କଣିକା ନଷ୍ଟ ହେବାପରେ ହିମୋଗ୍ଲୋବିନର ହିମ ଅଂଶ ପିତ୍ତ ବର୍ଣ୍ଣକଣା ଗଠନ କରିବାରେ ଅଂଶଗ୍ରହଣ କରେ।
==
# କଣିକାଯୁକ୍ତ ବା ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ
# କଣିକାବିହୀନ ଏକ ନ୍ୟଷ୍ଟିବିଶିଷ୍ଟ
=== ବହୁରୂପୀ ନ୍ୟଷ୍ଟିବିଶିଷ୍ଟ
ସମସ୍ତ
# ଉଦାସୀରଂଜୀ କୋଷ ବା ନିଉଟ୍ରୋଫିଲ୍ (neutrophil)
# ଇଓସିନୋଫିଲ୍ (eosinophil)
# ବେସୋଫିଲ୍ (basophil)
:ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ
==== ନିଉଟ୍ରୋଫିଲ୍ ====
ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ରୁ ୭ ପାଳି (କ୍ଷଚ୍ଛଭର) ବିଶିଷ୍ଟ । କୋଷର ଆକାର ସାମାନ୍ୟ ଗୋଲାକାର । ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ
==== ଇଓସିନୋଫିଲ୍ ====
ଏହିକୋଷଗୁଡ଼ିକର ନ୍ୟଷ୍ଟି ୨ ପାଳି ବିଶିଷ୍ଟ । ଏଥିରେ ଥିବା କଣିକାଗୁଡ଼ିକ ଇଓସିନ (eosine) ନାମକ
==== ବେସୋଫିଲ୍ ====
ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ରୁ ୩ ପାଳି ବିଶିଷ୍ଟ । କୋଷଗୁଡ଼ିକରେ ଅଳ୍ପ ସଂଖ୍ୟକ କଣିକା ଦେଖାଯାଏ। ସମସ୍ତ ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ବେତରକ୍ତ କୋଷର ୦.୫ରୁ ୧ ଶତାଂଶ ହେଉଛି ଏହି ଶ୍ରେଣୀର ।
=== କଣିକାବିହୀନ ବା ଏକ ନ୍ୟଷ୍ଟିବିଶିଷ୍ଟ
ସମସ୍ତ
# ମନୋସାଇଟ୍ (ଲଚ୍ଛଚ୍ଚଚ୍ଛମସ୍ଥନ୍ଦର)
# ଲିଂଫୋସାଇଟ୍ ( କ୍ଷସ୍ଥଲଟ୍ଟଶଚ୍ଛମସ୍ଥନ୍ଦର);ଲିଂଫୋସାଇଟ ମଧ୍ୟ ୨ ପ୍ରକାରର :-
:# ବି ଲିଂଫୋସାଇଟ୍
:#ଟି ଲିଂଫୋସାଇଟ୍
=== ଶରୀରରେ
ଶରୀରରେ ଜୀବାଣୁ ପ୍ରବେଶ କଲେ
== ଅଣୁଚକ୍ରିକା ==
|