"ମୟୂରଭଞ୍ଜ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୬୩ କ ଧାଡ଼ି:
 
== ଇତିହାସ ==
ମୟୂରଭଞ୍ଜ ହେଉଛି ଓଡ଼ିଶାର ସର୍ବବୃହତ ଜିଲ୍ଲା । ପ୍ରଥମେ ଏହା ଏକ [[ମୟୁରଭଞ୍ଜ ରାଜ୍ୟ|ସ୍ଵତନ୍ତ୍ରସ୍ବତନ୍ତ୍ର ଗଡ଼ଜାତ ରାଜ୍ୟ]] ଥିଲା ତଥା ଏଥିରେ ରାଜତନ୍ତ୍ର ଥିଲା । ୧୯୫୦ ମସିହାରେ ଏହା [[ଭାରତ]] ସହିତ ମିଶିଥିଲା ।
 
ଓଡ଼ିଶାର ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ପ୍ରାଚୀନତମ ଓ ପ୍ରଧାନ ମୟୂରଭଞ୍ଜ ମଧ୍ୟ ମୟୂର ଶବ୍ଦକୁ ନେଇ ସୃଷ୍ଟି ହେଇଥିବାର ଜଣାଯାଏ । [[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]] ଅନୁସାରେ, ଆଜିଠୁଁ ପ୍ରାୟ ୨୦୦୦ ବର୍ଷତଳେ ରାଜପୁତନାର [[ଜୟପୁର]] ରାଜବଂଶର ଜଣେ ରାଜପୁରୁଷ ଏହି ରାଜ୍ୟ ସ୍ଥାପନ କରି ସେଠାରେ ରାଜତ୍ଵରାଜତ୍ବ କରୁଥିଲେ । ପ୍ରଥମେ ଏହାର ନାମଥିଲା ହରିହରପୁର । [[ମୟୂର]] ଥିଲା ରାଜବଂଶର ସଙ୍କେତ ଏବଂ ରାଜାମାନେ ଥିଲେ Bhanja bansa। ତେଣୁ ତାହା ପରେ ମୟୂରଭଞ୍ଜ ନାମରେ ପରିଚିତ ହେଲା ।
 
ଗଜପତି ରାଜାଙ୍କ ରାଜତ୍ଵରେରାଜତ୍ବରେ ନୀଳଗିରି, ସିଂହଭୂମି, ବରାହଭୂମି, ପଥରାଇ, ନରସିଂହପୁର, ସାରଣ୍ଡା, କେନ୍ଦୁଝର ଆଦି ଏବଂ ସିଂହଭୂମି, ମାନଭୂମି ଅଞ୍ଚଳ ମାନ ଏହିରାଜ୍ୟର ଅନ୍ତର୍ଗତ ଥିଲା।କାଳକ୍ରମେ ସେହି ସବୁ ରାଜ୍ୟ ମୟୁରଭଞ୍ଜରୁ ବିଚ୍ଛିନ୍ନ ହୋଇଯାଇଛି ।
ଭାଷାକୋଷରେ ମୟୁରଭଞ୍ଜର ନାମ ସମ୍ପର୍କରେ ଆଉ ଏକ ପ୍ରସଙ୍ଗ ମଧ୍ୟ ମିଳେ । ମୟୂରଭଞ୍ଜର ଏକ ପୂର୍ବତନ ରାଜବଂଶର ଉପାଧି ଥିଲା '''ମୟୂରଧ୍ଵଜମୟୂରଧ୍ବଜ''' । ସେହି 'ମୟୂରଧ୍ଵଜମୟୂରଧ୍ବଜ ରାଜବଂଶର ଗର୍ବଭଞ୍ଜନ କରି ସିଂହାସନ ଅଧିକାର କରିଥିବାରୁ ପରବର୍ତ୍ତୀ ରାଜବଂଶର ନାମ '''ମୟୂରଭଞ୍ଜ '''ହେଇଥିଲା ।
 
== ଭୂଗୋଳ ==
୧୦୩ କ ଧାଡ଼ି:
ମୟୂରଭଞ୍ଜ ଜିଲ୍ଲାରେ ୧୭ଟି ପର୍ଯ୍ୟଟନ ସ୍ଥଳ ଅଛି ।<ref>{{cite web|last=ଚାଲାନ|first=ରବିନାରାୟଣ|title=ମାନ୍ୟତା ଅପେକ୍ଷାରେ ୨ ମନୋରମ ଜଳପ୍ରପାତ|url=http://www.dharitri.com/Bhubaneswar/241116/p11.htm|publisher=ଧରିତ୍ରୀ|accessdate=24 November 2016}}</ref>
* [[ଶିମିଳିପାଳ ଜାତୀୟ ଉଦ୍ୟାନ]]
* ସୀତାକୁଣ୍ଡ: [[ଶିମିଳିପାଳ ଜାତୀୟ ଉଦ୍ୟାନ]]ର ପାଦଦେଶରେ ଅବସ୍ଥିତ ସୀତାକୁଣ୍ଡର ମୂଳ ଝରଣା କାଳୀପାହାଡ଼ ପର୍ବତର ପ୍ରାୟ ୨୫୦୦ ଫୁଟ ଉଚ୍ଚତାରୁ ବାହାରିଛି । ମୟୂରଭଞ୍ଜ ଜିଲ୍ଲା ଆଦିବାସୀଙ୍କ ଆରାଧ୍ୟ ଦେବତା ମାରାଂବୁରା ଏହି କାଳୀପାହାଡ଼ରେ ବାସକରନ୍ତି ବୋଲି ବିଶ୍ଵାସବିଶ୍ବାସ ରହିଛି ।
* କୃଷ୍ଣମୁଖା ହନୁମାନ ମନ୍ଦିର: କିମ୍ବଦନ୍ତୀ ବହନ କରୁଥିବା ଏହି ପ୍ରାକୃତିକ ପଥର ଗୁମ୍ଫା ମନ୍ଦିରରେ ଲଙ୍କା ଦହନ କରି ଫେରିଥିବା କୃଷ୍ଣମୁଖା ହନୁମାନ ପୂଜା ପାଉଛନ୍ତି ।
* ମାଛକାନ୍ଦଣା ଜଳପ୍ରପାତ: [[ଶିମିଳିପାଳ ଜାତୀୟ ଉଦ୍ୟାନ|ଶିମିଳିପାଳ]]ର ସୌନ୍ଦର୍ଯ୍ୟଭରା ଏହି ଜଳପ୍ରପାତଟି ୩ଟି ଜଳପ୍ରପାତର ସମଷ୍ଟି । ପ୍ରଥମ ଜଳପ୍ରପାତ ନିକଟରେ ଏକ ପଥର ଗୁମ୍ଫା ରହିଛି । ଦ୍ଵିତୀୟଦ୍ବିତୀୟ ଜଳପ୍ରପାତଟି ନିକଟରେ ଅପରାହ୍ଣରେ (ସୂର୍ଯ୍ୟ ପଶ୍ଚିମ ଦିଗରେ ଥିବା ସମୟରେ) ଇନ୍ଦ୍ରଧନୁ ସୃଷ୍ଟି ହୋଇଥାଏ । ତୃତୀୟ ଜଳପ୍ରପାତଟି ଉପରଆଡୁ ଦେଖାଯାଉ ନଥିବାରୁ, ଏହାକୁ ଦେଖିବାକୁ ତଳକୁ ଓହ୍ଲାଇବାକୁ ପଡେ।
 
== ଆଧାର ==
୧୧୮ କ ଧାଡ଼ି:
|Northeast = ପୂର୍ବ ସିଂହଭୂମି ଜିଲ୍ଲା, [[ଝାଡ଼ଖଣ୍ଡ]]
|East = ପଶ୍ଚିମ ମେଦିନିପୁର ଜିଲ୍ଲା, [[ପଶ୍ଚିମ ବଙ୍ଗ]]
|Southeast = [[ବାଲେଶ୍ଵରବାଲେଶ୍ବର ଜିଲ୍ଲା]]
|South =
|Southwest = [[କେନ୍ଦୁଝର ଜିଲ୍ଲା]]