"ମ୍ୟୁଚୁଆଲ ଫଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ spam edit rolled back
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୦୧ କ ଧାଡ଼ି:
ବିଭିନ୍ନ ପ୍ରକାର ମ୍ୟୁଚୁଆଲ‌୍ ଫଣ୍ଡର ପ୍ରକାର ବିଷୟରେ ନିମ୍ନରେ ଲେଖାହେଲା ।<ref>https://timesofindia.indiatimes.com/articles/Different-Types-and-Kinds-of-Mutual-Funds/articleshowhsbc/22624820.cms</ref>
 
=== ପରିପକ୍ଵତାପରିପକ୍ବତା ହିସାବରେ ===
 
==== ଓପନ ଏଂଡେଡ ====
୧୦୭ କ ଧାଡ଼ି:
 
==== କ୍ଲୋଜ ଏଂଡେଡ ====
ଏହି ଭଳି ଫଣ୍ଡ୍ ଗୁଡିକରେ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ଫଣ୍ଡକୁ ବିଭିନ୍ନ ପୁଞ୍ଜିରେ ନିବେଶ ପୂର୍ବରୁ କେବଳ କିଛି ଦିନ ପାଇଁ ଅର୍ଥ ଜମା ରଖିବା ନିମନ୍ତେ ପ୍ରସ୍ତାବ ରଖିଥାନ୍ତି । ଏକ ନିର୍ଦ୍ଧିଷ୍ଟ ସମୟସୀମାପରେ ମ୍ୟୁଚୁଆଲ ଫଣ୍ଡଟି ପରିପକ୍ଵତାପରିପକ୍ବତା ଲାଭ କରିବ, ସେହି ସମୟ ପୂର୍ବରୁ କିଣିଥିବା ୟୁନିଟ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀକୁ ବିକ୍ରି କରିହେବ ନାହିଁ । ହେଲେ ଏହି ୟୁନିଟକୁ ଆପଣ ପରିପକ୍ଵତାପରିପକ୍ବତା ପୂର୍ବରୁ ଶେୟାର ବଜାର ଭଳି ଅନ୍ୟ ଏକ ନିବେଶକାରୀ ସହ ଟ୍ରେଡ କରିପାରିବେ ।<ref>https://www.policybazaar.com/mutual-funds/</ref><ref>https://www.bankbazaar.com/mutual-fund/types-of-mutual-funds.html?ck=Y%2BziX71XnZjIM9ZwEflsyH%2B0oviQh3JQ4Da6U8drI06ZC0TqFEkhF6ljN6nbC1ZXXBwImSfaF7%2BS%0AmJOG7qYyyg%3D%3D&rc=1</ref>
 
==== ଇଂଟରବାଲ୍ ଫଣ୍ଡ୍ ====