"ମୋଗଲ ସାମ୍ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୪୩ କ ଧାଡ଼ି:
 
 
ମୋଗଲ ସାମ୍ରାଜ୍ୟ(୧୫୨୬-୧୮୫୭) ଏକ ମୁସଲମାନ୍ ତୁର୍କୀ-ମଙ୍ଗୋଲ୍ ସାମ୍ରାଜ୍ୟ ଥିଲା, ଯାହ ୧୫୨୬ରେ ଆରମ୍ଭ ହୋଇଥିଲା । ଯାହା ୧୫୨୬ ଖ୍ରୀ:ଅରେ ଆରମ୍ଭ ହୋଇ ୧୭୦୦ ଶତବ୍ଦୀ ଶେଷ ଓ ୧୮୦୦ଶତବ୍ଦୀ ଆରମ୍ଭ ପର୍ଯ୍ୟନ୍ତ ଭାରତୀୟ ଉପମହାଦ୍ଵୀପରେଉପମହାଦ୍ବୀପରେ ଶାସନ କରି ୧୯୦୦ ଶତବ୍ଦୀ ମଧ୍ୟ ଆଡକୁ ଶେଷ ହୋଇଥିଲା । ଏହି ସମୟରେ ଭାରତୀୟ ଉପମହାଦେଶର ଅଧିକାଂଶ ଭାଗକୁ ନିୟନ୍ତ୍ରଣାଧୀନ କରି ପୂର୍ବରେ ଆଧୁନିକ ବଙ୍ଗଳାଦେଶ ଠାରୁ ଆରମ୍ଭ କରି ପଶ୍ଚିମରେ ବଲୁଚିସ୍ତାନ ଓ ଉତ୍ତରରେ କାଶ୍ମୀର ଠାରୁ ଆରମ୍ଭ କରି ଦକ୍ଷିଣରେ କାବେରୀ ଘାଟି ପର୍ଯ୍ୟନ୍ତ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ ।<ref name="HISTORY OF THE MOGHUL EMPIRE">{{cite web|title=ମୋଗଲ ସାମ୍ରାଜ୍ୟ ଇତିହାସ|url=http://www.historyworld.net/wrldhis/PlainTextHistories.asp?historyid=ab99|publisher=Historyworld|accessdate=26 September 2015}}</ref>
 
୧୯୫୬ ମସିହାରେ ଜଲାଲୁଦ୍ଦୀନ୍ ମୋହମଦ୍ ଆକବର୍, ଯିଏ ମହାନ୍ ଆକବର ନାମରେ ପ୍ରସିଦ୍ଧ, ତାଙ୍କର ପଦଗ୍ରହଣ ସହିତ ଏହି ସାମ୍ରାଜ୍ୟର ଉକ୍ତୃଷ୍ଟ ସମୟ ଆରମ୍ଭ ହେଲା ଓ ସମ୍ରାଟ୍ ଆଉରଙ୍ଗଜେବଙ୍କ ନିଦ୍ଧନ ସହିତ ଶେଷ ହେଲା ।<ref name="The Mughal empire in India">{{cite web|title=ଭାରତରେ ମୋଗଲ୍ ସାମ୍ରାଜ୍ୟ|url=http://asianhistory.about.com/od/india/p/mughalempireprof.htm|publisher=About.com|accessdate=26 September 2015}}</ref>
 
==ପ୍ରାରମ୍ଭିକ ଇତିହାସ==
୧୫୦୦ ଶତାବ୍ଦୀ ପ୍ରାରମ୍ଭ କାଳରେ ତୈମୂରୀ ରାଜବଂଶର ରାଜକୁମାର ବାବରଙ୍କଦ୍ଵାରାବାବରଙ୍କଦ୍ବାରା ଉମୈରିଡସ୍ ସାମ୍ରାଜ୍ୟର ସ୍ଥାପନା ହୋଇଥିଲା । ବାବର, ଦିଲ୍ଲୀ ସୁଲତାନ୍ ଇବ୍ରାହିମ୍ ଶାହା ଲୋଢିଙ୍କୁ ପ୍ରଥମ ପାନୀପଥ ଯୁଦ୍ଧରେ ପରାସ୍ତ କରି ୧୫୨୬ ଖ୍ରୀଷ୍ଟାବ୍ଦରେ ମୋଗଲ୍ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ । ୧୫୩୦ରେ ବାବରଙ୍କ ପୁତ୍ର ହୁମାୟୁନ୍ ଉକ୍ତ ସାମ୍ରାଜ୍ୟର ଅଧିକାରୀ ହୋଇଥିଲେ, କିନ୍ତୁ ପଶତୁନ୍ ଶେର୍ ଶାହ ସୂରୀଙ୍କଦ୍ଵାରାସୂରୀଙ୍କଦ୍ବାରା ପରାସ୍ତ ହୋଇଯାଇଥିଲେ। ୧୫୪୦ରେ ସେ ନିର୍ବାସିତ ଶାସକ ହୋଇ ରହିଥିଲେ । ପଶତୁନ୍ ଶେର୍ ଶାହ ସୂରୀଙ୍କ ମୃତ୍ୟୁ ପରେ, ହୁମାୟୁନ୍ ୧୯୫୫ ମସିହାରେ ଦିଲ୍ଲୀକୁ ପୁନଃ ଅଧିଗ୍ରହଣ କରିଥିଲେ । ମୋଗଲ ସାମ୍ରାଜ୍ୟ ବିସ୍ତାରର ଗୋଟିଏ ବଡ ଅଧ୍ୟାୟ ଆକବରଙ୍କ ଶାସନ କାଳ(୧୫୫୬-୧୬୦୫) ମଧ୍ୟରେ ନିପୁଣ ହୋଇଥିଲା । ବର୍ତ୍ତମାନର ଭାରତୀୟ ଉପମହାଦ୍ଵୀପରଉପମହାଦ୍ବୀପର ଉତ୍ତରାଧିକାରୀ ଜାହାଙ୍ଗୀର,ଶାହଜହାଁନ୍ ଏବଂ ଔରଙ୍ଗଜେବ ଏହି ସାମ୍ରାଜ୍ୟକୁ ଗୋଟିଏ ପ୍ରମୁଖ ଶକ୍ତି ରୂପେ ରଖିପାରିଥିଲେ । ଆକବରଙ୍କ ରାଜତ୍ଵରାଜତ୍ବ କାଳରେ ଦେଶରେ ଧାର୍ମିକ ସଦ୍ ଭାବନା,ଭାଇଚାରା,ସାମଜିକ ସଂହତି ସହ ଅର୍ଥନୈତିକ ପ୍ରଗତି ହୋଇଥିଲା ।<ref name=Akbar>{{cite web|title=ମୋଗଲ୍ ସାମ୍ରାଜ୍ୟ-ଆକବରଙ୍କ ରାଜତ୍ଵରାଜତ୍ବ|url=http://www.webindia123.com/history/MEDIEVAL/mughal%20period/mughal2.htm|publisher=WebIndia123|accessdate=26 September 2015}}</ref>
 
==ମୋଗଲ ସମ୍ରାଟଙ୍କ ତାଲିକା==
୫୪ କ ଧାଡ଼ି:
{| class="wikitable"
|-
! ସମ୍ରାଟ !! ଜନ୍ମ !! ରାଜତ୍ଵରାଜତ୍ବ !! ମୃତ୍ୟୁ !! କୀର୍ତି
|-
|[[ବାବର]] || ୨୩ ଫେବୃଆରୀ ୧୪୮୩ || ୧୫୨୬–୧୫୩୦ || ଡିସେମ୍ବର ୧୫୩୦ || ଦିଲ୍ଲୀ ସୁଲତାନ୍ [[ଇବ୍ରାହିମ୍ ଶାହା ଲୋଢି]]ଙ୍କୁ ପ୍ରଥମ ପାନୀପଥ ଯୁଦ୍ଧରେ ପରାସ୍ତ କରି ୧୫୨୬ ଖ୍ରୀଷ୍ଟାବ୍ଦରେ ମୋଗଲ୍ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ ।
|-
|[[ନସୀରୂଦ୍ଦୀନ୍ ମୋହମ୍ମଦ୍ ହୁମାୟୁନ୍]] || ୦୬ ମାର୍ଚ୍ଚ ୧୫୦୮ || ୧୫୩୦-୧୫୪୦ || ଜନୁଆରୀ ୧୫୫୬ || ଜଣେ ଯୁବକ ଓ ପ୍ରଶାସନିକ ଅନୁଭବ ନଥିବା ଯୋଗୁଁ ସେ ସୂରୀ ରାଜବଂଶୀୟ ସମ୍ରାଟ ଶେର୍ ଶାହା ସୂରୀଙ୍କଦ୍ଵାରାସୂରୀଙ୍କଦ୍ବାରା ପରାସ୍ତ ହୋଇ ଗାଦିଚ୍ୟୁତ ହୋଇଥିଲେ ।
|-style="background:silver"
| ଶେର୍ ଶାହା ସୂରୀ || ୧୪୭୨ || ୧୫୪୦-୧୫୪୫ || ମଈ ୧୫୪୫ || ହୁମାୟୁନ୍ଙ୍କୁ ଗାଦିଚ୍ୟୁତ କରି [[ସୂର ସାମ୍ରାଜ୍ୟ]] ପ୍ରତିଷ୍ଠା କରିଥିଲେ
|-style="background:silver"
| ଇସଲାମ୍ ଶାହା ସୂରୀ || ୧୫୦୦ || ୧୫୪୫-୧୫୫୪ || ଜୁନ୍ ୧୫୫୪|| [[ସୂର ସାମ୍ରାଜ୍ୟ]]ର ଦ୍ଵିତୀୟଦ୍ବିତୀୟ ଓ ଶେଷ ସମ୍ରାଟ ଭାବେ ପରିଚିତ
|-
|[[ନସୀରୂଦ୍ଦୀନ୍ ମୋହମ୍ମଦ୍ ହୁମାୟୁନ୍]] || ୦୬ ମାର୍ଚ୍ଚ ୧୫୦୮ || ୧୫୫୫-୧୫୫୬ || ଜନୁଆରୀ ୧୫୫୬ || ମୋଗଲ୍ ସାମ୍ରାଜ୍ୟକୁ ପୁନଃସଙ୍ଗଠିତ କରିଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ପୁତ୍ର ଆକବର ଉକ୍ତ ସାମ୍ରାଜ୍ୟର ଉତ୍ତରାଧିକାରୀ ହୋଇଥିଲେ ।
୭୦ କ ଧାଡ଼ି:
|[[ନୁରୂଦ୍ଦୀନ ମୋହମ୍ମଦ ଜହାଙ୍ଗୀର]] || ଅକ୍ଟୋବର ୧୫୬୯ || ୧୬୦୫-୧୬୨୭ || ୧୬୨୭ || ପ୍ରଥମ ମୋଗଲ୍ ସମ୍ରାଟ ଯିଏ ବ୍ରିଟିଶ୍ ଇଷ୍ଟ୍ ଇଣ୍ଡିଆ କମ୍ପାନି ସହ ଖୋଲା ସମ୍ପର୍କ ରଖିଥିଲେ । ସେ ସର୍ବଦା ମଦ ନିଶାଗ୍ରସ୍ତ ହୋଇ ରହୁଥିଲେ, ତେଣୁ ତାଙ୍କ ବେଗମ୍ [[ନୂର୍ ଜହାନ୍]] ସାମ୍ରାଜ୍ୟକୁ ସମ୍ଭାଳି ଶାସନ କରୁଥିଲେ ।
|-
|[[ଶାହାବୁଦ୍ଦୀନ ମୋହମ୍ମଦ ଶାହଜହାନ୍]] || ୫ ଜାନୁଆରୀ ୧୫୯୨ || ୧୬୨୭-୧୬୫୮ || ୧୬୬୬ || ଶାହାଜହାନଙ୍କ ରାଜତ୍ଵରାଜତ୍ବ କାଳରେ ମୋଗଲ୍ କଳା ଓ ସ୍ଥାପତ୍ୟ ଚରମ ବିନ୍ଦୁରେ ପହଞ୍ଚିଥିଲା । ଅନେକ ମୋଗଲ୍ ସ୍ଥାପତ୍ୟ ଯଥା:- ତାଜ୍ ମହଲ୍, ଜମ୍ମା ମସଜିଦ୍, ଲାଲ୍ କିଲ୍ଲା, ଜାହାଙ୍ଗୀର୍ ମ୍ୟୁଜିୟମ୍ ଓ ଶଲିମାର୍ ଗାର୍ଡନ୍(ଲହୋର୍)ଇତ୍ୟାଦି ମୋଗଲ୍ କଳା ଓ ସ୍ଥାପତ୍ୟର ଏକ ନିଦର୍ଶନ ଓ ପ୍ରତୀକ । ସେ ନିଜ ପୁତ୍ର ଆଉରଙ୍ଗଜେବଙ୍କଦ୍ଵାରାଆଉରଙ୍ଗଜେବଙ୍କଦ୍ବାରା ଗାଦିଚ୍ୟୁତ ହୋଇଥିଲେ ।
|-
|[[ମୋଇନୁଦ୍ଦୀନ ମୋହମ୍ମଦ ଔରଙ୍ଗଜେବ ଆଲମଗୀର]] || ୨୧ ଅକ୍ଟୋବର ୧୬୧୮ || ୧୬୫୮-୧୭୦୭ || ୩ ମାର୍ଚ୍ଚ ୧୭୦୭ || ସେ ଇସଲାମିକ ଆଇନର ପୁନ୍ଃବ୍ୟାଖ୍ୟା କରି ଶରିଆ ଆଇନ ବଳରେ ଫତ୍ଵାଫତ୍ବା-ଏ-ଅଲମଗିର ପ୍ରଥାକୁ ପ୍ରଚଳନ କରିଥିଲେ ।ସେ ଗୋଲକୋଣ୍ଡା ସୁଲତାନଙ୍କ ହୀରାପଥର ଖଣିକୁ ଅଧିକୃତ କରିଥିଲେ । ନିଜ ଜୀବନର ଶେଷ ୨୭ ବର୍ଷ ସେ ମରାଠା ମାନଙ୍କ ବିରିଧରେ ଯୁଦ୍ଧ ଲଢି ନିଜ ସାମ୍ରାଜ୍ୟକୁ ବିସ୍ତାର କରିଥିଲେ । ନିଜ ପୂର୍ବବର୍ତିଙ୍କ ତୁଳନାରେ ସେ ଅନେକ ହିନ୍ଦୁ ମନ୍ଦିର ଓ ଅନୁଷ୍ଠାନ ଉପରେ ଆକ୍ରମଣ କରି, ଲୋକଙ୍କୁ ଧର୍ମାନ୍ତରଣ କରୁଥିଲେ ।<ref name="History of Aurangzib">{{cite web|title=History of Aurangzib|url=https://archive.org/details/historyofaurangz01sarkuoft|publisher=Calcutta M.C. Sarkar|accessdate=26 September 2015}}</ref> ଡେକନ୍ ଅଭିଯାନ ସମୟରେ ସେ ମୃତ୍ୟୁବରଣ କରିଥିଲେ ।<ref name=Aurangzeb>{{cite web|title=Aurangzeb|url=http://www.aurangzeb.info/|publisher=Blogger|accessdate=26 September 2015}}</ref>
|-
|[[ବହାଦୁରଶାହା ଜଫର୍]] || ୧୪ ଅକ୍ଟୋବର ୧୬୪୩ || ୧୭୦୭-୧୭୧୨ || ଫେବୃଆରୀ ୧୭୧୨ || ପ୍ରଥମ ମୋଗଲ ସମ୍ରାଟ ଯିଏ ବିଦ୍ରୋହ ଓ ଅସଜଡା ସାମ୍ରାଜ୍ୟକୁ ସଫଳତାର ସହ ଶାସନ କରିଥିଲେ । ତାଙ୍କ ରାଜ୍ଜତ୍ଵରାଜ୍ଜତ୍ବ ପରେ ନେତୃତ୍ଵରନେତୃତ୍ବର ଅଭାବ ଯୋଗୁଁ ମୋଗଲ ସାମ୍ରାଜ୍ୟର କ୍ଷୟ ଘଟିବା ଆରମ୍ଭ ହେଲା ।
|-
|[[ଜହାନ୍ଦର୍ ଶାହା]] || ୧୬୬୪ || ୧୭୧୨-୧୭୧୩ || ଫେବୃଆରୀ ୧୭୧୩ ||ସେ କେବଳ ନିଜର ମୁଖ୍ୟମନ୍ତ୍ରୀ ଜୁଲ୍ଫିକର ଖାଁଙ୍କଦ୍ଵାରାଖାଁଙ୍କଦ୍ବାରା ସାମ୍ରାଜ୍ୟକୁ ପରିଚାଳିତ କରୁଥିଲେ । ଜହାନ୍ଦର୍ ଶାହାଙ୍କ ଅପାରଗ ଶାସନ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାକୁ ଅତି ନିଚସ୍ତରକୁ ନେଇଯାଇଥିଲା
|-
| ଫାରୁଖସିଆର୍ || ୧୬୮୩ || ୧୭୧୩-୧୭୧୯ || ୧୭୧୯ || ୧୭୧୭ରେ ସେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ବଙ୍ଗ ଅଞ୍ଚଳରେ ଶୁଳ୍କମୁକ୍ତ ବ୍ୟାପାର କରିବା ପାଇଁ ଅନୁମତି ଦେଇ ଭାରତରେ ବ୍ରିଟିଶ ଶାସନର ମୂଳଦୁଆ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ
୮୪ କ ଧାଡ଼ି:
|[[ମୋହମ୍ମଦ୍ ଇବ୍ରାହିମ୍]] || ଅଜଣା || ୧୭୨୦ || ୧୭୪୪ || --
|-
|[[ମୋହମ୍ମଦ୍ ଶାହା]]|| ୧୭୦୨ || ୧୭୨୦-୧୭୪୮ || ୧୭୪୮ || ୧୭୩୯ରେ ପାର୍ସୀର ନାଦୀର-ଶାହଙ୍କଦ୍ଵାରାଶାହଙ୍କଦ୍ବାରା ଆକ୍ରମିତ ହୋଇଥିଲେ
|-
|[[ଅହମ୍ମଦ୍ ଶାହା ବାହାଦୁର୍]] || ୧୭୨୫ || ୧୭୪୮-୧୭୫୪ || ୧୭୭୫ || --
|-
|[[ଆଲମଗିର୍ ୨]]|| ୧୬୯୯ || ୧୭୫୪-୧୭୫୯ || ୧୭୫୯ || ମରଠା ସମ୍ରାଟ ସଦାଶିବରାଓ ଭାଓଙ୍କଦ୍ଵାରାଭାଓଙ୍କଦ୍ବାରା ମୃତ୍ୟୁବରଣ କରିଥିଲେ
|-
|[[ଶାହାଜହାନ୍ ତୃତୀୟ]]|| ଅଜଣା || ୧୭୫୯ ମଧ୍ୟରେ || ୧୭୭୨ || ମରାଠା ସର୍ଦ୍ଦାରଙ୍କଦ୍ଵାରାସର୍ଦ୍ଦାରଙ୍କଦ୍ବାରା ପଦଚ୍ୟୁତ ହୋଇଥିଲେ <ref name="Shah Jahaan3">{{cite web|title=ଶାହାଜହାଁ ତୃତୀୟ|url=https://books.google.co.in/books?id=d1wUgKKzawoC&pg=PA140&lpg=PA140&dq=maratha+sardar+deposed+Shah+Jahan+III&source=bl&ots=HLT-i48i0f&sig=AnrgAYgghJMUtXpcqjdsKtQnZA8&hl=en&sa=X&ei=H6MbVaPPLcSVuATNu4DIAg&ved=0CCMQ6AEwAQ#v=onepage&q=maratha%20sardar%20deposed%20Shah%20Jahan%20III&f=false|publisher=google books|accessdate=26 September 2015}}</ref>
|-
|[[ଶାହା ଅଲାମ୍ ୨]]|| ୧୭୨୮ || ୧୭୫୯-୧୮୦୬ || ୧୮୦୬ || ବକ୍ସାର୍ ଯୁଦ୍ଧରେ ବ୍ରିଟିଶ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଠାରୁ ପରାସ୍ତ ହୋଇ ଆଲ୍ଲାହାବାଦ୍ ଚୁକ୍ତି ଦାରା ଦିଲ୍ଲୀ ତ୍ୟାଗ କରିଥିଲେ । ତାଙ୍କ ରାଜତ୍ଵରାଜତ୍ବ କାଳରେ ୧୭୯୩ ମସିହାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ, ନିଜାମତ୍(ମୋଗଲ୍ ଆଧିପତ୍ୟ)କୁ ଖଣ୍ଡନ କରି ବଙ୍ଗ ଅଞ୍ଚଳକୁ ବ୍ରିଟିଶ୍ ସାମ୍ରାଜ୍ୟଭୁକ୍ତ କରିଥିଲା । ୧୮୦୩ରେ ଔପଚରିକ ରୂପେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ସଂରକ୍ଷଣ ସ୍ଵୀକାରସ୍ବୀକାର କରିଥିଲେ ।
|-
|[[ଆକବର ଶାହା ଦ୍ଵିତୀୟଦ୍ବିତୀୟ]] || ୧୭୬୦ || ୧୮୦୬-୧୮୩୭ || ୧୮୩୭ ||ବ୍ରିଟିଶ ସାମ୍ରାଜ୍ୟର ସୁରକ୍ଷା ବଳୟରେ ରହି, ନାମକୁ ମାତ୍ର ସମ୍ରାଟ ରୂପେ କାର୍ଯ୍ୟ କରୁଥିଲେ
|-
|[[ବାହାଦୁର୍ ଶାହା ୨]] || ୧୭୭୫ || ୧୮୩୭-୧୮୫୭ || ୧୮୬୨ || ଶେଷ ମୋଗଲ୍ ସମ୍ରାଟ ଭାବେ ଜଣାଶୁଣା,ଯିଏ ବ୍ରିଟିଶ ଇଷ୍ଟ୍ ଇଣ୍ଡିଆ କମ୍ପନୀଦ୍ଵାରାକମ୍ପନୀଦ୍ବାରା ୧୮୫୮ ମସିହାରେ ଗାଦିଚ୍ୟୁତ ହୋଇଥିଲେ । ତାଙ୍କ ମୃତ୍ୟୁ ସହ ମୋଗଲ ସାମ୍ରାଜ୍ୟର ଅନ୍ତ ଘଟିଥିଲା
|}
 
==ଭାରତୀୟ ଉପମହାଦ୍ଵୀପରେଉପମହାଦ୍ବୀପରେ ମୋଗଲ୍ ପ୍ରଭାବ==
 
ଭାରତୀୟ ଉପମହାଦ୍ଵୀପରେଉପମହାଦ୍ବୀପରେ ମୋଗଲ୍ ମାନଙ୍କ ବାସ୍ତୁକଳା ଓ ସ୍ଥାପତ୍ୟ ଏକ ପ୍ରମୁଖ ଯୋଗଦାନ ଏବଂ ନିଦର୍ଶନ ଆଟେ । ଏହି ସମୟରେ ମୁସଲିମ୍ ସମ୍ରାଟ୍ ମାନଙ୍କଦ୍ଵାରାମାନଙ୍କଦ୍ବାରା ଅନେକ ଐତିହାସିକ ସ୍ମାରକ ସବୁ ସ୍ଥାପନ କରାଯାଇଛି । ମୋଗଲ୍ ସମ୍ରାଟ ମାନେ ଭବ୍ୟ ମହଲ୍, କବ୍ର୍, ମୀନାର୍ ଓ ଦୁର୍ଗ ସବୁ ତିଆରି ହୋଇ ଆଜି ଦିଲ୍ଲୀ, ଢାକା, ଆଗରା, ଜୟପୁର, ଲାହୋର, ଶେଖପୁରା ଏବଂ ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶର ଅନେକ ସ୍ଥାନରେ ମୋଗଲ୍ କଳା ଓ ସ୍ଥାପତ୍ୟର ମୁକସାକ୍ଷି ରୂପେ ପ୍ରମାଣ ଦେଉଅଛି । ସେମାନଙ୍କଦ୍ଵାରାସେମାନଙ୍କଦ୍ବାରା ନିର୍ମିତ ତାଜମହଲ୍, ଜମ୍ମାମସଜିଦ୍, ଲାଲ୍ କିଲ୍ଲା ମୋଗଲ୍ କଳା ଓ ସ୍ଥାପତ୍ୟର ଏକ ନିଦର୍ଶନ । <ref name="Mughal Art">{{cite web|title=ମୋଗଲ୍ ବାସ୍ତୁକଳା|url=http://www.infoplease.com/encyclopedia/entertainment/mughal-art-architecture.html|publisher=infoplease|accessdate=26 September 2015}}</ref> ଭାରତୀୟ ଇତିହାସରେ ଅନ୍ୟ ସାମ୍ରାଜ୍ୟ ତୁଳନାରେ ମୋଗଲ୍ ସାମ୍ରାଜ୍ୟ ଭାରତୀୟ,ଈରନୀ ଓ ମଧ୍ୟ ଏସିଆର କଳାତ୍ମକ,ସାହିତ୍ୟିକ ଓ ବୌଦ୍ଧିକ ପରମ୍ପରାର ଏକ ସମିଶ୍ରଣ ଅଟେ । ଭାରତର ଉଭୟ ହିନ୍ଦୁ ଓ ମୁସଲମାନ୍ ପରମ୍ପରା, ସଂସ୍କୃତି, ଅଦଲତ ଶୈଳୀ ଉପରେ ସେମାନଙ୍କର ଭାରୀ ପ୍ରଭାବ ଥିଲା । ତଥାପି ଭାରତୀୟ ସାମାଜ ଓ ସଂସ୍କୃତି ପାଇଁ ମୋଗଲ୍ ମାନେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିଲେ ।<ref name="Mughal Art and Architecture">{{cite web|title=ମୋଗଲ୍ କଳା ଓ ସ୍ଥାପତ୍ୟ|url=http://indiapicks.com/annapurna/S_Mughal.htm|publisher=Google web|accessdate=26 September 2015}}</ref> ସେଥି ମଧ୍ୟରୁ:-
 
* କେନ୍ଦ୍ରୀକୃତ ସରକାର ଓ ସଙ୍ଘୀୟ ଶାସନ ବ୍ୟବସ୍ଥାର ପ୍ରଚଳନ