"ମେଷ (ରାଶି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୬ କ ଧାଡ଼ି:
* ରାଶିଚକ୍ରରେ ମେଷ ରାଶିର ଅବସ୍ଥାନ ୦ ଡିଗ୍ରୀରୁ ୩୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ମଙ୍ଗଳ ଏହାର ଅଧିପତି ଗ୍ରହ ।<ref name=Astrojyoti></ref>
* ହିନ୍ଦୁ ଜ୍ୟୋତିଷରେ ମେଷ ରାଶିର ଆକୃତି/ସଂକେତ ଏକ ମେଣ୍ଢା ପରି ।
* ବୈଦିକ ଜ୍ୟୋତିଷମତେ ମେଷରାଶି ରଜଗୁଣୀ, ଚର ରାଶି, କ୍ଷତ୍ରୀୟ ଜାତି, ଅଗ୍ନିତତ୍ତ୍ଵଅଗ୍ନିତତ୍ତ୍ବ ବିଶିଷ୍ଟ ଏକ ବିଷମ ରାଶି ।<ref>Swain, Captain Manasa Ranjan . ''ବୈଦିକ ଜ୍ୟୋତିଷ'', ପୃଷ୍ଠା- ୦୬-୦୭. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.</ref>
* ହିନ୍ଦୁ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶିରେ ଅବସ୍ଥାନ କରିଥାନ୍ତି, ତାହା ବ୍ୟକ୍ତିର ଜନ୍ମ ରାଶି ହୁଏ । ମେଷ ରାଶିରେ ଜନ୍ମିତ ବ୍ୟକ୍ତି ବେଶେଷ ଉଚ୍ଚାଭିଳାଷି ହୋଇଥାନ୍ତି ।<ref name=findyourfate>{{cite web|title=Mesha(Aries)|url=http://www.findyourfate.com/indianastro/rasis-char.htm|accessdate=30 September 2015}}</ref>
 
"https://or.wikipedia.org/wiki/ମେଷ_(ରାଶି)"ରୁ ଅଣାଯାଇଅଛି