"ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ (Regular Character Changes)
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce)
| constituency =
| term = ୨୧ ଅଗଷ୍ଟ ୨୦୦୭ –୦୯ ମାର୍ଚ ୨୦୧୩
| predecessor = [[ରାମେଶ୍ଵରରାମେଶ୍ବର ଠାକୁର]]
| successor = [[ଏସ. ସି. ଜମିର]]
| party = [[ଭାରତୀୟ ଜାତୀୟ କଂଗ୍ରେସ]]
 
== ସମାଜ ସେବା ==
ସମାଜ ସେବା କ୍ଷେତ୍ରରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କର ବଳିଷ୍ଠ ଅବଦାନ ରହିଆସିଛି । ସେ, [[ଭାରତ|ଭାରତକୁ]] ବିଭିନ୍ନ ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ଵପ୍ରତିନିଧିତ୍ବ କରିଆସିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ସେ ଖୁବ ଆଗଭର ଥିଲେ ଓ ଏହି ବିଷୟକୁ ନେଇ 'ଦି ୱର୍ଲଡ ଅଫ ଜେଣ୍ଡର ଜଷ୍ଟିସ' ନାମକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେ ଶିଶୁ ଓ ଭିନ୍ନକ୍ଷମମାନଙ୍କ ଅଧିକାର ପାଇଁ ମଧ୍ୟ କାର୍ଯକରିଛନ୍ତି ।<ref>http://www.ouat.ac.in/Home/governer%20biodata.htm</ref>
 
ଆଇନ, ମହିଳା ସଶକ୍ତିକରଣ, ଜନସଂଖ୍ୟା ନିୟନ୍ତ୍ରଣ ଇତ୍ୟାଦି ବିଷୟରେ ତାଙ୍କଦ୍ଵାରାତାଙ୍କଦ୍ବାରା ଲିଖିତ ସମ୍ପାଦକୀୟ ରଚନା ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇସାରିଛି ।<ref>http://www.indianetzone.com/8/murlidhar_chandrakant_bhandare.htm</ref>
 
== ଗାଲେରୀ ==
୩୫,୫୫୩

ଗୋଟି ସମ୍ପାଦନା