"ମୁମ୍ବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୭୩ କ ଧାଡ଼ି:
}}
 
[[ଭାରତ]]ର ପଶ୍ଚିମ କୂଳରେ ସ୍ଥିତ '''ମୁମ୍ବାଇ''' (ପୂର୍ବ ନାମ ବମ୍ବେ), [[ଭାରତୀୟ]] ରାଜ୍ୟ [[ମହାରାଷ୍ଟ୍ର]]ର ରାଜଧାନୀ ଅଟେ। ଏହାର ଆନୁମାନିକ ଜନସଂଖ୍ୟା ୩ କୋଟି ୨୧ ଲକ୍ଷ, ଯାହାକି ଦେଶର ସର୍ବାଧିକ ଜନସଂଖ୍ୟା ଥିବା ସହର ଅଟେ।<ref name=WG>[http://www.webcitation.org/query?url=http://world-gazetteer.com/wg.php?x=%26men=gcis%26lng=en%26des=wg%26srt=npan%26col=abcdefghinoq%26msz=1500%26pt=c%26va=%26srt=pnan&date=2010-01-10+15:19:25 विश्व गैज़ेटियर अनुमान 2008-01-01]</ref> ଏହାର ଉତ୍ପତ୍ତି ଲାଭାରୁ ନିର୍ଗତ ୭ଟି ଛୋଟ ଛୋଟ ଦ୍ବୀପପୁଞ୍ଜକୁ ମିଶାଇ ହେଇଛି, ଯାହା ମୂଳ ଭାରତୀୟ ଭୂଖଣ୍ଡକୁ ଏକ ପୋଲଦ୍ଵାରାପୋଲଦ୍ବାରା ଯୋଡି ହେଇଛି। ମୁମ୍ବାଇ ବନ୍ଦର ଭାରତର ସର୍ବଶ୍ରେଷ୍ଠ ସାମୁଦ୍ରିକ ବନ୍ଦର ଅଟେ। ମୁମ୍ବାଇର ଉପକୂଳରେ ଫାଟ ଥିବାରୁ ଏହାର ପୋତାଶ୍ରୟ ପ୍ରକୃତିକ ଓ ସୁରକ୍ଷିତ ଅଟେ। [[ଇଉରୋପ]], [[ଆଫ୍ରିକା]], [[ଆମେରିକା]] ଆଦି ପାଶ୍ଚାତ୍ୟ ଦେଶରୁ ଜଳମାର୍ଗ କିମ୍ବା ଆକାଶମାର୍ଗରୁ ଆସୁଥିବା ଯାତ୍ରୀ ସର୍ବପ୍ରଥମେ ମୁମ୍ବାଇ ଆସୁଥିବାରୁ, ମୁମ୍ବାଇକୁ ଭାରତର ପ୍ରବେଶଦ୍ଵାରପ୍ରବେଶଦ୍ବାର ମଧ୍ୟ କୁହାଯାଏ।
 
ମୁମ୍ବାଇ ଭାରତର ସର୍ବବୃହତ ବାଣିଜ୍ୟିକ କେନ୍ଦ୍ର ଅଟେ, ଯାହାର ଭାରତର ସକଳ ଘରୋଇ ଉତ୍ପାଦରେ ୫% ଭାଗୀଦାରୀ ରହିଛି।<ref>{{cite web
୮୪ କ ଧାଡ଼ି:
|publisher=महाराष्ट्र नगर एवं औद्योगिक विकास निगम लिमिटेड
|format=[[JPEG|JPG]]
|accessdate=2008-07-18|archiveurl=https://archive.is/VcP3|archivedate=2012-07-09}}</ref> ମୁମ୍ବାଇ ବିଶ୍ଵରବିଶ୍ବର ପ୍ରମୁଖ ୧୦ ବାଣିଜ୍ୟିକ କେନ୍ଦ୍ର ମଧ୍ୟରୁ ଅନ୍ୟତମ ଅଟେ।<ref name="autogenerated1">{{cite web |url=http://www.rediff.com/money/2007/jun/18mumbai.htm |title=Mumbai among world's top 10 financial flow hubs |date=2007-06-18 |publisher=Rediff News}}</ref> ଭାରତର ଅଧିକାଂଶ ବ୍ୟାଙ୍କ, ବ୍ୟବସାୟିକ କାର୍ଯାଳୟ ଓ ଅନେକ ମହତ୍ତ୍ୱପୂର୍ଣ୍ଣ ଆର୍ଥିକ ସଂସ୍ଥା ଯେମିତିକି ଭାରତୀୟ ରିଜର୍ଭ ବ୍ୟାଙ୍କ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ, ଜାତୀୟ ଷ୍ଟକ ଏକ୍ସଚେଞ୍ଜ ଓ ଅନେକ ଭାରତୀୟ ସମବାୟ ସଂଗଠନ ଗୁଡିକର ମୁଖ୍ୟ କାର୍ଯାଳୟ ଓ ଅନେକ ବହୁରାଷ୍ଟ୍ରୀୟ ସମବାୟ ସଂସ୍ଥାସବୁ ମୁମ୍ବାଇରେ ଅବସ୍ଥିତ। ଏଥିପାଇଁ ମୁମ୍ବାଇକୁ ଦେଶର ଆର୍ଥିକ ରାଜଧାନୀ ମଧ୍ୟ କହନ୍ତି। ସହରରେ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ର ଓ ଦୂରଦର୍ଶନ ଉଦ୍ୟୋଗ ମଧ୍ୟ ରହିଛି, ଯାହାକି [[ବଲିଉଡ]] ନାମରେ ପ୍ରସିଦ୍ଧ। ମୁମ୍ବାଇର ବ୍ଯବସାୟିକ ସୁଯୋଗ ଓ ଉତ୍କୃଷ୍ଟ ଜୀବନ ଧାରଣ ମାନକ ଭାରତବର୍ଷର ଲୋକମାନଙ୍କୁ ଆକର୍ଷିତ କରେ, ଯାହାଫଳରେ ଏହି ସହରରେ ବିଭିନ୍ନ ସମାଜ ଓ ସଂସ୍କୃତିର ମିଶ୍ରଣ ଘଟିଛି। ମୁମ୍ବାଇ ବନ୍ଦର ଭାରତର ପ୍ରାୟ ଅଧେ ସାମୁଦ୍ରିକ ପଦାର୍ଥ ଆମଦାନୀ କରେ।<ref name="Manorama2006">{{ cite book | title = मनोरमा ईयरबुक 2006 | year = 2006 | publisher = मलयाला मनोरमा| location = कोट्टायम, भारत| isbn = 8189004077 }}</ref>
 
== ଭୂଗୋଳ ==
ମୁମ୍ବାଇ ସହର ଭାରତର ପଶ୍ଚିମ ଉପକୂଳର [[କୋଙ୍କଣ]] ଉପକୂଳୀୟ କ୍ଷେତ୍ରର [[ଉଲ୍ଲାସ ନଦୀ]] ମୁହାଣରେ ଅବସ୍ଥିତ। ଏଥିରେ ସେଲସେଟ ଦ୍ଵୀପରଦ୍ବୀପର ଆଂଶିକ ଭାଗ ଅଛି ବାକି ଭାଗ [[ଠାଣେ]] ଜିଲ୍ଲାରେ ରହିଛି। ଅଧିକାଂଶ ନଗର ସମୁଦ୍ର ପତ୍ତନରୁ ଅଳ୍ପକିଛି ଉଚ୍ଚତାରେ ଅବସ୍ଥିତ, ଯାହାର ହାରାହାରି ଉଚ୍ଚତା ୧୦ମି. (୩୩ ଫୁଟ)ରୁ ୧୫ମି. (୪୯ ଫୁଟ) ମଧ୍ୟରେ ଅଟେ।<ref>{{cite web |url=http://www.bhramanti.com/kanheri.html |title=Kanheri, Lungs of Mumbai |accessdate=2007-12-05 |author=Krishnadas Warrior}}</ref> ମୁମ୍ବାଇର ଉତ୍ତର ଭାଗ ପାହାଡିଆ ଅଟେ ଯାହାର ସର୍ବୋଚ୍ଚ ଉଚ୍ଚତା ୪୫୦ମି. (୧,୪୭୬ ଫୁଟ) ଅଟେ। ସହର ସମଗ୍ର କ୍ଷେତ୍ରଫଳ ୬୦୩ ବର୍ଗକି.ମି. (୨୩୩ ବର୍ଗମାଇଲ) ଅଟେ।
 
ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ ସହର ପାଖରେ ଅବସ୍ଥିତ। ଏହା ପୁରା ସହରର ସମୁଦାୟ ୬ ଭାଗରେ ବିସ୍ତ୍ରୁତ। ଏହି ଉଦ୍ୟାନରେ [[ଚିତାବାଘ]] ଭଳି ପଶୁ ମଧ୍ୟ ମିଳିଯା'ନ୍ତି। <ref>[http://cities.expressindia.com/fullstory.php?newsid=45505 A cat rouses Thane colony]</ref><ref>[http://ngcblog.nationalgeographic.com/explorer/?p=1 Killer Cats by Bijal Trivedi - National Geographic Channel]</ref> କିନ୍ତୁ ସହରରେ ଲୋକମାନଙ୍କ ରହିବାସମସ୍ୟା ପାଇଁ ଏହି ଉଦ୍ୟାନର କ୍ଷେତ୍ରଫଳ ହ୍ରାସ ଆଉ ଏହି ଜାତୀୟ ପଶୁମାନେ ଲଗାତାର ହ୍ରାସ ପାଇଯାଉଛନ୍ତି।
 
ଭାଟସା ବନ୍ଧ ଛଡା ଅନ୍ୟ ୬ ମୁଖ୍ୟ ହ୍ରଦ ସହରର ପାଣି ସମସ୍ୟା ଦୂର କରେ। ବିହାର ହ୍ରଦ, ବଇତରଣା, ଉପର ବଇତରଣା, ତୁଳସୀ, ତଂସ ଓ ପଉଅଇ। ତୁଳସୀ ଓ ବିହାର ହ୍ରଦ ବୋରିବଲି ଜାତୀୟ ଉଦ୍ୟାନରେ ସହର ନଗର ପାଳିକାର ସୀମା ମଧ୍ୟରେ ଅବସ୍ଥିତ। ପଉଅଇ ହ୍ରଦଦ୍ଵାରାହ୍ରଦଦ୍ବାରା କେବଳ ଶିଳ୍ପ ସଂସ୍ଥା ଗୁଡିକର ପାଣି ଆବଶ୍ୟକତା ପୂର୍ଣ୍ଣ ହେଇଥାଏ। ତିନୋଟି ଛୋଟ ନଦୀ ଦହିସର, ପୋଇସର ଓ ଓହିଉଆଡା (ବା ଆଶୀଉଆଡା) ଉଦ୍ୟାନ ଭିତରୁ ବାହାରିଛି, ଯେବେକି ମିଠା ନଦୀ (ମିଠି ନଦୀ) ତୁଳସୀ ହ୍ରଦରୁ ବାହାରିଅଛି ଓ ପଉଅଇ ଏବଂ ବିହାର ହ୍ରଦର ବନ୍ୟାଜଳ ନିଜ ଭିତରକୁ ନେଇଥାଏ। ସହରର ବହୁତ କୁଳ ସନ୍ତସନ୍ତିଆ ଅଟେ। ସେଲସେଟ ଦ୍ଵୀପରଦ୍ବୀପର ପୂର୍ବଭାଗ ଅତି ସନ୍ତସନ୍ତିଆ ଅଟେ ଯାହାକି ଜୈବବିଭିନ୍ନତାରେ ପରିପୂର୍ଣ୍ଣ। ପଶ୍ଚିମ ଭାଗ ଅତ୍ୟନ୍ତ ବାଲିଆ ଓ ପଥୁରିଆ ଅଟେ।
 
==ଇତିହାସ==
୯୯ କ ଧାଡ଼ି:
|date=୨୦୦୮-୦୮-୦୭}}</ref>]]
 
ଉତ୍ତର ମୁମ୍ବାଇର କାନ୍ଦିବଲିରୁ ମିଳିଥିବା କିଛି ଧ୍ଵଂସାବଶେଷରୁଧ୍ବଂସାବଶେଷରୁ ଜଣାପଡେକି ଏହି ଦ୍ଵୀପପୁଞ୍ଜଦ୍ବୀପପୁଞ୍ଜ ସବୁ ପ୍ରାଚୀନ ପ୍ରସ୍ତର ଯୁଗରୁ ବସତି ସ୍ଥାପନ ହେଇଛି। ଜନବସତିର ଲିଖିତ ପ୍ରମାଣ ଖ୍ରୀ.ପୂ. ୨୫୦ ମିଳୁଛ, ଯେତେବେଳେ ଏହାକୁ ହେପ୍ଟାନୋସିଆ କୁହାଯାଉଥିଲା। ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ଏହା ମୌର୍ଯ୍ୟ ସାମ୍ରାଜ୍ୟର ଅଂଶ ଥିଲା ଯେତେବେଳେ ଏହାର ଶାସକ [[ସମ୍ରାଟ ଅଶୋକ]] ଥିଲେ। ଖ୍ରୀଷ୍ଟାବ୍ଦ ପ୍ରାରମ୍ଭର ପ୍ରାଥମିକ ଶତାବ୍ଦୀରେ ଏହା ସାତବାହାନ ସାମ୍ରାଜ୍ୟ ଓ ଇଣ୍ଡୋ-ସାଇଥିୟ ପାଶ୍ଚାତ୍ୟ ସେଟ୍ରେପ ମଝିରେ ବିବାଦିତ ଥିଲା। ପରେ ହିନ୍ଦୁ ସିଲହରା ବଂଶର ରାଜାମାନେ ଏହାକୁ ୧୩୪୩ ପର୍ଯ୍ୟନ୍ତ ରାଜୁତି କରିଥିଲେ ଯେପର୍ଯ୍ୟନ୍ତ ଗୁଜରାଟର ରାଜାମାନେ ଏହାକୁ ଅଧିକାର ନକରିଥିଲେ। କିଛି ପୁରାତନ କାରୂକାର୍ଯ୍ୟ ଯେପରିକି ଏଲିଫାଣ୍ଟା ଗୁମ୍ଫା ଓ ବାଳକେଶର ମନ୍ଦିର ଏହି କାଳଖଣ୍ଡର ଅଟେ।
 
୧୫୩୪ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜମାନେ ଗୁଜରାଟର ଶାସକମାନଙ୍କଠୁ ଏହି ଦ୍ବୀପପୁଞ୍ଜ ଛଡେଇନେଇଥିଲେ। ଯାହାକି ପରେ ଇଂଲଣ୍ଡର ସମ୍ରାଟ ଦ୍ଵିତୀୟଦ୍ବିତୀୟ ଚାର୍ଲ୍ସଙ୍କୁ ଯୌତୁକ ରୂପେ ଦିଆଯାଇଥିଲା।<ref>{{cite web |url=http://www.fco.gov.uk/servlet/Front?pagename=OpenMarket/Xcelerate/ShowPage&c=Page&cid=1007029394365&a=KCountryProfile&aid=1019061813652 |title=UK Government Foreign and Commonwealth Office |accessdate=2008-01-06 |date=2007-06-28|archiveurl=http://web.archive.org/web/20030731063951/http://www.fco.gov.uk/servlet/Front?pagename=OpenMarket/Xcelerate/ShowPage&c=Page&cid=1007029394365&a=KCountryProfile&aid=1019061813652|archivedate=2003-07-31}}</ref> ଚାର୍ଲ୍ସଙ୍କର ବାହାଘର କ୍ୟାଥରିନ ଡେ ଭର୍ଗିଞ୍ଜାଙ୍କ ସହ ହେଇଥିଲା। ଏହି ଦ୍ବୀପପୁଞ୍ଜର ଜମିର ପଟ୍ଟା ୧୬୬୮ରେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ପ୍ରତିବର୍ଷ ୧୦ ପାଉଣ୍ଡ ହିସାବରେ ଦିଆଯାଇଥିଲା। କମ୍ପାନୀକୁ ଦ୍ବୀପପୁଞ୍ଜର ପୂର୍ବପଟେ ଗଭୀର ପୋତାଶ୍ରୟ ମିଳିଲା ଯାହାକି ଉପମହାଦ୍ଵୀପରେଉପମହାଦ୍ବୀପରେ ପ୍ରଥମ ବନ୍ଦର ସ୍ଥାପନ ପାଇଁ ସର୍ବୋତ୍ତମ ଥିଲା। ୧୬୬୧ରେ ଏହାର ଜନସଂଖ୍ୟା ମାତ୍ର ୧୦୦୦୦ ଥିଲା, ଯାହାକି ୧୬୭୫ରେ ୬୦୦୦୦ ହେଇଗଲା। ୧୬୮୭ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ନିଜ ମୁଖ୍ୟାଳୟ [[ସୁରାଟ]]ରୁ ମୁମ୍ବାଇ ସ୍ଥାନାନ୍ତରିତ କରିଲାପରେ ନଗର ବମ୍ବେ ପ୍ରେସିଡେନ୍ସିର ମୁଖ୍ୟାଳୟ ହେଇଗଲା।
 
୧୮୧୭ ପରେ ନଗରକୁ ବହୁତ ସିଭିଲ କାର୍ଯ୍ୟଦ୍ଵାରାକାର୍ଯ୍ୟଦ୍ବାରା ପୁନରୁଦ୍ଧାର କରଯାଇଥିଲା। ଏଥିରେ ସବୁ ଦ୍ଵୀପପୁଞ୍ଜକୁଦ୍ବୀପପୁଞ୍ଜକୁ ପରସ୍ପରସହ ଯୋଡିବା ମୁଖ୍ୟ ଲକ୍ଷ୍ୟ ଥିଲା। ଏହି ପରିଯୋଜନାକୁ ହର୍ନବୟ ବେଲାର୍ଡ ପରିଯୋଜନା କୁହାଯାଏ ଓ ଏହା ୧୮୪୫ରେ ସପୂର୍ଣ୍ଣ ହେଇଥିଲା ଓ ମୁମ୍ବାଇର କ୍ଷେତ୍ରଫଳ ୪୩୮ ବର୍ଗକି.ମି. ହେଇଥିଲା। ୧୮୫୩ ମସିହାରେ ଭାରତରେ ପ୍ରଥମ ରେଳ ଲାଇନ ଏଠାରେ ସ୍ଥାପିତ ହେଇଥିଲା ଯାହାକି ମୁମ୍ବାଇକୁ ଠାଣେ ସହ ଯୋଡିଥିଲା। ଆମେରିକୀୟ ନଗର ଯୁଦ୍ଧ କାଳରେ ଏହା ବିଶ୍ଵରବିଶ୍ବର ସବୁଠୁ ବଡ ସୂତା ବ୍ୟବସାୟର ବଜାର ହେଲା ଯାହାଫଳରେ ଏହାର ଅର୍ଥବ୍ୟବସ୍ଥା ଆହୁରି ସୁଦୃଢ ହେଲା ଓ ସହରର ସ୍ତର ବହୁଗୁଣ ବଢିଗଲା।
 
୧୯୫୫ ପରେ ବମ୍ବେ ରାଜ୍ୟକୁ ପୁନଃବ୍ୟବସ୍ଥିତ କରାଗଲା ଓ ଭାଷା ଆଧାରରେ ରାଜ୍ୟକୁ ଗୁଜରାଟ ଓ ମହାରାଷ୍ଟ୍ର ଭାବରେ ଦୁଇଭାଗ କରାଗଲା। ଏକ ଦାବି ଅନୁସାରେ ନଗରକୁ ସ୍ଵୟଂଶାସିତସ୍ବୟଂଶାସିତ ନଗରର ମର୍ଯ୍ୟାଦା ଦବାକୁ କୁହାଗଲା। କିନ୍ତୁ ସଂଯୁକ୍ତ ମହାରାଷ୍ଟ୍ର ସମିତିର ଆନ୍ଦୋଳନଦ୍ଵାରାଆନ୍ଦୋଳନଦ୍ବାରା ଏହାର ବିରୋଧ କରାଗଲା ଓ ମୁମ୍ବାଇକୁ ମହାରାଷ୍ଟ୍ରର ରାଜଧାନୀ କରିବାକୁ ଦାବି କରାଗଲା। ଏହି ବିରୋଧ ଫଳରେ ୧୦୫ ଲୋକ ପୋଲିସ ଗୁଳିରେ ନିହତ ହେଇଥିଲେ ଓ ଶେଷରେ ୧ ମେ ୧୯୬୦ରେ ମହାରାଷ୍ଟ୍ର ରାଜ୍ୟ ସ୍ଥାପନ ହେଲା ଓ ମୁମ୍ବାଇ ଏହାର ରାଜଧାନୀ ହେଲା।
 
[[Image:Image-Mumbai fountain.jpg|thumb|[[ଫ୍ଲୋରା ଫାଉଣ୍ଟେନ]]ର ପୁନର୍ନାମକରଣ [[ହୁତାତ୍ମା ଛକ]] କରାଗଲା, ଯାହାକି ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନରେ ହେଇଥିବା ସହିଦଙ୍କ ସ୍ମାରକ ହେଲା।]]
 
୧୯୭୦ ଦଶକ ଅନ୍ତେ ଏଠାରେ ନିର୍ମାଣ କାର୍ଯ୍ୟରେ ବହୁତ ବୃଦ୍ଧି ହେଇଥିଲା। ଯାହାଫଳରେ କି ଏଠାରେ ପ୍ରବାସୀମାନଙ୍କ ଆଗମନରେ ବହୁତ ବୃଦ୍ଧି ହେଲା। ସମୟ ଆସିଲା ଏହା ଜନସଂଖ୍ୟାରେ ଭାରତରେ ସବୁଠୁ ବଡ ଜନବହୁଳ ସହର [[କଲିକତା]]କୁ ପଛରେ ପକେଇଦେଲା ଓ ପ୍ରଥମ ସ୍ଥାନ ନେଲା। ଏହି ପ୍ରବାସୀଙ୍କ ଆଗମନ ସ୍ଥାନୀୟ ମରାଠୀମାନଙ୍କ ମନକୁ ଆଶଙ୍କିତ କରିଲା, ଯେଉଁମାନେ ନିଜର ଭାଷା, ସଂସ୍କୃତି ଓ ବ୍ୟବସାୟକୁ ରକ୍ଷା କରିବାପାଇଁ ଚିନ୍ତିତ ଥିଲେ।<ref>{{cite web |url=http://in.rediff.com/election/2004/apr/23espec3.htm |title=Know your party |accessdate=2007-12-05 |author=Ashraf, Syed Firdaus |date=2004-04-23 |work=Elections 2004 Rediff Special |publisher=Rediff News}}</ref> [[ବାଲା ସାହେବ ଠାକରେ]]ଙ୍କଦ୍ଵାରାଙ୍କଦ୍ବାରା [[ଶିବସେନା]] ରାଜନୈତିକ ଦଳ ଗଠନ କରାଗଲା ଯାହାକି ସ୍ଥାନୀୟ ମରାଠୀମାନଙ୍କ ସ୍ଵାର୍ଥସ୍ବାର୍ଥ ରକ୍ଷା ପାଇଁ ଥିଲା। <ref>[http://www.merinews.com/catFull.jsp?articleID=129954 Raj Thackeray has a point]</ref> ସହରର ଧର୍ମ ନିରପେକ୍ଷତା ୧୯୯୨-୯୩ର ଦଙ୍ଗା କାରଣରୁ ଛିନ୍ନଭିନ୍ନ ହେଇଥିଲା ଯେଉଁଥିରେ ବଡ ପରିମାଣର ଜୀବନ ଓ ସମ୍ପତ୍ତି ହାନି ହେଇଥିଲା। ଏହାର କିଛିମାସ ମରେ ୧୨ ମାର୍ଚ୍ଚ ୧୯୯୩ରେ ପୂର୍ବ ନିଯୋଜିତ ବମ ବିସ୍ଫୋଟ ସହରକୁ ଦୋହଲେଇଦେଇଥିଲା। ଯେଉଁଥିରେ ଶତାଧିକ ଲୋକ ମୃତ୍ୟୁବରଣ କରିଥିଲେ। ୧୯୯୫ରେ ବମ୍ବେ ନାମକୁ ପରିବର୍ତ୍ତନ କରାଯାଇ ମୁମ୍ବାଇ କରଯାଇଥିଲା। ଏହା ଶିବସେନା ସରକାରରେ ଇଂରେଜମାନଙ୍କଦ୍ଵାରାଇଂରେଜମାନଙ୍କଦ୍ବାରା ଦିଆଯାଇଥିବା ନାମଗୁଡିକୁ ଐତିହାସିକ ଓ ସ୍ଥାନୀୟ ଆଧାରରେ ପୁନଃ-ନାମକରଣ ହେଇଥିଲା। ଏଠାରେ ଏବେ ମଧ୍ୟ ଆତଙ୍କବଦୀମାନଙ୍କଦ୍ଵାରାଆତଙ୍କବଦୀମାନଙ୍କଦ୍ବାରା ଆକ୍ରମଣ ସମୟ ସମୟରେ କରାଯାଉଛି। ୨୦୦୬ରେଠାରେ ସ୍ଥାନୀୟ ରେଳରେ ବିସ୍ଫୋଟ କରଯାଇଥିଲା ଯେଉଁଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। <ref>{{cite news |url=http://news.bbc.co.uk/2/hi/in_depth/south_asia/2006/mumbai_train_attacks/default.stm |title=Special Report: Mumbai Train Attacks |date=2006-09-30 |publisher=BBC |accessdate=2008-08-13}}</ref> ନଭେମ୍ବର ୨୬ ୨୦୦୮ରେ ଜଳପଥରୁ ଆସିଥିବା ପାକିସ୍ତାନୀ ଆତଙ୍କବଦୀ ମାନେ ମୁମ୍ବାଇରେ ଛତ୍ରପତି ଶିବାଜି ଟର୍ମିନାଲ, କାମା ଚିକିତ୍ସାଳୟ, ତାଜ ହୋଟେଲ, ନାରିମାନ ପଏଣ୍ଟଠାରେ ଆକ୍ରମଣ କରି ୩୦୦ରୁ ଅଧିକ ନିରୀହ ଲୋକଙ୍କ ପ୍ରାଣ ନେଇଥିଲେ ଯେଉଁଥିରେ ୧୦ଜଣରୁ ୯ ଜଣ ଆତଙ୍କବାଦୀ ସେନାର ଗୁଳିରେ ପ୍ରାଣ ହରାଇଥିଲେ ଓ ବଞ୍ଚିଯାଇଥିବା ଆତଙ୍କବଦୀ ଆଜମଲ ଅମିର କସବକୁ ସୁପ୍ରିମକୋର୍ଟ ଫାଶୀଦଣ୍ଡ ଦେଇଥିଲା। ଏହି ଆକ୍ରମଣରେ ସେନାର ମେଜର ସନ୍ଦିପ ଉନ୍ନିକୃଷ୍ଣନ, ଏଟିଏସର ମୁଖ୍ୟ ହେମନ୍ତ କରକରେ, ହାବିଲଦାର ତୁକାରମ ଓମ୍ବଲେ ଇତ୍ୟାଦି ସହିଦ ହେଇଥିଲେ। ଏହି ଆକ୍ରମଣ ପରେ ଭାରତ ତାର ଜଳପଥର ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା।
 
== ଜଳବାୟୁ ==
୧୩୦ କ ଧାଡ଼ି:
<gallery>
Image:Bombay - The High Court from afar (2006).jpg|[[ମୁମ୍ବାଇ ଉଚ୍ଚ ନ୍ୟାୟଳୟ]]
| ସମ୍ରାଟ ପଞ୍ଚମ ଜର୍ଜ ଓ ରାଣୀ ମେରିଙ୍କ ସ୍ମୃତିରେ ନିର୍ମିତ [[ଗେଟଵେଗେଟବେ ଅଫ ଇଣ୍ଡିଆ]] ସ୍ଥାପନା - [[ଡିସେମ୍ବର]] [[୧୯୧୧]]
Image:Image-Mumbai fountain.jpg|[[ଫ୍ଲୋରା ଫାଉଣ୍ଟେନ]] ଯାହାକୁ [[ହୁତାତ୍ମା ଛକ]]ର ନାମ ଦିଆଯାଇଛି|
Image:Bombay-Stock-Exchange-2.jpg| [[ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ]] ଏସିଆର ସବୁଠୁ ପୁରୁଣା ଷ୍ଟକ ଏକ୍ସଚେଞ୍ଜ
"https://or.wikipedia.org/wiki/ମୁମ୍ବାଇ"ରୁ ଅଣାଯାଇଅଛି