"ମାଇକ୍ରୋମିଟର (ଉପକରଣ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୫ କ ଧାଡ଼ି:
 
== ଇତିହାସ ଓ ନାମକରଣ ==
[[Image:Gascoigne's_micrometer_as_drawn_by_Robert_Hooke.JPG|thumb|ରବର୍ଟ ହୁକ୍‌ଙ୍କଦ୍ଵାରାହୁକ୍‌ଙ୍କଦ୍ବାରା ଅଙ୍କା ଯାଇଥିବା Gascoigneଙ୍କ ମାଇକ୍ରୋମିଟର]]
ମାଇକ୍ରୋମିଟର ଶବ୍ଦଟି ଦୁଇଗୋଟି ଗ୍ରୀକ୍ ଶବ୍ଦରୁ ଆସିଛି । ତାହା ହେଲା ମାଇକ୍ରୋ ଓ ମେଟ୍ରୋନ । "ମାଇକ୍ରୋ' ଶବ୍ଦର ଅର୍ଥ ହେଲା ଛୋଟ ଓ "ମେଟ୍ରୋନ' ଶବ୍ଦଟିର ଅର୍ଥ ମାପ । ତେଣୁ ଛୋଟ ଦୈର୍ଘ୍ୟର ମାପକୁ ମାଇକ୍ରୋମିଟର କୁହାଯାଏ । ୧୭ଶ ଶତାବ୍ଦୀରେ ପ୍ରଥମେ ୱିଲିଆମ୍ ଗାସ୍କୋଇନ୍ ଗୋଟିଏ ଉପକରଣ ବାହାର କରିଥିଲେ । ଏହା କମ୍ ଲମ୍ବକୁ ମାପ କରି ପାରୁଥିଲା । ଏହାକୁ ଟେଲିସ୍କୋପରେ ବ୍ୟବହାର କରାଯାଉଥିଲା । ଏହା ପରେ ୧୮୪୮ ମସିହାରେ ପ୍ୟାରିସ୍‌ର ଜିନ୍ ଲରେ ପାଲ୍ମର ଗୋଟିଏ ଉପକରଣ ବାହାର କରିଥିଲେ । ଏହାକୁ ସମସ୍ତେ ପାଲ୍ମର ସ୍କ୍ରିଉ ବୋଲି କହୁଥିଲେ । ତେବେ ୧୮୮୮ ମସିହାରେ ଏଡ଼ୱାର୍ଡ଼ ୱିଲିଆମ ମୋର୍ଲେ ଗୋଟିଏ ଉନ୍ନତ ମାନର ମାଇକ୍ରୋମିଟର ବାହାର କରିଥିଲେ । ଏହା ସାହାଯ୍ୟରେ ଅତି କମ୍‌ରେ ୦.୦୧ ମିଲିମିଟର ଲମ୍ବ ମାପ କରାଯାଇପାରୁଥିଲା ।