"ମହେନ୍ଦ୍ର କପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୯ କ ଧାଡ଼ି:
'''ମହେନ୍ଦ୍ର କପୁର''' ୧୯୩୪ ମସିହା ଜାନୁଆରୀ ୯ତାରିଖରେ [[ପଞ୍ଜାବ]]ର [[ଅମୃତସର]]ଠାରେ ଜନ୍ମଗ୍ରହଣ କରିଥିଲେ୤ ବାଲ୍ୟ କାଳରୁ [[ମୁମ୍ବାଇ]]ରେ ରହୁଥିବା ମହେନ୍ଦ୍ର ସର୍ବଭାରତୀୟ ଗାୟନ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ୤ ଏହାପରେ କଥାଚିତ୍ର ନିର୍ମାତା ରାଜା ନାୱାଠେ ତାଙ୍କ ସୋହନୀ ମହିୱାଲ (୧୯୫୮) କଥାଚିତ୍ରରେ ମହେନ୍ଦ୍ରଙ୍କୁ ଗାଇବାକୁ ସୁଯୋଗ ଦେଇଥିଲେ ୤ ଏହା ପରେ ସେ ନବରଙ୍ଗ କଥାଚିତ୍ରର ଆଧା ହେ ଚନ୍ଦ୍ରମା ରାତ ଆଧି, ବାତ ଆଧି, ମୁଲାକାତ ଆଧି, ଗୀତଟି ରାମଚନ୍ଦ୍ର ଚିତାଲକର ନିର୍ଦ୍ଦେଶନାରେ ଗାଇ ବଲିଉଡ଼ର ଆଗଧାଡ଼ିର ପ୍ରଚ୍ଛଦପଟ୍ଟ ଗାୟକଙ୍କ ତାଲିକାରେ ସାମିଲ ହୋଇଥିଲେ ୤ ଅଭିନେତା ମନୋଜ କୁମାରଙ୍କ ଅଭିନୀତ ଉପକାର (୧୯୬୮) କଥାଚିତ୍ରର ମେରେ ଦେଶ କୀ ଧରତୀ ଗୀତଟି ମହେନ୍ଦ୍ରଙ୍କ ପାଇଁ ବିପୁଳ ସଫଳତା ଆଣି ଦେଇଥିଲା ୤ ଏହି ଗୀତ ପାଇଁ ମହେନ୍ଦ୍ରଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ୤ ସେ ବହୁ ଲୋକପ୍ରିୟ ଦେଶଭକ୍ତି ଗୀତ ଗାଇଛନ୍ତି ୤ ସେ କେବଳ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ସିମୀତ ନ ରହି ବିଭିନ୍ନ ଭାରତୀୟ ଭାଷାର ଗୀତରେ ମଧ୍ୟ କଣ୍ଠଦାନ କରି ନିଜ ବହୁମୁଖୀ ପ୍ରତିଭାର ପରିଚୟ ଦେଇଥିଲେ୤<ref>{{cite web |url= http://articles.timesofindia.indiatimes.com/2008-09-28/mumbai/27946493_1_raj-kapoor-mahendra-kapoor-lata-mangeshkar-award |title='Mere desh ki dharti' will always be with us - Times Of India |work=indiatimes.com |year=2008 |quote=His oeuvre is said to extend to over 25,000 songs in various regional languages. |accessdate=26 August 2012}}</ref>
[[ମହାରାଷ୍ଟ୍ର]] ସରକାର ତାଙ୍କୁ ଲତା ମଙ୍ଗେସକର ପୁରସ୍କରରେ ସମ୍ମାନିତ କରିଥିବା ବେଳେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କରରେ ସମ୍ମାନୀତ କରିଛନ୍ତି ୤
:ମହେନ୍ଦ୍ରଙ୍କଦ୍ଵାରାମହେନ୍ଦ୍ରଙ୍କଦ୍ବାରା ଗାୟନ କରାଯାଇଥିବା କିଛି ଲୋକପ୍ରିୟ ଗୀତ ହେଲା
* ଇକତାରା ବୋଲେ
* ଫକିରା ଚଲ ଚଲା ଚଲ