"ମମତା (୧୯୭୫ର ସିନେମା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨୮ କ ଧାଡ଼ି:
 
'''ମମତା''', ''୧୯୭୫'' ମସିହାରେ ମୁକ୍ତିଲାଭ କରିଥିବା ଏକ [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହା [[ପ୍ରଶାନ୍ତ ନନ୍ଦ]]ଙ୍କ ପ୍ରଯୋଜନାରେ ଓ [[ବ୍ୟୋମକେଶ ତ୍ରିପାଠୀ]]ଙ୍କ ନିର୍ଦ୍ଦେଶନାରେ ନିର୍ମିତ ।
ଏଥିରେ ବିଭିନ୍ନ ଭୂମିକାରେ [[ପ୍ରଶାନ୍ତ ନନ୍ଦ]], [[ସୁଜାତା ଆନନ୍ଦ]] ଓ [[ସୁରେଶ ମିଶ୍ର]] ଆଦି ଅଭିନେତା ଅଭିନୟ କରିଥିଲେ । ଏହାର ଗୀତ ପ୍ରଫୁଲ୍ଲ କର ଓ [[ଶିବବ୍ରତ ଦାସ]] ରଚନା କରିଥିବା ବେଳେ, [[ପ୍ରଫୁଲ୍ଲ କର]] ସ୍ଵରସଂଯୋଜନାସ୍ବରସଂଯୋଜନା କରିଥିଲେ ।
 
== ଅଭିନୟରେ ==
୩୬ କ ଧାଡ଼ି:
* [[ସୁରେଶ ମିଶ୍ର]] (ପ୍ରଥମ ଅଭିନୟ)
* [[ଭାନୁମତୀ ଦେବୀ]]
* [[ଧୀର ବିଶ୍ଵାଳବିଶ୍ବାଳ]]
* [[ଅସିମା]]
* [[ଦିନବନ୍ଧୁ]]
୪୨ କ ଧାଡ଼ି:
 
== ଗୀତ ଓ ସଙ୍ଗୀତ ==
''ମମତା''ର ଗୀତ ପ୍ରଫୁଲ୍ଲ କର, ମଧୁସୂଦନ ରାଓ ଓ ଶିବବ୍ରତ ଦାସ ରଚନା କରିଥିବା ବେଳେ, [[ପ୍ରଫୁଲ୍ଲ କର]] ସ୍ଵରସଂଯୋଜନାସ୍ବରସଂଯୋଜନା କରିଥିଲେ । [[ପ୍ରଫୁଲ୍ଲ କର]] ଏହି କଥାଚିତ୍ରରୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ ।<ref>{{cite web|last=Pattnaik|first=Taranisen|title=TRIVIA OF REEL ODISHA FILM ERA|url=http://eodisha.org/trivia-reel-odisha-film-era-odia-old-film-details-odishatalk-odiafilm/|publisher=eodisha.org|accessdate=26 August 2016}}</ref>
{| class="wikitable sortable"
! ଗୀତ !! କଣ୍ଠଶିଳ୍ପୀ !! ଗୀତିକାର
୬୩ କ ଧାଡ଼ି:
==ବିଶେଷତା==
* ପ୍ରଶାନ୍ତ ନନ୍ଦଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ କଥାଚିତ୍ର
* ପ୍ରଫୁଲ୍ଲ କରଙ୍କଦ୍ଵାରାକରଙ୍କଦ୍ବାରା ସଙ୍ଗୀତ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର
* ସୁରେଶ ମିଶ୍ରଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର
* ପି. ସୁଶୀଳା କଣ୍ଠଦାନ କରିଥିବା ଓଡ଼ିଆ କଥାଚିତ୍ର<ref>{{cite news|last=ନନ୍ଦ|first=ପ୍ରଶାନ୍ତ|title=ସୁପରହିଟ୍ ଓଡ଼ିଆ ଫିଲ୍ମ 'ମମତା'|url=http://odishanewsnitidin.com/index.php?ID=20&PubId=3&schedule=2016-07-17&PageId=8967&PageNum=12|accessdate=26 August 2016|newspaper=ନଜର୍ (ନିତିଦିନ)}}</ref>