"ମଙ୍ଗୋଲିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୭ କ ଧାଡ଼ି:
ଚେଙ୍ଗିଜ୍ ଖାଁ ନାମକ ଜଣେ ଯୋଦ୍ଧା ୧୨୦୬ଖଷ୍ଟାବ୍ଦରେ ମଙ୍ଗୋଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ଏହା ପରବର୍ତ୍ତୀ ସମୟରେ ମଙ୍ଗୋଲିଆ ନାମରେ ପରିଚିତ ହେଲା । ଏହି ସାମ୍ରାଜ୍ୟରେ [[ଚୀନ]] ଠାରୁ ମଧ୍ୟଏସିଆର [[ଇରାନ]], [[ଇରାକ]], [[ତୁର୍କୀ]] ଏବଂ [[ଇଉରୋପ]]ର [[ପୋଲାଣ୍ଡ]] ସୀମା ପର୍ଯ୍ୟନ୍ତ ଅଞ୍ଚଳ ଅନ୍ତର୍ଭୁକ୍ତ ଥିଲା । ଏକ ସମୟରେ ପ୍ରାୟ ସମ୍ପୂର୍ଣ୍ଣ ଏସିଆ ଏହି ସାମ୍ରାଜ୍ୟ କବ୍ଜାରେ ରହିଥିଲା ।
== ଭୂଗୋଳ ==
୧୫,୬୪, ୧୧୬ ବର୍ଗ କି.ମି.<ref>{{cite web|url=https://www.cia.gov/library/publications/the-world-factbook/rankorder/2147rank.html |title=Countries by area |publisher=CIA World Factbook |date= |accessdate=2013-06-28}}</ref> କ୍ଷେତ୍ରଫଳ ବିଶିଷ୍ଟ ମଙ୍ଗୋଲିଆ ପୃଥିବୀର ଉନବିଂଶ (୧୯ଶ) ସର୍ବବୃହତ ଅଞ୍ଚଳ ଥିବା ଦେଶ । ଏହା ଉପକୂଳ ନଥିବା ଦ୍ଵିତୀୟଦ୍ବିତୀୟ ସର୍ବବୃହତ ଦେଶ । ଏହି ଦେଶରେ ପ୍ରାୟ ୩୦ ଲକ୍ଷ ଲୋକ ବାସ କରନ୍ତି ।
 
ମଙ୍ଗୋଲିଆର ରାଜଧାନୀ ଉଲାନବାଟରରେ ରହିଛି ୧୩୧ଫୁଟର ଚେଙ୍ଗିଜ୍ ଖାଁ ଏକ ଘୋଡାରେ ବସିଥିବାର ପ୍ରତିମୂର୍ତ୍ତି ଯାହା ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ।
୧୪ କ ଧାଡ଼ି:
== ପ୍ରଶାସନିକ ବିଭାଜନ ==
ମଙ୍ଗୋଲିଆ ୨୧ଟି ପ୍ରଦେଶ (ସ୍ଥାନୀୟ ଭାଷା: ଏମାଗ (aimags)), ଓ ୩୨୯ଟି ଜିଲ୍ଲାରେ (ସ୍ଥାନୀୟ ଭାଷା: ସମ (sums)) ବିଭକ୍ତ ।<ref>{{cite book|author=Givaandondogiin Purevsambuu|title=Mongolia|year=2006|publisher=Montsame News Agency|isbn=978-99929-0-627-9|page=46}}</ref>
ରାଜଧାନୀ ଉଲାନବାଟର ପ୍ରଦେଶ ମାନ୍ୟତାପ୍ରାପ୍ତ ଏକ ସ୍ଵୟଂଶାସିତସ୍ବୟଂଶାସିତ ରାଜଧାନୀ ସହର ।
== ଭାଷା ==
ଏଠାକାର ସରକାରୀ ଭାଷା ମଙ୍ଗୋଲିଆନ୍ । ଏହା ସହିତ ତୁର୍କି ଏବଂ ଋଷୀୟ ଭାଷା ବି ଏଠାରେ ପ୍ରଚଳିତ । ମହାଭାରତ ଧାରାବାହିକକୁ ମଙ୍ଗୋଲୀୟ ଭାଷାରେ ଡବ୍ କରି ଉଲାନବଟୋର ଟିଭିରେ ପ୍ରସାରିତ କରାଯାଇଛି । ହିନ୍ଦୀ ଫିଲ୍ମ ବି ଏଠାରେ ଖୁବ୍ ଲୋକପ୍ରିୟ । ପଞ୍ଚତନ୍ତ୍ର, ରାମାୟଣ, ଶକୁନ୍ତଳା, କାମସୂତ୍ର, ଗୋଦାନ ଏବଂ କଟି ତଙ୍ଗ ଆଦିକୁ ମଧ୍ୟ ମଙ୍ଗୋଲୀୟ ଭାଷାରେ ପ୍ରକାଶ କରାଯାଇସାରିଛି ।
"https://or.wikipedia.org/wiki/ମଙ୍ଗୋଲିଆ"ରୁ ଅଣାଯାଇଅଛି