"ମଇ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{ଛୋଟ|International Workers' Day}}
ମଇ ପହିଲା ହେଉଛି ବିଶ୍ଵବିଶ୍ବ ଶ୍ରମିକ ଦିବସ ବା '''ମଇ ଦିବସ''' । ପୃଥିବୀର ଅନ୍ୟାନ୍ୟ ଦେଶରେ ଏହା '''ଆନ୍ତର୍ଜାତିକ ଶ୍ରମ ଦିବସ''' ନାମରେ ମଧ୍ୟ ପାଳିତ ହୁଏ ।
 
== ଇତିହାସ ==
୮ ଘଣ୍ଟା କାର୍ଯ୍ୟ ସମୟ ଦାବୀରୁ ଜନ୍ମ ନେଲା ବିଶ୍ଵବିଶ୍ବ ଶ୍ରମିକ ଦିବସ ।<ref name=Utkalaprasanga>{{cite journal|last=କର|first=ସୌରୀବନ୍ଧୁ|title=ଶ୍ରମିକ ଦିବସ|journal=Utkala Prasanga|volume=April-May 2014|pages=104-107|url=http://odisha.gov.in/e-magazine/utkalprasanga/2014/April-May/oriyapdf/104-107.pdf}}</ref> ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ଵବିଶ୍ବ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ୧୮୮୪ ମସିହାଠାରୁ ଏହି ଦାବୀ ନେଇ ଧାରାବାହିକ ଆନ୍ଦୋଳନ ଆମେରିକାରେ ଚାଲିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥଲେ ହେଁ ବିଶ୍ଵରବିଶ୍ବର ସମସ୍ତ ସ୍ଵାଧୀନସ୍ବାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ଏହା ପ୍ରଭାବିତ କରିଥଲା । ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ଷାଠିଏଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ଆଠଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ । ନ୍ୟାସନାଲ ଲେବର ୟୁନିୟନ ମଧ ପୁଞ୍ଜିବାଦୀ ଦାସତ୍ଵରୁଦାସତ୍ବରୁ ଶ୍ରମଜୀବୀମାନଙ୍କୁ ମୁକ୍ତ କରାଇବା ପାଇଁ ଲକ୍ଷ୍ୟ ରଖିଥଲା । ୧୮୬୮ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଆଠଘଣ୍ଟା ଶ୍ରମଦିବସକୁ ଗ୍ରହଣ କରିଥଲା । [[ପ୍ରଥମ ଆନ୍ତର୍ଜାତିକର ଜେନିଭା ଅଧିବେଶନ]] ମଧ୍ୟ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଥଲା ।<ref name=UtkalaPrasanga>{{cite journal|last=Pati|first=Janardana|title=May Day|journal=Utkala Prasanga|issue=Apr-May 2014|pages=101-103|url=http://odisha.gov.in/e-magazine/utkalprasanga/2014/April-May/oriyapdf/101-103.pdf}}</ref>
 
== ଆଧାର ==
"https://or.wikipedia.org/wiki/ମଇ_ଦିବସ"ରୁ ଅଣାଯାଇଅଛି