"ଭାରତୀୟ ଡାକ ସେବା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୩ କ ଧାଡ଼ି:
}}
ଭରତୀୟ ଡାକ ବିଭାଗ (Hindi: भारतीय डाक विभाग) ""ଇଣ୍ଡିଆ ପୋଷ୍ଟ '' ବ୍ଯାପାର ଚିହ୍ନରେ କାର୍ଯକରେ, ଏହା ଭାରତ ସରକାର ଦ୍ବ୍ବ୍ବ୍ବ୍ବାରା ଚାଳିତ ଭାରତର ଡାକ ସେବା ଅଟେ , ଭାରତରେ ବିଶେଷ କରି ଏହା ଡାକଘର କୁହାଯାଏ।
[[ଭାରତୀୟ ଡାକ ସେବା]]ରେ ୧୫୫,୩୩୩ଟି ଡାକଘର ଅଛି , ଓ ଏହା ବିଶ୍ଵରେବିଶ୍ବରେ ବଣ୍ଟନ ହେଇଥିବା ଡାକ ସେବା ମଧ୍ଯରୁ ଏକ। ଭାରତୀୟ ଡାକ ସେବା ନିଜର ସେବା କେବଳ ସହରରେ ହି ନୁହେଁ ବରଂ ଦୂରବର୍ତ୍ତୀ ଜାଗାରେ ମଧ୍ଯ ସେବା ଯୋଗାଏ। ଭାରତୀୟ ଡାକ ସେବା କେବଳ ଚିଠି ଆଦାନ ପ୍ରଦାନ କରେନି ଏହା କାର୍ୟାଳୟ ସେବା , ବ୍ଯାଙ୍କ ସେବା ଏବଂ ଅତ୍ଯାଧିକ ସେବା ପ୍ରଦାନ କରେ।
== ଭାରତୀୟ ଡାକ ସେବାର ଶାସନ ଓ ବ୍ଯବସ୍ଥା ==
ଭାରତୀୟ ଡାକ ସେବା ଭାରତ ସରକାରଙ୍କ ସୁଚନା ଓ ଲୋକସଂପର୍କ ବିଭାଗ ଅଧିନ୍ନରେ ଆସୁଛି। ଭାରତୀୟ ଡାକ ସେବା ସଂସ୍ଥାର ଉଚ୍ଚ ସେବା ବିଭାଗଟି ହେଲା ଭାରତୀୟ ଡାକ ସେବା ବୋର୍ଡ। ଏହି ସଂସ୍ଥାରେ ଜଣେ ସଭାପତି ଓ ୬ ଜଣ ସଦସ୍ଯ ଅଛନ୍ତି।