"ଭାରତ ଛାଡ଼ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Regular Character Changes |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୧ କ ଧାଡ଼ି:
{{ଛୋଟ|Quit India movement}}
[[ଫାଇଲ:QUITIN2.JPG|ଡାହାଣ|thumb|250x250_ପିକସେଲ|ବେଙ୍ଗାଲୁରୁରେ ଭାରତ ଛାଡ଼ ଆନ୍ଦୋଳନର ଶୋଭାଯାତ୍ରା ]]
'''ଭାରତ ଛାଡ଼ ଆନ୍ଦୋଳନ''' ବା [[ଭାରତୀୟ ଅଗଷ୍ଟ ଆନ୍ଦୋଳନ]] [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ଦ୍ୱାରା ବମ୍ବେ ଅଧିବେଶନରେ
କ୍ରିପସ ମିଶନ ଅସଫଳ ହୋଇଥିଲା । ଏହି ୮ ଅଗଷ୍ଟ ୧୯୪୨ ମସିହାରେ ଗାନ୍ଧିଜୀ ବମ୍ବେ ଅଧିବେଶନରେ ''କର ବା ମର'' ଡାକରା ଦେଇଥିଲେ ।<ref>http://www.newworldencyclopedia.org/entry/Quit_India_Movement</ref> ଗାନ୍ଧୀଜୀଙ୍କର ଏହି ଭାଷଣର କିଛି ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଜାତୀୟ କଂଗ୍ରେସ କର୍ମୀଙ୍କୁ ବନ୍ଦୀ କରାହୋଇଥିଲା । ଆମେରିକାର ତତ୍କାଳୀନ ରାଷ୍ଟ୍ରପତି [[ଫ୍ରାଙ୍କଲିନ ରୁଜଭେଲ୍ଟ]] ସେବେକାର ବ୍ରିଟିଶ ପ୍ରଧାନମନ୍ତ୍ରୀ [[ୱିନଷ୍ଟନ୍ ଚଚ୍ଚିଲ]]<nowiki/>ଙ୍କୁ ଭାରତୀୟ ମାନଙ୍କୁ ତାଙ୍କର ଦାବି ପୂରଣ କରିବାକୁ ଚାପ ପକାଇଥିଲେ । [[ଭାରତ ଛାଡ଼ ଆନ୍ଦୋଳନ]]<nowiki/>କୁ ଅନେକ ମହଲ ଏବଂ ଦଳ ସମର୍ଥନ ଦେଇନଥିଲେ ଯେପରିକି, [[ମୁସଲିମ ଲିଗ]], [[ହିନ୍ଦୁ ମହାସଭା]], ବ୍ରିଟିଶ ଇଣ୍ଡିଆର ପ୍ରିନ୍ସଲି ରାଜ୍ୟଗୁଡ଼ିକ, [[ରାଷ୍ଟ୍ରୀୟ
୧୦ କ ଧାଡ଼ି:
== ପୂର୍ବ ଘଟଣାବଳୀ ==
୧୯୩୯ ମସିହାରେ ଭାରତୀୟ ନେତାମାନଙ୍କୁ ନପଚାରି ବ୍ରିଟିଶ ସରକାର ଭାରତୀୟ ସୈନ୍ୟଙ୍କୁ
ଯୁଦ୍ଧ ଆରମ୍ଭ ହେବାମାତ୍ରେ ନେତାଜୀ [[ସୁଭାଷ ଚନ୍ଦ୍ର ବୋଷ]] ଜାପାନରେ ଭାରତୀୟ ଯୁଦ୍ଧବନ୍ଦୀ ମାନଙ୍କୁ ନେଇ ଏବଂ [[ହିଟଲର]]<nowiki/>ଙ୍କ ସହାୟତାରେ [[ଆଜାଦ ହିନ୍ଦ ଫୋୖଜ]] ଗଠନ କରିଥିଲେ ।
|