"ଭଟ୍ଟାରିକା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ୤ → । (10), → (145) using AWB
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୪୪ କ ଧାଡ଼ି:
 
[[ଫାଇଲ:Deity Bhattarika.JPG|thumb|ଦେବୀ ଭଟ୍ଟାରିକା]]
ଏହି ଦେବୀପୀଠ ଶାକ୍ତ ଓ ଶୈବ ଧର୍ମର ସମ୍ମିଳିତ ଉପାସନା କ୍ଷେତ୍ରରୂପେ ବିଦିତ । ରାଜା ପର୍ଶୁରାମ ନିଜ ତୀରମୁନରେ ପ୍ରସ୍ତର ଖୋଦେଇ କରି ଶକ୍ତିସ୍ଵରୂପିଣୀଶକ୍ତିସ୍ବରୂପିଣୀ ମହାମାୟା ମା'ଭଟ୍ଟାରିକାଙ୍କ ମୂର୍ତ୍ତି ଗଢି ପୂଜା କରିଥିଲେ, ତେଣୁ ଏହି ଶକ୍ତିପୀଠକୁ ପର୍ଶୁରାମପୀଠ କୁହାଯାଏ ଏବଂ ମା'ଙ୍କୁ ଭକ୍ତମାନେ ଅଭୟ ବରଦାୟିନୀଭାବେ ପୂଜାକରିଥା'ନ୍ତି ।
କିମ୍ବଦନ୍ତୀ ଅନୁସାରେ, ପୃଥିବୀକୁ କ୍ଷତ୍ରିୟଶୂନ୍ୟ କରିବା ନିମନ୍ତେ ପର୍ଶୁରାମ ମା ଭଟ୍ଟାରିକାଙ୍କୁ ପ୍ରାର୍ଥନା କରି ତାଙ୍କଠାରୁ ବରଲାଭ କରିଥିଲେ । ବିଷ୍ଣୁକଳା ପ୍ରାପ୍ତି ପାଇଁ ମା ତାଙ୍କୁ କଣ୍ଟିଲୋର ପଦ୍ମକ୍ଷେତ୍ରରେ ନୀଳମାଧବଙ୍କୁ ପୂଜା କରିବାଲାଗି ଉପଦେଶ ଦେବା ସହ ସହସ୍ରାର୍ଜୁନ ନିଧନ ନିମନ୍ତେ ଦିବ୍ୟାସ୍ତ୍ର ପ୍ରଦାନ କରିଥିଲେ । [[ପୁରାଣ]] ଅନୁସାରେ [[ପର୍ଶୁରାମ]] ସହସ୍ରାର୍ଜୁନଙ୍କ ଠାରୁ ପରାଜିତ ହେଲାପରେ ମା [[ଦୁର୍ଗା]]ଙ୍କୁ ପୂଜା କରିବା ପରେ ସେ ପର୍ଶୁରାମଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ବିଜେ ହୋଇ ତାଙ୍କୁ ରକ୍ଷା କରିଥିଲେ ।<ref>[http://orissadiary.com/orissa_tourism/temple/Bhattarika.asp Bhattarika temple]</ref><ref>ସମାଜ, ପୃଷ୍ଠା- ଘ, ୨୩.୧୦.୨୦୧୨</ref>
 
୫୦ କ ଧାଡ଼ି:
== ଶାରଦୀୟ ପୂଜା ରୀତିନୀତି ==
ଶାରଦୀୟ ପୂଜାସମୟରେ ଷୋହଳଦିନବ୍ୟାପୀ ଦେବୀଙ୍କର ଷୋଡଶୋପଚାର ପୂଜା ସହିତ ବିଶେଷ ସନ୍ଧିପୂଜା ଅନୁଷ୍ଠିତ ହୁଏ । ଦଶହରା ପର୍ବର [[ଅଷ୍ଟମୀ|ମହାଷ୍ଟମୀ]] ତିଥିରେ ଏଠାରେ ବାର୍ଷିକଯାତ୍ରା ଅନୁଷ୍ଠିତ ହୋଇଥାଏ । ସମ୍ଭବତଃ ୧୭୦୦ମସିହାରୁ ବଡ଼ମ୍ବାଗଡ଼ର ତତ୍କାଳୀନ ରାଜା ଫକିରଚନ୍ଦ୍ର ଦେବଙ୍କ ସମୟରୁ ଭଟ୍ଟାରିକା ପୀଠରେ ମହାଷ୍ଟମୀ ଯାତ୍ରା ଆରମ୍ଭ ହୋଇଥିବା 'ବେଙ୍ଗଲ ଗେଜେଟ୍'ରୁ ଜଣାଯାଏ । ଦୁଇଦିନ ବ୍ୟାପୀ ଅନୁଷ୍ଠିତ ଏହିଯାତ୍ରାରେ ପୂର୍ବରୁ ମାନସିକଧାରୀ ଭକ୍ତମାନେ ଦେବୀଙ୍କ ଉଦ୍ଦେଶ୍ୟରେ ବହୁ ଛାଗବଳି ପକାଉଥିଲେ । ୧୯୭୫ମସିହାରୁ ମଇଁଷି ବଳି ଏବଂ ୨୦୦୦ମସିହାରୁ ଛାଗବଳି ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି ।
ଦେବୀ ଭଟ୍ଟାରିକା ଶ୍ରୀଯନ୍ତ୍ର ଆସୀନା । ସେଥିପାଇଁ ତାଙ୍କୁ କେତେକ ଭକ୍ତ ପରମବୈଷ୍ଣବୀ ତ୍ରିପୁରାସୁନ୍ଦରୀରୂପେ ବିବେଚନା କରନ୍ତି । ଅନ୍ୟପକ୍ଷରେ ମା' ଆଦ୍ୟାଶକ୍ତି ସିଂହବାହିନୀ ହୋଇଥିବାରୁ ଶ୍ରୀଦୁର୍ଗାରୂପେ ପୂଜାକରାଯାଏ । ମା'ଙ୍କର ଦୈନିକ ରୀତିନୀତିଠାରୁ ଶାରଦୀୟ ପୂଜା ସମୟର ନୀତିକାନ୍ତି ଭିନ୍ନ । ଆଶ୍ଵିନଆଶ୍ବିନ କୃଷ୍ଣପକ୍ଷ ଦ୍ଵିତୀୟାଦ୍ବିତୀୟା ଅର୍ଥାତ୍ ମୂଳାଷ୍ଟମୀ ତିଥିରୁ ମା'ଙ୍କର ଷୋଳଦିନାତ୍ମକ ପାର୍ବଣ ପର୍ବ ଅନୁଷ୍ଠିତ ହୁଏ । ଦେବୀଙ୍କର ପ୍ରତ୍ୟହ ସ୍ଵତନ୍ତ୍ରସ୍ବତନ୍ତ୍ର ପୂଜର୍ଚ୍ଚନା ସହିତ ସେବାସୀମାନେ ଏହି ଷୋଳଦିନ ବ୍ରତରଖି ନିଷ୍ଠାର ସହିତ ଶାରଦୀୟ ପୂଜା ପାଳିଥାନ୍ତି । ସେହିଭଳି ପରମ୍ପରାନୁଯାୟୀ ଏହି ଷୋଳଦିନ ତ୍ରିପୁରା ସୁନ୍ଦରୀ ମା'ଭଟ୍ଟାରିକାଙ୍କଠାରେ ସ୍ଵତନ୍ତ୍ରସ୍ବତନ୍ତ୍ର ସୁନାବେଶଲାଗି କରାଯାଏ ଏବଂ ଏହି ଆକର୍ଷଣୀୟ ସୁନାବେଶ ବର୍ଷର ଅନ୍ୟ କୌଣସି ସମୟରେ ଦେଖିବାକୁ ମିଳେନାହିଁ । ପବିତ୍ର ମହାଳୟା ଅମାବାସ୍ୟାଠାରୁ କାମ୍ପିଲ୍ୟବାସିନୀ ମା'ଭଟ୍ଟାରିକାଙ୍କର ପାର୍ବଣପୂଜାର ଦ୍ଵିତୀୟପର୍ବଦ୍ବିତୀୟପର୍ବ ନବରାତ୍ର ପୂଜା ଆରମ୍ଭ ହୁଏ । ମହାସପ୍ତମୀ, ମହାଷ୍ଟମୀ, ମହାନବମୀ ଏବଂ ଦଶମୀତିଥି ଅର୍ଥାତ୍ ପବିତ୍ର ଦଶହରା ପୂଜାସହିତ ଏହି ପାର୍ବଣ ସମ୍ପନ୍ନ ହୁଏ । ଦେବୀପକ୍ଷର ମହାସପ୍ତମୀଠାରୁ ଦଶହରା ପର୍ଯ୍ୟନ୍ତ ମା'ଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନପ୍ରାନ୍ତରୁ ଭକ୍ତମାନେ ଆସିଥାନ୍ତି । ସ୍ଥାନୀୟ ଅଧିବାସୀମାନେ ମା'ଭଟ୍ଟାରିକାଙ୍କ ପାଇଁ ମହାଷ୍ଟମୀବ୍ରତ ରଖି ନିଷ୍ଠାର ସହିତ ଉପବାସ କରିଥାନ୍ତି ଓ ଦଶହରାରେ ଶୁଭାନୁକୂଳ ନିମନ୍ତେ ମନ୍ଦିରଯାଇ ମା'ଙ୍କର ପୂଜାର୍ଚ୍ଚନା କରିଥାନ୍ତି । ଶାରଦୀୟ ପୂଜା ସମୟରେ ରାଜ୍ୟର ଅନ୍ୟାନ୍ୟ ପୀଠଭଳି ପ୍ରତ୍ୟହ ଚଣ୍ଡିପୁରାଣ ବର୍ଣ୍ଣିତ [[ମହାବିଦ୍ୟା|ଦଶମହାବିଦ୍ୟାର]] ବିଭିନ୍ନରୂପରେ ମା'ଙ୍କୁ ଏଠି ଯଦିଓ ବନ୍ଦାପନା କରାଯାଏ କିନ୍ତୁ ବେଶ କରାଯାଏନାହିଁ । ପରମ୍ପରାନୁଯାୟୀ ଏହିସମୟରେ ଦେବୀ ଭଟ୍ଟାରିକାଙ୍କୁ ପ୍ରତ୍ୟହ କିଶୋରୀ, କୁମାରୀ ଏବଂ ପୌଢା ଏହି ତିନି ମାତୃଶକ୍ତି ରୂପେ ଯଥାକ୍ରମେ ସକାଳେ, ମଧ୍ୟାହ୍ନରେ ଏବଂ ସଞ୍ଜରେ ସଜାଯାଇ ପୂଜାର୍ଚ୍ଚନା କରାଯାଏ । ପାର୍ବଣ ପୂଜା ସମୟରେ ପ୍ରତ୍ୟହ ସଂକୀର୍ତ୍ତନ, ପାଲା, ଚଣ୍ଡିପାଠ ସହିତ ମା'ଙ୍କର ବିଶେଷ ସନ୍ଧିପୂଜା କରାଯାଏ । ମହାଷ୍ଟମୀ ଯାତ୍ରାର ମଧ୍ୟରାତ୍ରରେ କାଳେସି ଉଭାଯାତ୍ରା ଦେଖିବାକୁ ଲୋକମାନଙ୍କ ପ୍ରବଳ ଭିଡ଼ ହୁଏ ।
 
== ଆଧାର ==