"ଭଞ୍ଜନଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- କୁ +କୁ )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୬୨ କ ଧାଡ଼ି:
}}
 
'''ଭଞ୍ଜନଗର''', [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ ଜିଲ୍ଲାର]] ଏକ ପ୍ରମୁଖ ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) । ଏହାର ପୂରାତନ ନାମ ରସୁଲକୋଣ୍ଡା ଥିଲା । ପରେ ଏହା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ ହେଲା । ଏହା ମଧ୍ୟ ଦେଇ ଲୋହାରଖଣ୍ଡି ଏବଂ ବଡନଦୀ ପ୍ରବାହିତ ହେଉଅଛି । ଭଞ୍ଜନଗରର ଜାତୀୟ ପଥ କ୍ରମାଙ୍କ ୭ ବ୍ରହ୍ମପୁରରୁ ଫୁଲବାଣୀକୁ ସଂଯୋଗ କରୁଛି | ବହୁତ ଦେବଦେବୀ ମନ୍ଦିର, ଗୀର୍ଜା, ଚର୍ଚ୍ଚ୍, ମସଜିଦ୍, ବିଦ୍ୟାଳୟ, ଏଠାରେ ଅବସ୍ଥିତ । ଏହା ଛତ୍ରପୁର ଠାରୁ ୮୯ କି.ମି ଦକ୍ଷିଣ ଏବଂ ଭୁବନେଶ୍ଵରଭୁବନେଶ୍ବର ଠାରୁ ୧୫୯ କି.ମି ପୁର୍ବରେ ଅବସ୍ଥିତ <ref>[http://www.onefivenine.com/india/villag/Ganjam/Bhanjanagar "About Bhanjanagar Tehsil"] onefivenine</ref>
== ଇତିହାସ ==
==ଦର୍ଶନୀୟ ସ୍ଥାନ==
ଭଞ୍ଜନଗର ସହରରେ ଥିବା ଜଳଭଣ୍ଡାର ନିକଟରେ ୧୭ ଏକର ପରିମିତ ଜାଗାରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଅବସ୍ଥିତ । ଏହି ଶିଶୁ ଉଦ୍ୟାନ ନିକଟରେ ବେଲଗଛରେ ଭରପୁର ଥିବା ଏକ ପାହାଡ଼ ଉପରେ, ୬୧ଫୁଟ ଉଚ୍ଚତା ବିଶିଷ୍ଟ ଶିବଙ୍କ ପ୍ରତିମୂର୍ତ୍ତି ବେଲେଶ୍ଵରବେଲେଶ୍ବର ନାମରେ ପୂଜା ପାଉଛନ୍ତି ।<ref>{{cite web |url= http://www.nuaodisha.com/Article-Inauguration-of-61-feet-height-Lord-Shiva-Statue-at-BhanjanagarGanjam-.aspx |title=Article: Inauguration of 61 feet height Lord Shiva Statue at Bhanjanagar, Ganjam. By Rakesh Kumar Pattnaik |first=Rakesh Kumar |last= Pattnaik |work=nuaodisha.com |year=2013 |quote=Beleswar Mahadev with a huge 61 feet height Statue of Lord Shiva and 21 feet height statue of Nandi |accessdate=29 June 2013}}</ref>
ଏହି ମୂର୍ତ୍ତି ଓଡ଼ିଶାର ଉଚ୍ଚତମ (ଭାରତର ସପ୍ତମ) ଶିବ ମୂର୍ତ୍ତି ।<ref>{{cite web |url= http://www.orissabarta.com/index.php?option=com_content&view=article&id=12859:worlds-7th-largest-statue-siva-statue-belaeswar-mahadev&catid=44:tourism&Itemid=87 |title= World's 7th largest Siva statue Beleswar Mahadev}}</ref> ଏହାଛଡ଼ା ମୂର୍ତ୍ତିଠାରୁ ଅଳ୍ପ ଦୂରରେ ଚନ୍ଦ୍ରଶେଖର ଶିବ ମନ୍ଦିର ଅବସ୍ଥିତ । ଫୁଲବାଣି, ଚିଲିକା ହ୍ରଦ, ଗୋପାଳପୁର୍ ଆଉ ପୁରୀ ଏଠାର ନିକଟତମ ଦର୍ଶନୀୟ ସ୍ଥଳୀ ଅଟନ୍ତି । ଗରମ ଦିନରେ ଏହି ସହରର ତାପମାତ୍ରା 35 ଡିଗ୍ରୀ ଠାରୁ 45 ଡିଗ୍ରୀ ସେଲସିଅସ୍ ମଧ୍ୟରେ ରହେ । ସାଧାରଣତଃ ଜାନୁଆରି ମାସରେ ୨୩ ଡିଗ୍ରୀ , ଫେବୃଆରି ମାସରେ ୨୪ ଡିଗ୍ରୀ , ମାର୍ଚ୍ଚ୍ ମାସରେ ୨୮ ଡିଗ୍ରୀ , ଅପ୍ରେଲ୍ ମାସରେ 35 ଡିଗ୍ରୀ ଆଉ ମେ ମାସରେ 45 ଡିଗ୍ରୀ ଏହି ସହରର ତାପମାତ୍ରା ରହେ । <ref>[http://www.onefivenine.com/india/villag/Ganjam/Bhanjanagar " Weather and Climate of Bhanjanagar Tehsil "] onefivenine</ref> ।ଭଂଜନଗରର ବାଇପାସ୍ ରୋଡ଼ରେ ଶିରିଡି ସାଇବାବାଙ୍କ ମନ୍ଦିର ଅଛି ।
 
== ଗମନାଗମନ ==
ଭଞ୍ଜନଗର ସହରକୁ ଯାତାୟତ କରିବା ନିମିତ୍ତ ବସ୍ର ସୁବିଧା ଉପଲବ୍ଧ । ଏହାର ନିକଟତମ ରେଳପଥ ହେଉଛି ବ୍ରହ୍ମପୁର ଏବଂ ନିକଟତମ ଆକାଶପଥ ହେଉଛି ଭୁବନେଶ୍ଵରଭୁବନେଶ୍ବର
 
== ଶିକ୍ଷାନୁଷ୍ଠାନ ==
"https://or.wikipedia.org/wiki/ଭଞ୍ଜନଗର"ରୁ ଅଣାଯାଇଅଛି