"ବ୍ରହ୍ମା ମନ୍ଦିର, ବିନ୍ଦୁସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
'''ବ୍ରହ୍ମା ମନ୍ଦିର , ବିନ୍ଦୁସାଗର , '''ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ତଥା ମନ୍ଦିରମାଳ ନଗରି [[ଭୁବନେଶ୍ଵରଭୁବନେଶ୍ବର]]ରେ ଅବସ୍ଥିତ । ଏହା [[ବିନ୍ଦୁସାଗର]] ପୁଷ୍କରିଣୀର ପୂର୍ବ  ତଟ ନିକଟରେ ଅବସ୍ଥିତ । [[ଲିଙ୍ଗରାଜ ମନ୍ଦିର]] ରାସ୍ତାରେ ଗଲେ ଏହି ମନ୍ଦିରକୁ ପହଞ୍ଚି ହୁଏ । 
 
== ପ୍ରବାଦ ==
ଲୋକ ମୁଖରେ କଥିତ ଅଛି [[ବ୍ରହ୍ମା]] ଭୁବନେଶ୍ଵରକୁଭୁବନେଶ୍ବରକୁ ଆସି ମହାଦେବ ଲିଙ୍ଗରାଜଙ୍କ ଅଧିଷ୍ଠାନ ଉତ୍ଶାବରେ ଯୋଗ ଦେଇଥିଲେ । ତାଙ୍କୁ ଏଠାରେ ସ୍ଥାୟୀ ଭାବରେ ରହିଯିବାକୁ ଅନୁରୋଧ କରାଯିବାରୁ ସେ ପ୍ରତି ବର୍ଷ ଚୈତ୍ର ମାସରେ ଅଶୋକାଷ୍ଟମୀ ଯାତ୍ରା ପାଇଁ ଆସିବାକୁ ରାଜି ହେଇଥିଲେ । ପୁଣି ସେ ଲିଙ୍ଗରାଜଙ୍କ ରୁକୁଣା ରଥର ସାରଥି ମଧ୍ୟ ହେବାକୁ କଥା ଦେଇଥିଲେ । ତେଣୁ ତାଙ୍କ ସମ୍ମାନାର୍ଥେ ବିନ୍ଦୁସାଗର ନିକଟରେ ତାଙ୍କର ମନ୍ଦିର ନିର୍ମାଣ କରା ଯାଇଥିଲା । 
 
== ସ୍ଥାପତ୍ୟ ==
୨୫ କ ଧାଡ଼ି:
|}
 
[[ଶ୍ରେଣୀ:ଭୁବନେଶ୍ଵରରଭୁବନେଶ୍ବରର ହିନ୍ଦୁ ମନ୍ଦିର]]