"ବ୍ରଜନାଥ ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୫ କ ଧାଡ଼ି:
| imagesize =
| alt =
| caption = [[ଉଇକିପିଡ଼ିଆ:MBLS1|୧ମ ବାଲେଶ୍ଵରବାଲେଶ୍ବର ଉଇକିପିଡ଼ିଆ କର୍ମଶାଳାରେ]] <br /> ବ୍ରଜନାଥ ରଥ
| pseudonym =
| birth_name =
| birth_date = {{birth date|df=y|1936|01|12}}
| birth_place = ସୁନହଟ, [[ବାଲେଶ୍ଵରବାଲେଶ୍ବର]]
| death_date = {{death date and age|2014|05|31|1936|01|12}}<ref>{{cite web|title=Noted Oria poet Brajanath Rath passes away|url=http://www.hindustantimes.com/india-news/noted-oria-poet-brajanath-rath-passes-away/article1-1224788.aspx|publisher=Hindustan Times|accessdate=31 May 2014}}</ref>
| death_place =
୩୮ କ ଧାଡ଼ି:
 
== ଜନ୍ମ ଓ ଜୀବନ ==
କବି ବ୍ରଜନାଥ ରଥଙ୍କ ଜନ୍ମ ୧୯୩୬ ମସିହା, ଜାନୁଆରୀ ୧୨ ବାଲେଶ୍ଵରବାଲେଶ୍ବର ସହରର [[ସୁନହଟ]]ଠାରେ । ତାଙ୍କ ପିତାଙ୍କ ନାମ ବିଶ୍ଵନାଥବିଶ୍ବନାଥ ରଥ ଏବଂ ମାତାଙ୍କ ନାମ ତାରାମଣି ଦେବୀ । ଚତୁର୍ଥ ଶ୍ରେଣୀ ଯାଏ ବ୍ରଜନାଥ ଘରେ ପଢିଥିଲେ । ପଞ୍ଚମ ଶ୍ରେଣୀରେ ତାଙ୍କର ନାମ ଲେଖାହେଲା ତତ୍କାଳୀନ ଭିକ୍ଟୋରିଆ ଜୁବିଲି ମଧ୍ୟ ଇଂରାଜୀ ସ୍କୁଲରେ । ସେହି ସ୍କୁଲରେ ବାପା ଶିକ୍ଷକ ଥିବାରୁ ତାଙ୍କ ଇଛା ଅନୁସାରେ ସେ ବହି, ପତ୍ରପତ୍ରିକା ଆଦି ପଢୁଥିଲେ । ସ୍ଵାଧୀନଭାବେସ୍ବାଧୀନଭାବେ ଚଳିବାର, ଲେଖିବାର ଓ ନିଜର ମତପ୍ରକାଶ କରିବାର ମାନସିକତା ତାଙ୍କର ତିଆରି ହୋଇଥିଲା ଏଇ ସ୍କୁଲ ଜୀବନରୁ ।
 
୧୯୪୫ରେ ସୁନହଟ ନିକଟରେ ଜାପାନୀ ବୋମା ପଡ଼ିଥିଲା । ଦ୍ଵିତୀୟଦ୍ବିତୀୟ ମହାସମରର ଅସ୍ପଷ୍ଟ ଚିତ୍ର ଓ ନେତାଜୀଙ୍କ ଭାରତରୁ ପଳାୟନ ସହିତ ତାଙ୍କ ସମ୍ପର୍କରେ ବିଭିନ୍ନ ପ୍ରଚାର ବ୍ରଜନାଥଙ୍କ କିଶୋର ମନକୁ ଆନ୍ଦୋଳିତ କରିଥିଲା । ୧୯୪୭- ଅଗଷ୍ଟ ୧୫, ଯେଉଁଦିନ ତ୍ରିରଙ୍ଗା ପତାକା ଉଡ଼ି ଏ ଦେଶ ସ୍ଵାଧୀନସ୍ବାଧୀନ ବୋଲି ଘୋଷିତ ହେଲା, ବାଳକ ବ୍ରଜନାଥ ବି ସମସ୍ତଙ୍କ ସହିତ ତାଳଦେଇ ନିଜ ଘର ଆଗରେ ଉଡ଼େଇଥିଲେ ଜାତୀୟ ପତାକା । ତା ସହିତ କାଗଜରେ ବଡ଼ ବଡ଼ ଅକ୍ଷରରେ ଲେଖା, ସ୍ଵାଧୀନତାସ୍ବାଧୀନତା ସମ୍ପର୍କିତ ଏକ ସ୍ଵରଚିତସ୍ବରଚିତ କବିତାକୁ ସେ ଉଡ଼େଇଥିଲେ ସେଇ ପତାକା ସାଙ୍ଗରେ । ତାହାହିଁ କବି ବ୍ରଜନାଥ ରଥଙ୍କ ଲିଖିତ ପ୍ରଥମ କବିତା ।
 
୧୯୪୮ରେ ବାଲେଶ୍ଵରବାଲେଶ୍ବର ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ ସେ । ସେହି ସମୟରେ, ବର୍ତ୍ତମାନର ପ୍ରସିଦ୍ଧ କବି ଓ କଥାକାର [[ମନୋଜ ଦାସ]] ମଧ୍ୟ ନାମ ଲେଖାଇଥିଲେ । ତାଙ୍କର ପ୍ରକାଶିତ କବିତା '[[ଶତାଦ୍ଧୀର ଆର୍ତ୍ତନାଦ ଓ ବିପ୍ଳବୀ ଫକୀରମୋହନ]]' ପ୍ରଚ୍ଚୋଦିତ କରିଥିଲା ବ୍ରଜନାଥଙ୍କୁ କବିତା ଲେଖିବା ପାଇଁ । ନବମ ଶ୍ରେଣୀରେ ପଢୁଥିଲାବେଳେ (୧୯୫୧), [[ଡଗର (ପତ୍ରିକା)|ଡଗର ପତ୍ରିକା]]ରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ କବିତା 'ବ୍ୟର୍ଥତା' । ୧୯୫୨ରେ ସେ ମାଟ୍ରିକ ପାଶ କଲେ । ତାପରେ ନାମ ଲେଖାଇଲେ [[ଫକୀରମୋହନ କଲେଜ]]ରେ । ସେତେବେଳେ ବାଲେଶ୍ଵରବାଲେଶ୍ବର ଜିଲ୍ଲା ସ୍କୁଲରେ ଚାଲୁଥାଏ [[ଫକୀରମୋହନ କଲେଜ]] । ଫକୀରମୋହନ ସାହିତ୍ୟ ପରିଷଦ ବି ଗଠିତ ହୋଇସାରିଥାଏ । ଅନୁଷ୍ଠାନର ଉତ୍ସବକୁ ଆସୁଥିବା ଓଡ଼ିଶା ଓ ଓଡ଼ିଶା ବାହାରର ବହୁ କବି ଏବଂ ବିଦ୍ଵାନବିଦ୍ବାନ ପଣ୍ଡିତଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶରେ ଆସି ବ୍ରଜନାଥଙ୍କ କାବ୍ୟ-ପ୍ରତିଭା ବିକଶିତ ହୋଇଥିଲା ।
 
ବ୍ରଜନାଥ, କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଫକୀର ମୋହନ ସାହିତ୍ୟ ପରିଷେଦର ସଭାପତି ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ନିଜ ପିତା ମାତାଙ୍କ ନାମରେ ବିଶ୍ଵତାରାବିଶ୍ବତାରା ଓଡ଼ିଆ ଗବେଷଣାଗାର ମଧ୍ୟ ପ୍ରତିଷ୍ଠା କରିଥିଲେ ।
 
== ସାହିତ୍ୟ ସର୍ଜନା ==
୫୦ କ ଧାଡ଼ି:
{{div col|2}}
* ମରୁଗୋଲାପ(୧୯୬୦)<ref>[http://books.google.co.in/books?id=zB4n3MVozbUC&pg=PA1592&lpg=PA1592&dq=Awards++brajanath+ratha&source=bl&ots=OBY0XZWm-Z&sig=lczDQM4cGfG8owqoIBGrLMos0a8&hl=en&ei=MR8GTrKWN4-ImQXq7pGqDw&sa=X&oi=book_result&ct=result&resnum=7&ved=0CEEQ6AEwBg#v=onepage&q&f=false] The Encyclopaedia Of Indian Literature (Volume Two) (Devraj To Jyoti), Volume 2 By Amaresh Datta Page No. 1592</ref>
* ନିଜସ୍ଵନିଜସ୍ବ ସଂଳାପ(୧୯୬୯)
* ମରୁଗୋଲାପ ଓ ଅନ୍ୟାନ୍ୟ କବିତା(୧୯୭୨)
* ନିଃଶଦ୍ଦ ପ୍ରତିବାଦ(୧୯୭୭)
୫୮ କ ଧାଡ଼ି:
* ହଜିଗଲା ଝଡର ସଙ୍ଗୀତ
* ଲଘୁ ଶତକ(ବ୍ୟଙ୍ଗ କବିତା, ୧୯୯୩)
* ହେ ମୋର ସ୍ଵଦେଶସ୍ବଦେଶ!(୧୯୯୭)
* ଗଡ଼ିଗଡ଼ି ଗଲି ବଲ(ଶିଶୁ କବିତା, ୨୦୦୧)
* ସ୍ଵନିର୍ବାଚିତସ୍ବନିର୍ବାଚିତ କବିତା(୨୦୦୧)
* ସମୟର ଶଦ୍ଦଲିପି(୨୦୦୭)<ref>[http://nationallibrary.gov.in/showdetails.php?id=126218] National Library</ref>
* ସାମାନ୍ୟ ଅସାମାନ୍ୟ(୨୦୦୭)<ref>[http://www.telegraphindia.com/1110614/jsp/orissa/story_14110390.jsp] Samanya Asamanya</ref>
୭୮ କ ଧାଡ଼ି:
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ମନର ମାନଚିତ୍ର ପାଇଁ)<ref>ସମ୍ବାଦ ୦୧/୦୬/୨୦୧୪ ପୃଷ୍ଠା ୯</ref>
* ଟାଗୋର ସାହିତ୍ୟ ପୁରସ୍କାର (କାବ୍ୟ ସଂକଳନ ସାମାନ୍ୟ ଅସାମାନ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ)<ref>[http://www.afternoondc.in/book-review/tagore-literature-awards-2010/article_24313] ଟାଗୋର ସାହିତ୍ୟ ପୁରସ୍କାର</ref>
* ଡକ୍ଟରେଟ, ୨୦୧୧([[ଫକୀର ମୋହନ ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]]ଦ୍ଵାରାଦ୍ବାରା ପ୍ରଦତ୍ତ)
* କବି ଶେଖର ଚିନ୍ତାମଣି ପୁରସ୍କାର
* କବି ଜୟଶଙ୍କର ପ୍ରସାଦ ସାହିତ୍ୟ ସମ୍ମାନ (ରାଷ୍ଟ୍ରୀୟ ହିନ୍ଦୀ ଏକାଡ଼େମୀ)
୯୬ କ ଧାଡ଼ି:
[[ଶ୍ରେଣୀ:୧୯୩୬ ଜନ୍ମ]]
[[ଶ୍ରେଣୀ:୨୦୧୪ ମୃତ୍ୟୁ]]
[[ଶ୍ରେଣୀ:ବାଲେଶ୍ଵରବାଲେଶ୍ବର ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ କବି]]