"ବୃଷ (ରାଶି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
 
ସୌରଜଗତରେ [[ଗ୍ରହ]] ମାନେ ସୂର୍ଯ୍ୟଙ୍କୁ କେନ୍ଦ୍ରକରି ଏକ କାଳ୍ପନିକ ଅଣ୍ଡାକୃତି ପଥରେ ଘୁରିବୁଲୁଥାନ୍ତି । ହିନ୍ଦୁ ଜ୍ୟୋତିଷରେ ଏହି କାଳ୍ପନିକ ପଥ ବା ରାଶିଚକ୍ରକୁ(୩୬୦ ଡିଗ୍ରୀ) ୧୨ ଭାଗ କରାଯାଇ ପ୍ରତ୍ୟେକ ଭାଗକୁ (୩୦ ଡିଗ୍ରୀ) ଗୋଟୀଏ ଗୋଟିଏ ରାଶିର କଳ୍ପନା କରାଯାଇଛି । ବୃଷ ହେଉଛି ତନ୍ମଧ୍ୟରୁ ଦ୍ଵିତୀୟଦ୍ବିତୀୟ ରାଶି ।<ref name=Astrojyoti>{{cite web|title=Zodiac|url=http://www.astrojyoti.com/lesson1.htm|accessdate=30 September 2015}}</ref>
 
== ଜ୍ୟୋତିଷୀୟ ପୃଷ୍ଠଭୂମି ==
୭ କ ଧାଡ଼ି:
* ରାଶିଚକ୍ରରେ ବୃଷ ରାଶିର ଅବସ୍ଥାନ ୩୧ ଡିଗ୍ରୀରୁ ୬୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ଶୁକ୍ର ଏହାର ଅଧିପତି ଗ୍ରହ ।<ref name=Astrojyoti></ref>
* ହିନ୍ଦୁ ଜ୍ୟୋତିଷରେ ବୃଷ ରାଶିର ଆକୃତି/ସଂକେତ ଏକ ବୃଷଭ ପରି ।
* ବୈଦିକ ଜ୍ୟୋତିଷମତେ ବୃଷ ରାଶି ରଜଗୁଣୀ, ସ୍ଥିର ରାଶି, ବୈଶ୍ୟ ଜାତି, ପୃଥ୍ଵୀତତ୍ତ୍ଵପୃଥ୍ବୀତତ୍ତ୍ବ ବିଶିଷ୍ଟ ଏକ ସମ ରାଶି ।<ref>Swain, Captain Manasa Ranjan . ''ବୈଦିକ ଜ୍ୟୋତିଷ'', ପୃଷ୍ଠା- ୦୬-୦୭. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.</ref>
* ହିନ୍ଦୁ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶିରେ ଅବସ୍ଥାନ କରିଥାନ୍ତି, ତାହା ବ୍ୟକ୍ତିର ଜନ୍ମ ରାଶି ହୁଏ । ବୃଷ ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷ ଉଚ୍ଚାଭିଳାଷି ଓ ଗର୍ବୀ ହୋଇଥାନ୍ତି ।<ref name=findyourfate>{{cite web|title=Misha(Aries)|url=http://www.findyourfate.com/indianastro/rasis-char.htm|accessdate=30 September 2015}}</ref>
 
"https://or.wikipedia.org/wiki/ବୃଷ_(ରାଶି)"ରୁ ଅଣାଯାଇଅଛି