"ବୃନ୍ଦାବନ ଜେନା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଉପଯୁକ୍ତ ପ୍ରସଙ୍ଗ ସହ ସଂଯୋଗ |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୨ କ ଧାଡ଼ି:
'''ବୃନ୍ଦାବନ ଜେନା''', ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଖ୍ୟାତ ଗୀତିକାର,ଗାଳ୍ପିକ,ସଂଳାପ ଲେଖକ ତଥା ନିର୍ଦ୍ଦେଶକ ଅଟନ୍ତି । ଶ୍ରୀ ଜେନା, ପ୍ରାୟ ୩୦ଟି ଚଳଚ୍ଚିତ୍ରରେ ଗୀତରଚନା କରିବା ସହ ୮ଟି ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି । ଏତଦ ବ୍ୟତିତ, ଜାତୀୟ ସ୍ତରରେ ସମ୍ମାନୀତ, [[ଶାସ୍ତି (ଓଡ଼ିଆ କଥାଚିତ୍ର)|ଶାସ୍ତି]]<ref>http://www.thesundayindian.com/or/story/%E0%AC%89%E0%AC%AA%E0%AC%AC%E0%AC%A8%E0%AD%87-%E0%AC%9A%E0%AC%BF%E0%AC%B0%E0%AC%AC%E0%AC%BF%E0%AC%B8%E0%AD%8D%E0%AC%AE%E0%AD%83%E0%AC%A4-%E0%AC%89%E0%AC%AA%E0%AC%A8%E0%AD%8D%E0%AD%9F%E0%AC%BE%E0%AC%B8-/25/40/</ref> ଓ [[ବାଟ ଅବାଟ]] ଚଳଚ୍ଚିତ୍ର ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ।
ବୃନ୍ଦାବନ ଜେନା, ବାଲ୍ୟକାଳରୁ ସଙ୍ଗୀତ ପ୍ରତି ଗଭିର ଭାବରେ ଆସକ୍ତ ଥିଲେ । ପିଲାବେଳେ ଅଜା, ବିଶିଷ୍ଟ ଗାୟକ ପରମାନନ୍ଦ ଜେନାଙ୍କ ଠାରୁ ଛାନ୍ଦ,ଚଉପଦୀ,ଭଜନ ଓ ଜଣାଣ ଆଦି ଶିକ୍ଷା କରିଥିଲେ । ସେ, ୧୯୬୫ ମସିହାରୁ ଆକାଶବାଣୀ କଟକର ଜଣେ
ଗୀତି କବିତା ରଚନା ପାଇଁ, ସେ [[ଓଡ଼ିଶା ସାହିତ୍ୟ ଏକାଡେମୀ]]<ref>http://orissa.gov.in/e-magazine/orissaannualreference/ORA-2011/pdf/92-99.pdf</ref><ref>http://www.thehindu.com/todays-paper/tp-national/tp-otherstates/article2078804.ece?css=print</ref> ଓ [[ଓଡ଼ିଶା ସଂଗୀତ ନାଟକ ଏକାଡେମୀ]]<ref>http://orissa.gov.in/e-magazine/orissaannualreference/OR-Annual-2009/pdf/102-106.pdf</ref> ଆଦି ଅନେକ ପୁରସ୍କାରରେ ସମ୍ମାନୀତ । <ref>ଓଡ଼ିଆ ପତ୍ରିକା ତୀରତରଙ୍ଗର ପାର୍ବଣ ୨୦୧୨ ସଂଖ୍ୟାରେ ପ୍ରକାଶିତ ସାକ୍ଷାତକାର : ଉପସ୍ଥାପନା ପୁଷ୍ପା ଧଳମହାପାତ୍ର</ref>
|