"ବୀରେନ ରାଉତରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୫୦ କ ଧାଡ଼ି:
'''ବୀରେନ ରାଉତରାୟ''', ଜଣେ ଜଣାଶୁଣା ଓଡ଼ିଆ ନାଟ୍ୟକାର ଓ ଅଭିନେତା । ଖଳନାୟକ ଚରିତ୍ରରେ ଅଭିନୟ ପାଇଁ ସେ ମଞ୍ଚ, ଟେଲିଭିଜନ ବା ଚଳଚ୍ଚିତ୍ର, ସବୁଠି ବେଶ ପରିଚିତ ।<ref>http://www.newindianexpress.com/magazine/article127949.ece</ref>
 
ବୀରେନ ରାଉତରାୟ, [[ଜଗତସିଂହପୁର]] ନିବାସୀ ସ୍ଵାଧିନତାସ୍ବାଧିନତା ସଂଗ୍ରାମୀ ଭ୍ରମରବର ରାଉତରାୟ ଓ ତାରାମଣି ଦେବୀଙ୍କର ଜ୍ୟେଷ୍ଠପୁତ୍ର ଥିଲେ । ସେ ୧୯୩୯ ମସିହା ସେପ୍ଟେମ୍ବର ମାସ ୨୭ତାରିଖରେ କଟକର ମେରିଆବଜାରଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ବି.ଏସ.ସି ଓ ବୁର୍ଲା ଆର.ଇ.ସିରୁ ଡିଗ୍ରୀ ଇଞ୍ଜିନିୟରିଂ ଶିକ୍ଷା ଲାଭ କରି, ସେ ରାଜ୍ୟ ସରକାରଙ୍କ ବହୁ ବିଭାଗରେ ଯନ୍ତ୍ରୀ ରୂପେ କାର୍ଯ୍ୟକରିଥିଲେ । ସେ ୧୯୭୭ ମସିହାରେ, ଗୃହନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ ଭାବରେ ଅବସର ଗ୍ରହଣ କରିଥିଲେ ।
 
୧୯୫୫ ମସିହାରେ ମଞ୍ଚାଭିନୟରୁ ତାଙ୍କର କଳାକାର ଜୀବନ ଆରମ୍ଭ ହୋଇଥିଲା । ପ୍ରାୟ ୩୫ଟିରୁ ଅଧିକ ଚଳଚ୍ଚିତ୍ର, ୨୦୦ରୁ ଅଧିକ ମଞ୍ଚନାଟକ ଓ ଦୂରଦର୍ଶନରେ ଅଭିନୟ କରି ସେ ଲୋକପ୍ରିୟତା ଲାଭ କରିପାରିଛନ୍ତି । ବହୁ ନାଟକ ନିଜେ ରଚନା କରିଛନ୍ତି ଓ ଏଥିପାଇଁ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । "ଚିତ୍ରୋତ୍ପଳା" ଓ "ସଂସ୍କୃତି ବିହାର" ଭଳି ଅନେକ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ରହି ସେ, କଳା ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ।
୬୧ କ ଧାଡ଼ି:
* ଜାମୁକୋଳି ଗଛ
* ଅଙ୍ଗ ରାଜା
* ଭଙ୍ଗା ବେହେଲାର ସ୍ଵରସ୍ବର
=== ପତ୍ରିକା ===
* ନାଟ୍ୟଶ୍ରୀ